ସକାଳୁ ସକାଳୁ ଗାଧୋଇବା ସମୟରେ ନିହାତି କରନ୍ତୁ ଏହି ଛୋଟ ଉପାୟ ,ଏହା ପରେ କେବେ ହେବନାହିଁ ଧନର ଅଭାବ

ଭଲ ସ୍ୱାସ୍ଥ୍ୟ ଏବଂ ସୁନ୍ଦର ଶରୀର ପାଇଁ ସବୁଦିନ ଗାଧୋଇବା ଜରୁରୀ ହୋଇଥାଏ । ଯେଉଁ ଲୋକ ପ୍ରତିଦିନ ଗାଧାଇଥାଏ, ତାକୁ ସ୍ୱାସ୍ଥ୍ୟ ଏବଂ ଧର୍ମର କିଛି ଲାଭ ମିଳିଥାଏ । ଯଦି ଆମେ ଠିକ ସୂର୍ଯ୍ୟଦୟ ସମୟରେ ଗାଧୋଇଥାଉ ତାହେଲେ ଏହା ଧର୍ମ ସାମ୍ନାରେ ବହୁତ ଶୁଭ ହୋଇ ଥାଏ । ଏହି କାରଣରୁ ମୁନି ରୁଷି ମାନେ ସୂର୍ଯ୍ୟଦୟ ପୂର୍ବରୁ ଗାଧୋଉଥିଲେ । ଗାଧୋଇ ସାରିବା ପରେ ସୂର୍ଯ୍ୟଙ୍କୁ ପାଣି ଦେଉଥିଲେ । ତେବେ ଏହି ବିଷୟରେ ଆଜି ଆମେ ଆପଣଙ୍କୁ କିଛି କହିବୁ । ଆଜି ଆମେ ଆପଣଙ୍କୁ କହିବୁ କି ଶାସ୍ତ୍ର ଅନୁସାରେ ଏହି ଉପାୟ କରିବା ଦ୍ଵାରା ସବୁବେଳେ ମା ଲକ୍ଷ୍ମୀ ଆପଣଙ୍କ ଉପରେ କୃପା ରଖିଥାନ୍ତି, ଆସନ୍ତୁ ଜାଣିବା ଏହା ପାଇଁ ଆପଣଙ୍କୁ କଣ କରିବାକୁ ପଡିବ ।

Image Courtesy: Google

ଗାଧୋଇବା ସମୟରେ ଆପଣଙ୍କୁ ଏକ ମନ୍ତ୍ର ବୋଲିବାକୁ ହେବ ତାହେଲେ ଆପଣ ଭାବୁଥିବେ କି ସେ କେଉଁ ମନ୍ତ୍ର ଯାହାକୁ ଜପ କଲେ ଆପଣ ବି ମା ଲକ୍ଷ୍ମୀଙ୍କୁ ଖୁସି କରିପାରିବେ । ହିନ୍ଦୁ ଧର୍ମରେ ଶାସ୍ତ୍ର ଅନୁସାରେ ଅଲଗା ଅଲଗା କାମ ପାଇଁ ଅଲଗା ଅଲଗା ମନ୍ତ୍ର ନିର୍ଧାରିତ କରାଯାଇଛି ।

Image Courtesy: Google

ଏମିତିରେ ବି ଗାଧୋଇବା ସମୟରେ ମଧ୍ୟ ଆମେ କିଛି ମନ୍ତ୍ରର ଉଚାରଣ କରିବା ଦରକାର । ଶାସ୍ତ୍ରରେ ଗାଧୋଇବା ପାଇଁ ଏକ ବିଶେଷ ବିଧି କୁହାଯାଇଛି । ଯଦି ଆପଣ ଏହି ବିଧିରେ ଠିକ ସମୟରେ ଗାଧୋଇବେ ତାହେଲେ କେତେକ ଶୁଭ ଫଳ ମିଳିଥାଏ । ଧ୍ୟାନ ରଖିବେ କି ବିଧି ଆନୁସାରେ ସବୁ ଜିନିଷ ହେବା ଦରକାର ।

Image Courtesy: Google

ପ୍ରଥମେ ଗାଧୋଇବା ପୂର୍ବରୁ ଏକ ବାଲଟିରେ ପାଣି ଭରି ଦିଅନ୍ତୁ ଏବଂ ସେଥିରେ ନିଜ ତର୍ଜନୀ ଆଙ୍ଗୁଠିରେ ପାଣି ଉପରେ ତ୍ରିଭୁଜ ର ଚିତ୍ର କରନ୍ତୁ । ଏହା କରିସାରିବା ପରେ ସେହି ତ୍ରିଭୁଜ ଭିତରେ ଏକ ଅକ୍ଷରର ବୀଜ ମନ୍ତ୍ର ‘ହ୍ରୀ॰’ ଲେଖନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଇଷ୍ଟ ଦେବୀ ଦେବତା ଆପଣଙ୍କର ସବୁ କଷ୍ଟ ଦୂର କରିଦେବେ । ଚାଲନ୍ତୁ ଏବେ ଜାଣିବା ସେହି ମନ୍ତ୍ର ବିଷୟରେ ଯାହାକୁ ଗାଧୋଇବା ସମୟରେ ଜପ କରିବା ଦରକାର ।

ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ଵତୀ । ନର୍ମଦେ ସିନ୍ଧୁ କାବେରୀ ଜଳସ୍ମିନ୍ସତ୍ରିଧି କୁରୁ॥

ତେବେ ଯଦି ଆପଣ ଏହି ମନ୍ତ୍ର ଉଚ୍ଚାରଣ କରି ଗାଧୋଇବେ ତେବେ ଦେଖିବେ ଆପଣଙ୍କୁ କେତେ ଶୁଭ ଫଳ ପ୍ରାପ୍ତି ହେବ । ଅନେକ ଲୋକ ଧର୍ମ ଓ ଆସ୍ଥା ଉପରେ ବିଶ୍ଵା କରନ୍ତି ନାହିଁ ସେଥିପାଇଁ ତ ଆଜି ଏହି କଳିଯୁଗରେ ମଣିଷ ଏତେ ଦୁଃଖ କଷ୍ଟ ଭୋଗ କରୁଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *