ଯଦି ଆପଣ ମଧ୍ୟ ବ୍ରତ କଲା ବେଳେ ଖାଉଛନ୍ତି ସାଗୁଦାନା, ତେବେ ଥରେ ଏହାର ସତ୍ୟତା ବିଷୟରେ ମଧ୍ୟ ଜାଣି ନିୟନ୍ତୁ

ଆମ ହିନ୍ଦୁମାନଙ୍କ ଘରେ ସାଗୁଦାନା ନା ସେତେବେଳେ ଶୁଣିବାକୁ ଆସି ଥାଏ ଯେତେବେଳେ ଆମ ଘରେ ପର୍ବ ପର୍ବାଣି ଥାଏ କାହିଁକିନା ହିନ୍ଦୁ ଲୋକ ଓପାସ ସମୟ ରେ ସାଗୁଦାନା ସେବନ କରି ଥାନ୍ତି । ସାଗୁଦାନା ବହୁତ ପ୍ରକାର ବ୍ୟଞ୍ଜନ ବନେଇବା ପାଇଁ କାମ ରେ ଆସି ଥାଏ ତେବେ ଏହା ପୂର୍ଣତଃ ଶାକାହାରୀ ଏବଂ ପର୍ବ ନିୟମ ଅନୁଯାଇ ସାଦା ଭୋଜନ ଅଟେ । ପର୍ବ ଓପାସ ସମୟ ରେ ସାଗୁଦାନା ପ୍ରୟୋଗ ଜୋର ସୋରେ ଚାଲି ଥାଏ ।

ଓପାସ ରେ ଲୋକ ଫଳ ମଧ୍ୟ ଖାଇ ଥାନ୍ତି କିନ୍ତୁ ସାଗୁଦାନା କଥା ଅଲଗା ଅଟେ ଏହାର ସ୍ଵାଦ ବହୁତ ଭଲ ହୋଇ ଥାଏ ଏବଂ ତା ଠାରୁ ବି ଅଧିକ ଏହାକୁ ବନେଇବା ବହୁତ ସହଜ ହୋଇ ଥାଏ ।

ଏହି ଦୁଇ କାରଣ ପାଇଁ ଲୋକ ସାଗୁଦାନା ଖାଇବା ଏବଂ ବନେଇବା ପସନ୍ଦ କରନ୍ତି ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ସାଗୁଦାନା ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ପରେ ବୋଧେ ଆପଣ ଓପାସ ରେ ଏହାର ଉପଯୋଗ କରିବେ ନାହିଁ ।

ଆପଣଙ୍କ ଜାଣିବା ପାଇଁ ଆମେ ଆପଣଙ୍କୁ ଏହା ସ୍ପଷ୍ଟ କରି ଦଉଛୁ ଯେ ସାଗୁଦାନା ପୂର୍ଣ ରୂପ ରେ ଶାକାହାରୀ ଅଟେ କାହିଁକିନା ଏହା ସାଗୋ ପାମ ନାମକ ଗୋଟେ ଗଛ ଡାଳ ଓ ଚେର ରୁ ପ୍ରାପ୍ତ କରା ଯାଇ ଥାଏ । କିନ୍ତୁ ନିର୍ମାଣ ପ୍ରକ୍ରିୟା ପରେ ଏହା କହିବା ଭୁଲ ହବନି ଯେ ସାଗୁଦାନା ମାଂସାହାରୀ ମଧ୍ୟ ହୋଇ ଥାଏ । ସାଗୋ ନାମକ ଗଛ ଚେର ଓ ଡାଳରୁ ଗୁଦା ବାହାର କରି ସାଗୁଦାନା ବନା ଯାଇ ଥାଏ । ସାଗୁଦାନା ଶାକାହାରୀ ଜିନିଷ ଅଟେ କିନ୍ତୁ ପ୍ରକ୍ରିୟା ରେ ଏହାର ଦୁର୍ଗତି ହୋଇ ଥାଏ ସର୍ବ ପ୍ରଥମେ ସାଗୋ ଗଛରୁ ଏହାକୁ କାଟି ଫ୍ୟାକଟ୍ରି ରେ ଅଣା ଯାଏ ଏହା ପରେ ପ୍ରକ୍ରିୟା ଆରମ୍ଭ କରା ଯାଇ ଥାଏ ।

ସର୍ବ ପ୍ରଥମେ ଚୋପା ଛଡେଇ ଚେର ଓ ଡାଳ ଅଲଗା କରା ଯାଏ, ଏହା ପରେ ଡାଳ ଖଣ୍ଡ ଖଣ୍ଡ କରା ଯାଏ, ଏହା ପରେ ଏହାକୁ ପାଣି ରେ ଫୁଲିବା ପାଇଁ ବଡ ବଡ ଖୋଲାଟାଙ୍କିରେ ଛଡା ଯାଏ ତା ପରେ ଏହା ଉପରେ ଗୋଟେ ପ୍ରକାଶ ଦିଆ ଯାଇ ଥାଏ ଯାହା ଫଳରେ ବହୁତ ପ୍ରକାର କୀଟ ଏହା ଆଡୁକୁ ଆକର୍ଷିତ ହୋଇ ଥାନ୍ତି ଏବଂ କୀଟ ସେହି ଟାଙ୍କି ଯାଇ ରହି ଥାନ୍ତି, ଅଧିକ ସମୟ ସେହିଗାତରେ ରହିବା ଦ୍ଵାରା ସାଗୋ ରୁ ନୂତନ ଧଳା କୀଟ ଜନ୍ମ ନେଇ ଥାନ୍ତି ଯାହା ସାଗୁଦାନା ଭିତରେ ରହି ଥାନ୍ତି ।

ଏହା ପରେ ସାଗୋ ଡାଳ ବାହାର କରା ଯାଇ ଥାଏ ଏବଂ ଏହାକୁ ଛୋଟ ଛୋଟ ଖଣ୍ଡ ରେ ଖଣ୍ଡିତ କରା ଯାଏ ଯାହା ପରେ ସାଗୁଦାନାକୁ ପଲିଶ କରା ଯାଏ ଏହା ପରେ ସେହି ସାଗୁଦାନାକୁ ପେକେଟ ରେ ପ୍ୟାକ କରି ମାର୍କେଟ ପଠା ଯାଏ କିନ୍ତୁ ସେହି ଧଳା କୀଟାକୁ ବାହାର କରା ଯାଏ ନାହିଁ ସେଥିପାଇଁ ଆମେ ଏହାକୁ ମାଂସାହାରୀ ବୋଲି କହିଲୁ ।

Leave a Reply

Your email address will not be published. Required fields are marked *