ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି ।
ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ଶାସ୍ତ୍ର ଅନୁସା ରେ ସକାଳୁ ଉଠି କିଛି କାର୍ଯ୍ୟ କରିବା ପାଇଁ ମନା କରାଯାଇଛି । ଯଦି ଆପଣ ଏହି କାମ କରନ୍ତି ତେବେ ଆପଣଙ୍କ ର ବହୁତ କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ତାହା କେଉଁ କାମ ଅଟେ ।
ବନ୍ଧୁଗଣ ଆମ ଘର ଚାରିପାଖରେ ଅନେକ ପ୍ରକାର ସକରାତ୍ମକ ଓ ନକରାତ୍ମକ ଶକ୍ତି ବିଶିଷ୍ଟ ଜିନିଷ ରହିଥାଏ । ଯଦି ଆମେ ସକାଳୁ ଉଠି ନକରାତ୍ମକ ଜିନିଷ ଦେଖିଥାଉ ତେବେ ତାହା ଆମ ଉପରେ ନକରାତ୍ମକ ପ୍ରଭାବ ପକାଇ ଥାଏ ଓ ସକାରାତ୍ମକ ଜିନିଷ ଦେଖିଲେ ବହୁତ ଶୁଭ ପ୍ରଭାବ ପକାଇ ଥାଏ । ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ପ୍ରଥମେ ଆଇନା ଦେଖିବା ଉଚିତ ନୁହେଁ । କାରଣ ସକାଳୁ ଆଇନା ଦେଖିବା ଦ୍ଵାରା ଆପଣଙ୍କ ଭାଗ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।
ଆପଣଙ୍କ ଜୀବନ ରେ ଉନ୍ନତି ଆସିବ ବଦଳ ରେ ଅବନତି ହୋଇଥାଏ । ଶାସ୍ତ୍ର ଅନୁସା ରେ ସକାଳୁ ଉଠିବା ମାତ୍ରେ କେବେ ମଧ୍ୟ ଛାଇ ଦେଖିବା ଉଚିତ ନୁହେଁ । ଏହା ଆପଣଙ୍କ ର ଦୁର୍ଭାଗ୍ୟ କୁ ଡାକି ଆଣିଥାଏ । ଛାଇ ଦେଖିବା ଦ୍ବାରା ଆପଣଙ୍କ ମନ ରେ ଭ୍ରମ ଓ ଭୟ ସୃଷ୍ଟି ହୋଇଥାଏ । ଏପରି କରିବା ଦ୍ୱାରା ଆପଣଙ୍କ ର ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ । ତେଣୁ ଏପରି ବିଲକୁଲ କରନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ମନୁଷ୍ୟ କୁ ସକାଳେ ଉଠିବା କ୍ଷଣି ନିଜର ହାତ ର ପାପୁଲି କୁ ଦେଖିବା ଉଚିତ । କାରଣ ହାତ ପାପୁଲି ରେ ମାତା ଲକ୍ଷ୍ମୀ,ସରସ୍ୱତୀ ଓ ଭଗବାନ ଶ୍ରୀକୃଷ୍ଣ ବାସ କରିଥାନ୍ତି ।
ସେଥିପାଇଁ ଆପଣ ସକାଳୁ ଉଠି ନିଜ ହାତ ପାପୁଲି ର ଦର୍ଶନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ର ବିଦ୍ୟା,ସୁଖଶାନ୍ତି, ଧନ ସମ୍ପତ୍ତି ଆଦି କେଉଁଥିରେ ଅଭାବ ଦେଖିବାକୁ ମିଳି ନ ଥାଏ । ବନ୍ଧୁଗଣ ଯଦି ଆପଣ ସକାଳୁ ଉଠି ଗୋମାତା ଙ୍କ ର ଦର୍ଶନ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଯଦି ସକାଳୁ ସକାଳୁ ଆପଣଙ୍କ ଘର ନିକଟ କୁ କୌଣସି ଗାଈ ଆସୁଛି ତେବେ ତାକୁ ମାଡ଼ ମାରି ବିଦା କରିଦିଅନ୍ତୁ ନାହିଁ ବରଂ ତାକୁ କିଛି ଖାଇବାକୁ ଦେଇ ନିଜର ମନ କଥା କୁ ଗାଈ ର କାନ ରେ କହିଦିଅନ୍ତୁ । ଏପରି କରିବା ଦ୍ବାରା ମାତା କାମଧେନୁ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ କରିବେ ।
ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।