ଯୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ, କହିଲେ “ମୋର ବିବାହ ପ୍ରସ୍ତାବକୁ ମନା କରିଦେଇଥିଲେ ଜୁହିଙ୍କ ପିତା”- ସଲମାନ

ବଲୀଉଡ ଜଗତ ସୁପରଷ୍ଟାର ଏବଂ ଭାଇ ନାରେ ଲୋକପ୍ରିୟ ସଲମାନ ଖାନ ନିଜ ଫିଲ୍ମ ଗୁଡିକ ପାଇଁ ବହୁତ ଚର୍ଚା ର ବିଷୟ ହୋଇଥାନ୍ତି, ତାଙ୍କ ପ୍ରତି ଫିଲ୍ମ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥାଏ, ଯେମିତି ତାଙ୍କ ଫିଲ୍ମ ଦର୍ଶକମାନଙ୍କ ମଧ୍ୟରେ ବହୁତ ପ୍ରଚଳିତ ଠିକ ସେମିତି ତାଙ୍କ ପ୍ରେମ ଜୀବନ ବିଷୟରେ ଜାଣିବା ପାଇଁ ସମସ୍ତେ ବହୁତ ଉତ୍ସୁକ ରୁହନ୍ତି, ତେବେ ସଲମାନଙ୍କ ହୃଦୟରେ ବହୁତ ସୁନ୍ଦର ଝିଅ ଆସିଲେ କିନ୍ତୁ କାହା ସହ ତାଙ୍କ ବିବାହ ହୋଇ ପାରିଲା ନାହିଁ । ସୋମି ଅଲି, ସଂଗୀତା ବିଜଲାନି, ଏସ୍ଵର୍ଯା ରାୟ, କେଟରିନା କେଫ ଭଳି ଅଭିନେତ୍ରୀ ତାଙ୍କ ପ୍ରେମିକା ରହିଥିଲେ, ତେବେ ବି ୫୪ ବର୍ଷ ସଲମାନ ଖାନ ଅବିବାହିତ ଅଛନ୍ତି ।

ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ସଲମାନ ଖାନ କେବେ ଜୁହୀଙ୍କ ପାଇଁ ମଧ୍ୟ ହୃଦୟ ହରେଇଥିଲେ, ଦୁହିଙ୍କ ବିବାହ ମଧ୍ୟ ହବାର ଥିଲା ଏବଂ କିନ୍ତୁ ଅଟକି ଗଲା, ତେବେ ଆସନ୍ତୁ ଜାଣିବା କଣ ପାଇଁ ସଲମାନ ଓ ଜୁହୀ ବିବାହ ହୋଇ ପାରିଲା ନାହିଁ ।

ସଲମାନ – ମୋ ବିବାହ ପ୍ରସ୍ତାବ ଜୁହୀ ବାପା ମନା କରିଥିଲେ :

ସଲମାନ କେବଳ ଜୁହୀ ଚାବଲାଙ୍କୁ କେବଳ ପସନ୍ଦ କରୁ ନଥିଲେ ତାଙ୍କ ସହ ବିବାହ କରିବା ପାଇଁ ଇଛା କରିଥିଳୀ । କିନ୍ତୁ ସଲମାନ ଏବଂ ଯୁହିଙ୍କ ସମ୍ପର୍କ ମଧ୍ୟରେ ଯୁହିଙ୍କ ବାପା ଆସି ଯାଇଥିଲେ, ବର୍ତମାନ ସଲମାନ ଖାନଙ୍କ ଗୋଟେ ଇଣ୍ଟରଭ୍ୟୁ ଭାଇରାଲ ହୋଇଛି, ଏହି ଇଣ୍ଟରଭ୍ୟୁରେ ସଲମାନ ଖାନ ବହୁତ ବଡ ରହସ୍ୟ ଉପରୁ ପରଦା ଉଠେଇଥିଲେ । ଏହି ଇଣ୍ଟରଭ୍ୟୁରେ ସଲମାନ ଖାନ କହିଲେ ସେ ଯୁହିଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ ସେଥିପାଇଁ ସେ ଯୁହିଙ୍କ ଘରେ ମଧ୍ୟ ବିବାହ କଥା କହିବା ପାଇଁ ଯାଇଥିଲେ କିନ୍ତୁ ଜୁହୀ ବାପା ଏହି ସମ୍ପର୍କ ସଫା ମନା କରିଦେଲେ ।

ସଲମାନ – କେଜାଣି ଯୁହିଙ୍କ ବାପାଙ୍କୁ କଣ ଦରକାର ଥିଲା :

ତେବେ ଇଣ୍ଟରଭ୍ୟୁରେ ଯେତେବେଳେ ଏହା ପଚରା ଗଲା ଯେ ଯୁହିଙ୍କ ବାପା ଆପଣଙ୍କ ପ୍ରସ୍ତାବ ମନା କାହିଁକି କଲେ ସେତେବେଳେ ସଲମାନ ଖାନ କହିଲେ ମୁଁ ନିଜେ ଏହାର କାରଣ ଜାଣି ନାହିଁ ଯେ ଯୁହିଙ୍କ ବାପା ମୋ ପ୍ରସ୍ତାବ ମନା କାହିଁକି କଲେ । ସବୁଠାରୁ ମହତ୍ଵପୂର୍ଣ କଥା ଏହା ଥିଲା ଯେ ସଲମାନ କେବେ ଯୁହିଙ୍କ ସହ ଫିଲ୍ମ କରି ନାହାନ୍ତି ତେବେ ୧୯୯୭ରେ ଫିଲ୍ମ ଦିବାନା ମସ୍ତାନାରେ କେବଳ ଗୋଟେ ସିନରେ କୋର୍ଟ ମେରେଜ ହବାର ଥିଲା । ଏହା ଛଡା ଆଉ କୌଣସି ଫିଲ୍ମ ସଲମାନ ଏବଂ ଜୁହୀ ଏକାଠି କରି ନାହାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *