ସଲମାନଙ୍କ ଏହି ହିରୋଇନ ଥିଲେ ୧୦୦ କେଜି ମୋଟି, ଆଜି ବଲୀଉଡ ର ସବୁ ଠାରୁ ହଟ ଅଭିନେତ୍ରୀ

ଆପଣ ସମସ୍ତେ ଜାଣି ଥିବେ ଯେ ମଣିଷ ଯାହା ଚାହେ ତାହା କରି ପାରେ କିନ୍ତୁ ଏହା ପାଇଁ ପରିଶ୍ରମ ଓ ଆତ୍ମବିଶ୍ଵାସ ଦରକାର ଅଟେ, ଜୀବନ ରେ କିଛି ପାଇବା ପାଇଁ ତା ଅନୁଯାଇ ପରିଶ୍ରମ କରିବା ଉଚିତ । ଯଦି ଆପଣ କିଛି କରିବା ପାଇଁ ଚାହନ୍ତି ଓ ସେହି କାମ କରିବା ପାଇଁ କିଛି ପରିଶ୍ରମ କରୁ ନାହାନ୍ତି ତେବେ ସେ କାମ ଭାବନା ଦ୍ଵାରା ହବ ନାହିଁ ।

ଗତ ୮ବର୍ଷ ଧରି ବଲୀଉଡ ରେ କାମ କରୁ ଥିବା ଜରିନ ଖାନ କୌଣସି ନୂଆ ନା ନୁହଁ ।

ଏବେ ଜରିନ ବଲୀଉଡ ରେ ସବୁ ଠାରୁ ହଟ ଅଭିନେତ୍ରୀଙ୍କ ଗଣନା ରେ ଆସୁଛନ୍ତି । ଜରିନ ଅଧିକ ଫିଲ୍ମ କରି ନାହାନ୍ତି କିନ୍ତୁ ଆଜି ମଧ୍ୟ ଲୋକ ତାଙ୍କ ସୁନ୍ଦରତା ଓ କଳା ପାଇଁ ପସନ୍ଦ କରନ୍ତି ଓ କେତେକ ଡାଇରେକ୍ଟର ତାଙ୍କୁ ନିଜ ଫିଲ୍ମରେ ଆଣିବା ପାଇଁ ଚାହନ୍ତି । ଜରିନ ଖାନଙ୍କ ଜନ୍ମଦିନ ୧୪ ମଈ ଅଟେ, ଆଜି ଆମେ ତାଙ୍କ ଜୀବନ କିଛି କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ ।

ଚଳଚିତ୍ର ଦୁନିଆ ରେ ଆସିବା ଆଗରୁ ଜରିନ ଏତେ ମୋଟା ଥିଲେ ଯାହା ଆପଣ ଶୁଣି ଚକିତ ହୋଇ ଯିବେ ତାଙ୍କ ଓଜନ ୧୦୦କେଜି ଠାରୁ ଅଧିକ ଥିଲା । ଜରିନ ଗୋଟେ କଲ ସେଣ୍ଟର ରେ କାମ କରୁଥିଲେ ଯେଉଁଠି ବସି ବସି ସେ ମୋତି ହୋଇ ଗଲେ । ସେହି ସମୟରେ ଜରିନ କେବେ ଅଭିନୟ ବା ମଡଲୀଙ୍ଗ ବିଷୟରେ ଭାବି ନଥିଲେ, ସେଥିପାଇଁ ସେ କେବେ ନିଜ ଓଜନ ବିଷୟରେ ଗମ୍ଭୀର ଭାବରେ ଭାବୁ ନଥିଲେ । ମୋଟା ହବା ପାଇଁ ତାଙ୍କୁ ବହୁତ ଲଜ୍ୟା କଥା ଶୁଣିବାକୁ ପଡୁଥିଲା ଯାହା ପରେ ସେ ନିଷ୍ପତ୍ତି କଲେ ଯେ ସେ ନିଜ ଓଜନ କମ କରି ଦେଖେଇବେ ।

ସେହି ଦିନ ଠାରୁ ଜରିନ ନିଜ ଖାଇବା ଉପରେ ନିୟନ୍ତ୍ରଣ କଲେ, ଓ ଜିମ ଆରମ୍ଭ କଲେ କିଛି ମାସ କଷ୍ଟ ପରିଶ୍ରମ ପରେ ଜରିନଙ୍କ ଓଜନ ୫୫କେଜି ଭିତରେ ହୋଇ ଗଲା । ବର୍ତମାନ ସମୟରେ ସେ ବହୁତ ସୁନ୍ଦର ହିରୋଇନ ଅଟନ୍ତି, ଯଦି ଆପଣ ତାଙ୍କ ପ୍ରଥମ ଫିଲ୍ମ ଓ ଏବେ ଫଟୋ ଦେଖିବେ ତେବେ ଆପଣ ଜାଣି ପାରିବେ ଯେ ସେହି ସମୟରୁ ଏବେ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

Leave a Reply

Your email address will not be published. Required fields are marked *