ଯେତେବେଳେ ସଲମାନ ଖାନ ରାଗ ରେ ରଣବୀର କପୁରଙ୍କୁ ମାରିଥିଲେ ଥାପ୍ପଡ- ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା

ରଣବୀର କପୁର ଓ ସଲମାନ ଖାନଙ୍କର ଶତ୍ରୁତା ଖବର ପ୍ରାୟତଃ ସବୁବେଳେ ଦେଖିବାକୁ ମିଳେ । ଏହା ପଛରେ କଟରିନା କେଫ ହେଉଛନ୍ତି କାରଣ ବଲି କୁହାଯାଏ । ଖବର ଥିଲା କି ରଣବିରଙ୍କ କାରଣ ରୁ ସଲମାନ ଓ କେଟ୍ରିନାଙ୍କର ବ୍ରେକପ ହୋଇଥିଲା । ଆଜି ଆମେ ଆପଣଙ୍କୁ ସେହି ଦିନ ର କଥା ଜଣେଇବାବୁ ଯାଉଛୁ ଯେଉଁ ଦିନ ସଲମାନ ରଣବିରଙ୍କୁ ଚାପୁଡା ମାରିଥିଲେ । ତେବେ କଣ ଥିଲା ପ୍ରକୃତ ଘଟଣା ଆସନ୍ତୁ ଜାଣିବା ।

ସଲମାନ ମାରିଲେ ରଣବୀରଙ୍କୁ ଚାପୁଡା-

ଇନ୍ଟରନ୍ଯାଶନାଲ ବିଜନେସ ଟାଇମ୍ସ ଅନୁଯାଇ ଏହି କଥା ସେହି ସମୟ ର ଯେତେବେଳେ ରଣବିର କପୁର କେବଳ ଏକ ସ୍ଟାର କିଡ଼ ଥିଲେ । ସେ ବଲୀଉଡ ରେ ନ୍ୟୁକମର ଥିଲେ । ସଲମାନ ଓ ରଣବିର ମଧ୍ୟ ରେ ଏହି ଝଗଡା ମୁମ୍ବାଇ ର ଏକ ଭିଆଇପି କ୍ଲବ ରେ ହୋଇଥିଲା ।

ଏହି ସମୟ ରେ ସଞ୍ଜୟ ଦତ୍ତ ବି ସେହି ଦୁଇଜଣ ସହ କ୍ଲବ ରେ ଥିଲେ । ଖବର ଅନୁଯାଇ ସଲମାନ ଖାନ, ସଞ୍ଜୟ ଦତ୍ତ ସହ ମିଶି ନିଜ ଦୁଇଟି ଫିଲ୍ମ ‘ୱାନ୍ଟେଡ ଏବଂ ‘ରେଡ୍ଡି ର ସକସେସ୍ ପାର୍ଟୀ ଏନଜୋୟ କରୁଥିଲେ ।

ଏହି ସମୟ ରେ ସେଠି ରଣବିର କପୂର ବି ଆସିଗଲେ । କିଛି ସମୟ ପରେ ହଟାତ କିଛି କଥା ଉପରେ ସଲମାନ ଓ ରଣବିର ମଧ୍ୟ ରେ ଯୁକ୍ତି ତର୍କ ହୋଇଗଲା । ରିପୋର୍ଟ ଅନୁଯାଇ କିଛି ସମୟ ପରେ ସଲମାନ ଖାନ ନିଜ ଅସମ୍ଭାଳ ରାଗ ରେ ରଣବିରଙ୍କୁ ଚାପୁଡା ଓ ଗୋଇଠା ମାରିବା ଆରମ୍ଭ କଲେ ।

ଯଦିଓ, ଏହି ସମୟରେ ସଞ୍ଜୟ ଦତ୍ତ ଦୁହିଁଙ୍କ ମଧ୍ୟରେ ଆସିଲେ । କିଛି ସମୟ ପରେ ରଣବିର ସେଠାରୁ ପଳାଇଲେ । ରିପୋର୍ଟ ଅନୁଯାଇ ଏହି ଘଟଣା ର କିଛି ସମୟ ପରେ ସଲମାନ ଖାନଙ୍କ ପିତା ସଲିମ ଖାନ ରଣବିର କପୁର ଏବଂ ତାଙ୍କ ପିତା ରିଷି କପୁର ଙ୍କୁ କ୍ଷମା ମାଗିଲେ ।

ଏହା ପରେ ଦୁଇ ପରିବାର ମଝିରେ ସବୁ ଠିକ ହୋଇଯାଇ ଥିଲା । ଯଦିଓ, ଆଗକୁ ଯାଇ କଟରିନା କେଫଙ୍କ ପାଇଁ ସଲମାନ ଓ ରଣବିରଙ୍କ ସମ୍ପର୍କ ଆହୁରି ଖରାପ ହୋଇଯାଇଥିଲା ତେବ କେତକ ଜାଗା ରେ ରଣବିର ଓ ସଲମାନ ମୁହାଁମୁହିଁ ହେଲେ କିନ୍ତୁ ଶତ୍ରୁତା ପାଇଁ କେବେ ସାମ୍ନା କୁ ଆସିଲେ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *