ଦର୍ଶକ ବନ୍ଧୁ ବର୍ତ୍ତମାନ ସାରା ରାଜ୍ୟରେ କେବଳ ଗୋଟିଏ ଚର୍ଚ୍ଚା ଅର୍ଚ୍ଚନା ନାଗ ଙ୍କୁ ନେଇ । ହନି ଟ୍ରାପ ବା ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଏବେ ଜେଲ ରେ ଦିନ କାଟୁଛନ୍ତି । ସେ ତାଙ୍କ ସ୍ଵାମୀ ଜଗବନ୍ଧୁ ଙ୍କ ସହ ମିଶି ବଡ ବଡ ନେତା, ଶିଲ୍ପପତି, ବିଲଡର ମାନଙ୍କୁ ପ୍ରେମ ଜଳରେ ଫସାଉ ଥିଲେ । ପରେ ସେମାନଙ୍କୁ ନିଜ ଘରକୁ ଡାକି ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ଆଉ ମାତ୍ର ୨ ବର୍ଷ ମଧ୍ୟରେ ରାତା ରାତି ହୋଇ ଯାଇଥିଲେ କୋଟିପତି ।
ସମ୍ପର୍କ ରଖିବା ପରେ ଅର୍ଚ୍ଚନା ଅନ୍ତରଙ୍ଗ ମୂହୁର୍ତ୍ତ ର ସବୁ ଭିଡିଓ କଏଦ କରି ରଖୁଥିଲେ ଆଉ ପରେ ବ୍ଲାକ ମେଲ କରିବା ଆରମ୍ଭ କରୁଥିଲେ । ଏ ସବୁ ସତ ସାମନା କୂଅ ଆସିବା ପରେ ଅନେକ ତଥ୍ୟ ପ୍ରମାଣ ତାଙ୍କ ବିରୁଦ୍ଧରେ ଆସିଛି । ଅନେକ ଲୋକ ଅର୍ଚ୍ଚନା ଙ୍କ ନାଁ ରେ ମୁହଁ ଖୋଲିବାରେ ଲାଗିଛନ୍ତି । ଆଉ ଏହାରି ମଧ୍ୟରେ ଅର୍ଚ୍ଚନା ଙ୍କ ସହ ଲିଙ୍କ ରଖିଥିବା ଶ୍ରଦ୍ଧାଞ୍ଜଳି ଙ୍କ ଘରେ ପହଞ୍ଚି ଥିଲା ଇଡି ଓ ସାମ୍ବାଦିକ ମାନେ । ଆଉ ସେଠାରେ ଯାହା ଘଟିଥିଲା ଆପଣ ମାନେ ଜାଣିଥିଲେ ଆଶ୍ଚର୍ଯ୍ୟ ହେବେ ।
ସୂଚନା ଅନୁଯାୟୀ ପ୍ରଶ୍ନ ପଚାରିବାରୁ ମାଡ ଧମକ । କାଠ ଫାଳିଆ ଧରି ସାମ୍ବାଦିକ ଙ୍କୁ ଗୋଡାଇଲେ ଶ୍ରଦ୍ଧାଞ୍ଜଳି ଙ୍କ ମା । ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଙ୍କ ଲିଙ୍କ ରେ ଥିବା ଶ୍ରଦ୍ଧାଞ୍ଜଳି ଙ୍କ କଟକ ବାଙ୍କି ଘରେ ଇଡି ପହଞ୍ଚି ଥିଲା । ଏହି ଖବର ପାଇବା ପରେ ଗଣ ମାଧ୍ୟମ ପ୍ରତିନିଧି ମଧ୍ୟ ସେଠାରେ ପହଞ୍ଚି ଖବର ସଙ୍ଘଗ୍ର କରିବାକୁ ଉଦ୍ୟମ କରିଥିଲେ । ଆଉ ଠିକ ଏତିକି ବେଳେ ଶ୍ରଦ୍ଧାଞ୍ଜାଳି ଙ୍କ ମା ଗୋଟେ କାଠ ଫାଳିଆ ଧରି ସାମ୍ବାଦିକ ଙ୍କୁ ଗୋଡାଇ ଥିଲେ ।
ସାମ୍ବାଦିକ ମାନେ ଭୟରେ ଗୋଡାଇବା ପରେ ବି ଶ୍ରଦ୍ଧାଞ୍ଜଳି ଙ୍କ ତାଙ୍କ ପଛେ ପଛେ ଦୌଡି କାଠ ଫାଳି କୁ ଫିଙ୍ଗି ଥିବାର ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିଥିଲେ ବି ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷ ରେ କୁହା ଯାଉଛି ତଦନ୍ତ ଅଧିକାରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଙ୍କ ପରିବାର ଲୋକେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ଯଦିଓ ଏ ନେଇ କାହାର ପ୍ରତିକ୍ରିୟା ମିଳିପାରି ନାହି କିନ୍ତୁ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ମାନେ ଶ୍ରଦ୍ଧାଞ୍ଜଳି ଙ୍କ ମା ନାଁ ରେ ବାଙ୍କି ଥାନାରେ ଏଫାୟାର ରୁଜୁ କରତିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।