ସାମାନ୍ୟ Tifin ପୁଡିଆ ପାଇଁ ଲୋକେ କଣ ହାଉଛନ୍ତି ଦେଖି ହସି ହସି ଗଡିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଲୋକ ମାନଙ୍କର ଗହଳି ଜମିଛି ଆଉ ସେଠାରେ ଟିଫିନ ମଧ୍ୟ ବଣ୍ଟା ଯାଉଛି । କିନ୍ତୁ ଟିଫିନ ପାଇଁ ଲୋକ ଏମାନେ ପାଟି ତୁଣ୍ଡ ମଧ୍ୟ କରୁଛନ୍ତି ଆଉ ଧକ୍କା ମଧ୍ୟ ମାର ମାରି ହେଉଛନ୍ତି । ତେବେ ଏହି ଘଟଣା ଟି ହେଉଛି ପଟ୍ଟାମୁଣ୍ଡାଇ ରେ ଯେଉଁଠି ସ୍ମାର୍ଟ ପାର୍କ ଉଦଘାଟନ ହେଲା ଆଉ ନେତା ମଧ୍ୟ ଆସିଥିଲେ । ଆଉ ନେତାଙ୍କୁ ଦେଖିବା ପାଇଁ ଲୋକ ମାନଙ୍କର ଆସର ମଧ୍ୟ ଜମିଥିଲା । କିନ୍ତୁ ଟିଫିନ ପୁଡିଆ ବଣ୍ଟା ହେବା ବେଳକୁ ଏମିତି ଭିଡ ହେଲା ଯେ ଅଧା ପାଇଲେ ଆଉ ଅଧା ପାଇଲେ ନାହି ।

ଆଉ ତା ପରେ କିଏ ରାଗିକି କଣ କଣ କଥା କହି ଯାଉଛନ୍ତି । ଜଣେ ଭାଇ କହୁଛନ୍ତି ଲୋକେ ଆସିଛନ୍ତି ଏଠାରେ ଖାଇବାକୁ ଖାଇବାକୁ ଦେଉ ନାହାନ୍ତି । ତେବେ ଲୋକ ମାନେ ହାତ ବଢାଇଲା ବେଳକୁ ହିତରେ ଥିବା ଭାଇ ଖାଲି ପେଟି ଦେଖାଉଛନ୍ତି ଆଉ କହୁଛନ୍ତି ପୁଡିଆ ସରି ଯାଇଛି । ଏମିତି ହେଲେ ତ ଲୋକେ ନିଶ୍ଚୟ ରାଗିବେ ସ୍ଵାଭାବିକ କଥା । ଜଣେ ମହିଳା କହିଛନ୍ତି କି ଧକ୍କା ମରା ମାରି ଚାଲିଛି ଲେଡିଜ କୁ ଖାତିର କରୁ ନାହାନ୍ତି କି କେୟାର କରୁ ନାହାନ୍ତି । ତେବେ ମହିଳା ଜଣକ ରାଗି ଆଜି କହିଛନ୍ତି ଆମକୁ ଡାକି କି ଆଣିଛନ୍ତି କିନ୍ତୁ ଖାଇବାକୁ ଦେଉ ନାହାନ୍ତି ।

ଅନ୍ୟ ଜଣେ ମହିଳା କହୁଛନ୍ତି ଭାତ ଡାଲମା କରିଥାନ୍ତେ ଆମେ ସବୁ ଖୁସି ରେ ବସିକି ଖାଇ କି ଯାଇଥାନ୍ତୁ । ସତରେ ନବୀନ ରାଇଜ ରେ ମା ମାଉସୀ ମାନେ ସାମାନ୍ଯ ପୁଡିଆ ପାଇଁ ଡହଳ ବିକଳ ହେବେ ବହୁତ ଦୁଖର ବିଷୟ ଅଟେ । ଆଉ ଜେଣ ମାଉସୀ କହିଛନ୍ତି ବେଲୁନ ଧରି ଗୋଟେ ପୁଡିଆ ଧରି ବାହାରକୁ ଆସିଛନ୍ତି ଆଉ କହୁଛନ୍ତି ଠେଲା ପେଲା କରି ମୁଁ ପୁଡିଆ ନେଇ ଆସିଲି । ତେବେ ଯେଉଁ ମାନେ ପୁରଡିଆ ପାଇଛନ୍ତି ସେମାନେ ଖୁସି ହେଉଛନ୍ତି ଆଉ ଯେଉଁ ମାନେ ପାଉ ନାହାନ୍ତି ସେମାନେ ରାଗରେ ରାଉ ରାଉ ହେଉଛନ୍ତି କହିଲେ କିଛି ଭୁଲ ହେବ ନାହି ।

ସତରେ ଲୋକ ମାନେ ସାମାନ୍ଯ ଟିଫିନ ପୁଡିଆ ପାଇଁ ଏମିତି ମାର ମାରି ଠେଲା ପେଳ ଅହେଉଛନ୍ତି ଯିଏ ଦେଖିବ ସିଏ ହସି ହସି ଗଡିଯିବ । ତେବେ ପାର୍କ ଉଦ୍ଘାଟନ କରିବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ଓ ସାଂସଦ ମାନସ ମୋହରା ସାର ବି ଆସିଛନ୍ତି । ଏତେ ବଡ ବଡ ଲୋକ ଆସିକି ମଧ୍ୟ ଟିଫିନ ସରତେଜ ପଡିଲା ସତରେ ଦୁଖର ବିଷୟ ।

ବିଧାୟକ କହୁଛନ୍ତି ଆମେ ପଟ୍ଟମୁଣ୍ଡାଇ କି ସୁନ୍ଦର ସହର ତିଆରି କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛୁ ସେହି କ୍ରମ ରେ ଆଜି ଗୋଟିଏ ସ୍ମାର୍ଟ ପାର୍କ ଉଦ୍ଘାଟନ ହୋଇଛି ତା ପରେ ଅଡିଟରୀ ଉଦ୍ଘାଟନ ହେବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *