ସମସ୍ତଙ୍କ ପାଇଁ କେବେ ଠାରୁ ଚାଲିବ ବସ, ଟ୍ରେନ ଏବଂ ଫ୍ଲାଇଟ, ନିତିନ ଗଡକରିଙ୍କ ବଡ ବୟାନ

ସରକାର ବହୁତ ଶୀଘ୍ର ସାର୍ବ ଜନିକ ପରିବାହନ, ଯେମିତିକି ଟ୍ରେନ, ବସ, ଫ୍ଲାଇଟ ଇତ୍ୟାଦି ଆରମ୍ଭ କରିବା ଅନୁମତି ଦିଅ ଯାଇ ପାରେ, କେନ୍ଦ୍ରୀୟ ରାସ୍ତା ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରି ଏହାର ସଂକେତ ଦେଇଛନ୍ତି । ବସ ଏବଂ କାର ଆପରେଟର୍ସଙ୍କ ଫେଡରେଶନ ଅଫ ଇଣ୍ଡିଆ ମେମ୍ବର୍ସକୁ କମ୍ଫରେନ୍ସ ଦ୍ଵାରା ସମ୍ବୋଧିତ କରିବା ପାଇଁ ଗଡକରି କହିଲେ ଯେ ପରିବହନ ଏବଂ ରାଜମାର୍ଗକୁ ଖୋଲିବା ଜନତା ମଧ୍ୟରେ ବିଶ୍ଵାସ ଜନ୍ମ କରିବାରେ ଗୋଟେ ଲମ୍ବା ରାସ୍ତା ତୟ କରିଛନ୍ତି ।

ଗଡକରି କହିଛନ୍ତି :

ସରକାର କହିଛନ୍ତି କିଛି ଗାଇଡଲାଇନ୍ସ ଅନୁଯାଇ ପବ୍ଲିକ ଟ୍ରାନ୍ସପୋର୍ଟ ଆରମ୍ଭ କରିବା ପ୍ରୟାସ କରାଯିବ, ଏୟରଲାଇନ, ଟ୍ରେନ ଏବଂ ବସ ଟ୍ରାନ୍ସପୋର୍ଟ ଆରମ୍ଭ କରିବା ଆବଶ୍ୟକ ଅଟେ, ବହୁତ ଲୋକ ଅଲଗା ଜାଗାରେ ଫସି ଅଛନ୍ତି । ସେ ସାର୍ବଜନିକ ପରିବହନ ସଂଚାଳନ ସମୟରେ ସାମାଜିକ ଦୂରତା ରଖିବା ଏବଂ ହାତ ଧୋଇବା, ସେନିଟାଇଜିଙ୍ଗ, ଫେସ ମାସ୍କ ଭଳି ସବୁ ସୁରକ୍ଷା ଉପାୟକୁ ନିଜ ପ୍ରତି ଆଗାହ କରିଛନ୍ତି ।

କମ୍ପନସେଶନ ଦବାକୁ ହବ :

ଗଡକରି କହିଲେ ସରକାର ପ୍ରୟାସ କରୁଛନ୍ତି ଯେ ଇମପୋର୍ଟ କୁ କମ କରି ଦିଆଯିବ, ଦୁଇ ତିନି ସପ୍ତାହ ପାଇଁ ଟୋଲ ବନ୍ଦ କରା ଯାଇଥିଲା, ଯାହା କମ୍ପନସେଶନ ଆମକୁ ଦବାକୁ ହବ ଏବଂ ଆମେ ଦବୁ । ସେ ଇନଭେଷ୍ଟର ଏବଂ ଇଣ୍ଡଷ୍ଟ୍ରି କୁ କହିଲେ ଯେ କରୋନା ଭାଇରସ ମହାମାରୀ ଏହି ସଙ୍କଟ ରେ ତାଙ୍କ ପାଇଁ ଭଲ ସମୟ ଅଟେ, ବୃଛା ମାର୍କେଟ ରେ ନିଜ ସ୍ଥାନ ପାଇବା, ସେ ଏହା ମଧ୍ୟ କହିଲେ ଯେ କରୋନା ଭାଇରସ ଭଳି ଆଉଟବ୍ରେକ କାରଣ ପାଇଁ ଅର୍ଥବ୍ୟବସ୍ଥା ରେ ସଙ୍କଟ ସ୍ଥିତି ଅଟେ ।

ଆମକୁ ଏହାକୁ ଏକ ନୂଆ ରୂପରେ ଦେଖିବା ଉଚିତ କାହିଁକିନା ବର୍ତମାନ ଚୀନ ଠାରୁ କୌଣସି ଡିଲ କରିବା ଉଚିତ ନୁହ । ଜାପାନ ପ୍ରଧାନମନ୍ତ୍ରୀ ଏହି କଥା ଉପରେ ଜୋର ଦେଇଛନ୍ତି କମ୍ପାନୀ ଚୀନ ଠାରୁ ବାହାରେ ନିବେଶ କରନ୍ତୁ, ଏମିତି ସ୍ଥିତ ରେ ଆମେ ଭାରତୀୟ ଅର୍ଥବ୍ୟବସ୍ଥାକୁ ବୁଷ୍ଟ କରି ପାରିବେ ।

ରାହତ ପ୍ଯାକେଜ ରେ କହିଲେ ?

ପେସେଞ୍ଜର ଟ୍ରାନ୍ସପୋର୍ଟ ଇଣ୍ଡଷ୍ଟ୍ରି ପାଇଁ ରାହତ ପ୍ଯାକେଜ ମାଗିବାରୁ ଗଡକରି କହିଲେ ସରକାର ଏହି ଅସୁବିଧା ବିଷୟରେ ସବୁ କଥା ଜାଣିଛନ୍ତି । ଏହି ସମସ୍ୟା ପାଇଁ କିଛି କରିବାକୁ ହବ, ସେ ଏହା ମଧ୍ୟ କହିଛନ୍ତି ଯେ ସେ ଲଗାତାର ପ୍ରଧାନ ମନ୍ତ୍ରୀ ଏବଂ ବିଆଇଟି ମନ୍ତ୍ରୀ ନିର୍ମଲା ସୀତାରମଣ ସମ୍ପର୍କ ରେ ଅଛନ୍ତି, ବର୍ତମାନ ମହାମାରୀ ପାଇଁ ଏହି ସମୟ ରେ ସବୁ ଲୋକ ଅର୍ଥବ୍ୟବସ୍ଥା ପାଇଁ ସମସ୍ତେ ମିଶି କାମ କରିବା ଉଚିତ ।

Leave a Reply

Your email address will not be published. Required fields are marked *