ଲକଡାଉନ ମଝିରେ ୩୦ ହଜାର ଟଙ୍କା ଠାରୁ କମ ଦରମା ଲୋକଙ୍କୁ ସରକାର ଦେଇ ପାରନ୍ତି ବଡ ଉପହାର, ମିଳିବ ଏହି ସବୁ ଫାଇଦା

କରୋନା ଭାଇରସ ସଂକ୍ରମଣ ଠାରୁ ବଞ୍ଚିବା ପାଇଁ ଏବଂ ସାମାନ୍ୟ ଲୋକଙ୍କୁ ଆରାମ ପାଇଁ ସରକାର ଲଗାତାର କିଛି ନା କିଛି ଉପାୟ ବାହାର କରୁଛନ୍ତି, ଏହି ଭାଗରେ କେନ୍ଦ୍ର ସରକାର ଈଏସଆଇ ଯୋଜନା ପରିସର ବଢେଇବା ପ୍ରସ୍ତୁତି ରେ ଅଛନ୍ତି । ସିଏନବିସି ଶବ୍ଦ ସୂତ୍ର ଅନୁଯାଇ କମ ସ୍ୟାଲାରି କର୍ମଚାରିମାନଙ୍କୁ ମେଡିକାଲ ଏବଂ କ୍ୟାସ ବେନିଫିଟ ପ୍ରାପ୍ତ ସରକାର ଈଏସଆଇସି ଅନୁଯାଇ କଭରେଜ ସୀମା ବଢିବ, ଶ୍ରମ ମନ୍ତ୍ରାଳୟ କଭରେଜ ପାଇଁ କର୍ମଚାରି ବର୍ତମାନ ସ୍ୟାଲାରି ସୀମା ବଢିବାର ପ୍ରସ୍ତାବ ବିଆଇଟି ମନ୍ତରାଳୟ କୁ ଦିଆ ଯାଇଛି ।

୩୦ ହଜାର ଠାରୁ କମ ସ୍ଯାଲାରି ଲୋକଙ୍କୁ ବଡ ଲାଭ ପ୍ରାପ୍ତ ହବ :

ସୂତ୍ର ଅନୁଯାଇ କର୍ମଚାରୀ କଭରେଜ ପାଇଁ ସ୍ୟାଲାରି ସୀମା ବଢେଇବା ପ୍ରସ୍ତାବ ଦିଆ ଯାଇଛି, ଶ୍ରମ ମନ୍ତ୍ରାଳୟ ବିଆଇଟି ମନ୍ତରାଳୟକୁ ଏହା ପ୍ରସ୍ତାବ ପଠେଇଛନ୍ତି, ଏହି ପ୍ରସ୍ତାବ ଅନୁଯାଇ ସ୍ୟାଲାରି ସୀମା ୨୧୦୦୦ ଟଙ୍କା ବଢେଇ ୩୦,୦୦୦ ଟଙ୍କା ପ୍ରସ୍ତାବ କରା ଯାଇଛି । ଯେଉଁ କର୍ମଚାରୀ ଗ୍ରାସ ସ୍ୟାଲାରି ୩୦,୦୦୦ ଟଙ୍କା ଅଟେ ସେହି କର୍ମଚାରୀଙ୍କୁ ଈଏସଆଇ କଭରେଜ ପାଇଁ ଲାଭ ପ୍ରାପ୍ତ ହବ, ଈଏସଆଇସି ସ୍କିମ ରେ ରୋଗୀ ହେଲେ ସ୍ୟାଲାରି ପ୍ରୋଟେକସନ ମଧ୍ୟ ଦିଆ ଯିବ, ସ୍କିମ ସୀମା ବଢେଇଲେ କମ୍ପାନୀ ଉପରେ କମ ବୋଝ ପଡିବ ।

ଲକଡାଉନରେ ଆବଶ୍ୟକ ମେଡିକାଲ ଅସୁବିଧା କମ ହବ, ବର୍ତମାନ ପ୍ରାୟତଃ ୧୨.୫୦ ଲକ୍ଷ କମ୍ପାନୀକୁ ଲାଭ ପ୍ରାପ୍ତ ହୋଇଛି । ଆପଣଙ୍କୁ ଆମେ ଏହା କହିବା ପାଇଁ ଚାହୁଁଛୁ ଯେ ଈଏସଆଇ ଯୋଜନା ଲାଭ ସେହି କର୍ମଚାରୀମାନଙ୍କୁ ପ୍ରାପ୍ତ ହବ, ଯାହା ମାସିକ ଆୟ ୨୧ହଜାର ଠାରୁ କମ ହୋଇଥାଏ ଏବଂ ଯାହା କମ ଠାରୁ ଅତି କମ ୧୦ଟି ଲୋକ କମ୍ପାନୀ ରେ କାମ କରିବେ, ଏହା ଆଗରୁ ୨୦୧୬ ପର୍ଯ୍ୟନ୍ତ ମାସିକ ଆୟ ସୀମା ୧୫ ହଜାର ଟଙ୍କା ଥିଲା, ଯାହାକୁ ୧ ଯାନୁଆରୀ ୨୦୧୭ ଠାରୁ ବଢିଯାଇ ୨୧ ହଜାର ଟଙ୍କା ହୋଇ ଯାଇଥିଲା ।

ଲକଡାଉନ ରେ କେନ୍ଦ୍ର ସରକାର ତରଫରୁ କରା ଗଲା ୩ଟି ବଡ ଘୋଷଣା :

୧. ଈଏସଆଇସି ଏହା ଘୋଷଣା କରିଛନ୍ତି ଯେ ଲକଡାଉନ ପାଇଁ ଯେଉଁ କମ୍ପାନୀ ଗୁଡିକ ନିଜ କର୍ମଚାରୀ ମାନଙ୍କ ବାର୍ଷିକ ଏକମିସ୍ତ ଅଂଶଦାନ ଜମା କରି ପାରି ନାହାନ୍ତି ତାଙ୍କୁ ମେଡିକାଲ ସୁବିଧା ରେ କୌଣସି ଅସୁବିଧା ହବ ନାହିଁ ।

୨. ଯଦି କର୍ମଚାରୀ ମେଡିକାଲ କାର୍ଡ ଏକ୍ସପାୟର ହୋଇଯାଇଛି ତେବେ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ ଆପଣଙ୍କୁ ମେଡିକାଲ ସୁବିଧା ପ୍ରଦାନ କରା ଯିବ । ୩୦, ଜୁନ ପର୍ଯ୍ୟନ୍ତ କର୍ମଚାରିମାନଙ୍କୁ ସବୁ ମେଡିକାଲ ସେବା ଉପଲବ୍ଧ କରା ଯିବ ବୋଲି ଘୋଷଣା କରା ଯାଇଛି ।

୩. ପ୍ରାଇଭେଟ ମେଡିକାଲ ସ୍ତୋର୍ଷ ଦ୍ଵାରା ଔଷଧ ମିଳିବ, କର୍ମଚାରି ପରାଇବେତ ଦୋକାନରୁ କିଣିଥିବା ଔଷଧ ଖରଚ ଈଏସଆଇସି ରେ କ୍ଳେମ କଲେ ଆପଣ ଫେରି ପାଇ ପାରିବେ ।

Leave a Reply

Your email address will not be published. Required fields are marked *