ଶନିବାର 06 ମାର୍ଚ୍ଚ ୨୦୨୧ ଶନିଦେବଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ ଲାଭ 

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।


ମେଷ :- ମନ ମୁତାବକ ପରିଣାମ ନ ମିଳିବାରୁ ମୁଡ ଖରାପ ହୋଇପାରେ । ରାତିରେ କୌଣସି ଭଲ ଖବର ମନକୁ ଖୁସି କରାଇବା । ଆପଣ ଅନ୍ୟ ଲୋକଙ୍କ ପାଇଁ ଖରାପ ଭାବନ୍ତୁ ନହିଁ । ନିଜ ଖାଦ୍ଯ ପେୟ ଉପରେ ଧ୍ୟାନ ଦିଅନ୍ତୁ । ପେଟ ସମ୍ବନ୍ଧିତ ରୋଗ ସମ୍ଭବ ଅଟେ । ସମୟ କମ ଅଛି କାମ ଅଧିକ ମନ ଲଗାଇକି ନିଜ କାମ କରନ୍ତୁ, ସଫଳତା ମିଳିବ । ଜୀବନ ସାଥି ସହିତ ଆପଣଙ୍କ ସମ୍ପର୍କରେ ବୁଝାମଣା ବଢିବ ଓ ଲାଭ ମିଳିବ ।

ବୃଷ :- କୌଣସି ଜଟିଳ ସମସ୍ୟାର ସମାଧାନ ପାଇଁ ପିତାଙ୍କ ସହଯୋଗ ଉପଯୋଗୀ ସାବିତ ହେବ । ବହୁତ ଦିନରୁ ହେଉଥିବା ପାରିବାରିକ ବିବାଦର ଆଜି ଅନ୍ତିମ ଦିନ ଅଟେ । ମହତ୍ଵ ପୂର୍ଣ କାମ ସେସ କରିବାରେ ଲାଗି ଜାଆନ୍ତୁ । ଛାତ୍ରଙ୍କ ପାଇଁ ସମୟ ପରିଶ୍ରମର ଅଟେ । ନୂଆ ଯିଯନ ଉପରେ କାର୍ଯ୍ୟ ଆରମ୍ଭ କରିବେ । ଆମଦାନୀରେ ମନବାଞ୍ଛିତ  ସୁଧାର ଆସିବାର ସମ୍ଭାବନା ରହିଛି । ବେସୀ ଘମଣ୍ଡରେ ଆପଣଙ୍କର କ୍ଷତି ହୋଇବ ।

ମିଥୁନ :- ଆପଣଙ୍କୁ କୌଣସି ପ୍ରକାରର ତ୍ଵଚା ସମ୍ବନ୍ଧୀୟ ରୋଗ ହୋଇପାରେ । କୌଣସି ପ୍ରିୟା ବା ଆବଶ୍ୟକ ବସ୍ତୁ ନମିଳିବା ଦ୍ଵାରା ଅସୁବିଧା ହୋଇପାରେ । ଧନରେ ବୃଦ୍ଧି ହେବ । ନିଜ କାରିୟର ପ୍ରତି ଗଂଭୀର ନିର୍ନୟ ନିଅନ୍ତୁ । ଆତ୍ମା ବିଶ୍ଵାସ କମ କାରଣରୁ ଭୁଲ ନିସ୍ପତି ନେଇପାରନ୍ତି । ମନରେ ବହୁତ କିଛି ଦ୍ଵିଧା ଚାଲିଛି । ଆଧ୍ୟାତ୍ମିକ ବଳରେ ଲାଭ ହେବ । ଜୀବନସାଥିଥୁ ଅସାଧାରଣ ସହଯୋଗ ମିଳିବ । ଚାକିରି ସମୟରେ ଭଲ ଅନୁଭବ କରିବେ ।

କର୍କଟ :- ଆପଣଙ୍କ ସାଥି ଆପଣଙ୍କ ଭାବନା ଓ ପ୍ରେମର ନିବେଦନ କରିପାରନ୍ତି । ବହୁତ ଦିନରୁ ଚାଲୁଥିବା ସମସ୍ଯା ଆଜି ସମାଧାନ ହେବ । ଆପଣ କୌଣସି ଅନଲାଇନ କାମ କରିବାର ପ୍ୟାଟର୍ନ ବନାଇବେ । ଆଜି ଆପଣଙ୍କୁ ଧର୍ଯ୍ୟ ଓ ସଂଯମତା ରଖିବାର ଆବଶ୍ୟକ ରହିଛି । ଆପଣ ନିଜର ବ୍ୟାପାର ବା ପେଷାଦାର ଗତିବିଧିର ବିସ୍ତାର କରିବା ପାଇଁ ନୂଆ ରଣନୀତି ବନାଇବେ । ମିତ୍ର ତଥା ସମ୍ପର୍କୀୟ ମାନଙ୍କ ସହିତ ବୁଲି ଯିବାର ଯୋଜନା ବନାଇବେ ।

ସିଂହ :- ଆଜି ବୌଧିକ କ୍ଷମତାର ବିକାଶ ହେବ । ପ୍ରରାକ୍ରମରେ ବୃଦ୍ଧି ହେବ । ଯଦି ଆପଣ କୌଣସି କଥାକୁ ନେଇ ଚିନ୍ତିତ ରହୁଛନ୍ତି, ତ ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ । ଜୀବନସାଥି ସହିତ ବିତାଇଥିବା ମୁହୂର୍ତ ମନେପକାଇ ଆନନ୍ଦ ଅନୁଭବ କରିବେ । ଆଜି ପାର୍ଟନର ସହିତ କାମ କରୁଥିବା ଲୋକଙ୍କା ପାଇଁ ସମୟ ଅନୁକୂଳ ରହିବ । ଆଜି ଆପଣ ପ୍ରସନ୍ନ ଆଉ ଆନନ୍ଦିତ ରହିବେ । ମନକୁ ସବୁବେଳେ ଖୁସିରେ ରଖିବାର ଚେଷ୍ଟା କରନ୍ତୁ ।

କନ୍ୟା :- ଆପଣଙ୍କ ପାରିବାରିକ ଜୀବନ ଶାନ୍ତି ପୂର୍ଣ ରହିବ । କିନ୍ତୁ ଦମ୍ପତି ମାନଙ୍କ ଭିତରେ କୌଣସି ଝଗଡା ହେବାର ସମ୍ଭାବନା ରହିବ । ଆଜି କିଛି କଥା ହେବା ଆଗରୁ ବାଣିରେ ସଂଯମତା ରଖନ୍ତୁ । ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଆପଣଙ୍କର ଧାର୍ମିକ ପ୍ରବୃତିରେ ବୃଦ୍ଧି ହେବ । ପାରିବାରିକ ପ୍ରତିଷ୍ଠା ବଢିବ । ଜୀବିକା କ୍ଷେତ୍ରରେ ଚାଲୁଥିବା ପ୍ରୟାସରେ ସଫଳ ହେବେ । ଛାତ୍ରଙ୍କ ପାଇଁ ଏହା ଗୋଟିଏ ସକାରାତ୍ମକ ଦିନ ଅଟେ ।


ତୁଳା :- ଆଜି କୌଣସି ଦୂର ଗାମୀ ଲାଭର ସଙ୍କେତ ମନକୁ ଆନନ୍ଦ ପ୍ରଦାନ କରିବ । ଦିନର ଶେଷରେ ସନ୍ତୁଷ୍ଟିର ଅନୁଭବ  ହେବ । ପରିବାରର କୌଣସି ଖାସ ବ୍ୟକ୍ତିଙ୍କ ବିଷୟରେ ଆପଣଙ୍କୁ କିଛି ରୋଚକ କଥା ଜଣାପଡିବ । ଯେଉଁଥିରେ ଘରେ ହସ ଖୁଶିର ମାହୋଲ ବନିବ । ଆପଣଙ୍କ ଆତ୍ମବିଶ୍ଵାସ ମଧ୍ୟ ବଢିବ । ଆଜି ସ୍ଵଭାବର ଉଗ୍ରତାରେ ନିୟତ୍ରଣ  ରଖିବା ଦ୍ଵାରା ଭଲ ଫଳ ମିଳିବ ।

ବିଛା :- ଆପଣଙ୍କ ପାରିବାରିକ ଜୀବନ ଶାନ୍ତି ପୂର୍ଣ ରହିବ କିନ୍ତୁ ନିଜ ପରିବାର  ସଦସ୍ୟଙ୍କ ଭିତରେ  ସଂବେଦନଶୀଳ ମାମଲାରେ ଚର୍ଚା କରନ୍ତୁ ନହିଁ । ଆଜି କୌଣସି ପୁରୁଣା ସାଙ୍ଗର ଫୋନ ଆସିପାରେ, ଯେଉଁଥିରେ ଆଗ ପରିଣାମ ଉପରେ ଚର୍ଚା କରିବେ । ଜୀବନ ସାଥି ସହିତ ସମ୍ପର୍କରେ ମିଠାଶ ବଢିବ । ଆମଦାନୀରେ ପ୍ରତିବନ୍ଧକ ଦ୍ଵାରା କିଛି ଆବଶ୍ଯକିୟ କାମ ରହିପାରେ ।

ଧନୁ :- ଜୀବନ ସାଥି ସହିତ ପ୍ରେମରେ ବୃଦ୍ଧି ହେବ । ଶାରୀରିକ ସୁଖ ବଢିବ । ବୌଦ୍ଧିକତା ପ୍ରଖର ହେବ । କିଛି କାମରେ କନଫିଡେନସର କମି ରହିବ । ଭଲ ହେବାକୀ ନିଜ ଆତ୍ମ ବିଶ୍ବାସ କମ ହେବାକୁ ଦିଅନ୍ତୁ ନହିଁ , ମନ ଲଗାଇକି କାମ କରନ୍ତୁ । କାରୋବରରେ ପଇସା ମାମଲା ବିଗିଡି ପାରେ । ନିବେଶରେ କ୍ଷତି ହୋଇପାରେ । ଖାଦ୍ଯ ପେୟର ସୁଖ ପ୍ରାପ୍ତ ହେବ । କିନ୍ତୁୟ ଧ୍ୟାନ ଏରଖନ୍ତୁ ଯେମିତି ସ୍ୱାସ୍ଥ୍ୟ ଖରାପ ନହୁଏ ।

ମକର :- ଆପଣ କିଛି ଖାସ କରିବା ପାଇଁ ଲୋକ ପ୍ରିୟତା ହାସିଲ କରିବେ । ଆପଣଙ୍କୁ ରାଗର ପ୍ରକୋପ ଓ ଅପମାନଜନକ ଭାଷଣକୁ ନିୟତ୍ରଣ ରଖିବା ଉଚିତ । ବିଜନେସ ପାର୍ଟନର ସହିତ ସଂପର୍କକୁ ନେଇକି ଆପଣଙ୍କ ମନରେ ବହୁତ ପ୍ରକାର ପ୍ରଶାନ ଆସିପାରେ । ଭଲ ହେବ କଥା ହୋଇ ମାମଲାକୁ ସମାଧାନ କରନ୍ତୁ । ଆପଣଙ୍କ ଇଷ୍ଟ ଦେବଙ୍କୁ ପ୍ରଣାମ କରନ୍ତୁ, ଜୀବନରେ ଖୁସି ରହିବ । ନିଜ ସାଥି ସହିତ ବିନମ୍ରତା ସହିତ କଥା ହେବାର ଆବଶ୍ୟକ ରହିଛି ।

କୁମ୍ଭ :-  ଆଜି ଆପଣଙ୍କ ପ୍ରେମରେ ବୃଦ୍ଧି ହୋଇପାରେ । ସନ୍ତାନ କି ଶ୍ଵଶୁର ଘର ତରଫରୁ ଶୁଭ ସମାଚାର ମିଳିପାରେ । ଯଦି କାହକି ଦେଖା କରିବାକୁ ଯାଉଛନ୍ତି ତେବେ ମତ ଆଉ କୁଳ ଦେବୀଙ୍କ ଧ୍ୟାନ ରଖନ୍ତୁ ସଫଳତା ମିଳିବ । ପାରିବାରିକ ସମସ୍ଯା ଦୂର ହେବ । ମିତ୍ରଙ୍କ ସହିତ ଯାତ୍ରାରେ ଯିବେ । ନୂଆ ବ୍ୟାପାର ଆରମ୍ଭ କରିବ ପାଇଁ  ଶୁଭ ଦିନ ଅଟେ, କିନ୍ତୁ ପରିସ୍ଥିତିର ଧ୍ୟାନ ରଖନ୍ତୁ । ବ୍ୟର୍ଥ ଚର୍ଚାରେ ପଡନ୍ତୁ ନହିଁ ।

ମୀନ :- କାର୍ଯ୍ୟରେ ମାତା ପିତାଙ୍କ ସହଯୋଗ ମିଳିବ । ଆଜି ଘରେ ପିଲାଙ୍କ ସହିତ କୌଣସି ଗେମ ଖେଳିବେ । ଘରର ମହିଳା ଆଜି ଘରେ ସଫାସଫିରେ ବ୍ୟସ୍ତ ରହିବେ । ଘରେ ବଡ ଲୋକଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବା କିନ୍ତୁ ଆପଣ ଖାଇବା ପିଇବାରେ ଧ୍ୟାନ ଦିଅନ୍ତୁ । ପଇସା ମିଳିବାର ପ୍ରବଳ ଯୋଗ ରହିଛି ।

Leave a Reply

Your email address will not be published. Required fields are marked *