ଶନିବାର ଦିନ ଭୁଲରେ ବି ଏହି 5ଟି ଜିନିଷ ଖାଆନ୍ତୁ ନାହିଁ ନ ହେଲେ ଆସିପାରେ ଗରିବୀ ।

ବନ୍ଧୁଗଣ ଶନିବାର ହେଉଛି ଭଗବାନ ଶନି ଙ୍କ ପ୍ରିୟ ବାର । ପ୍ରତେକ ବ୍ୟକ୍ତିଙ୍କର ରାଶିରେ ସୂର୍ଯ୍ୟ ଗୋଟେ ମାସ, ଚନ୍ଦ୍ରମା ଦୁଇ ମାସ ଦୁଇ ଦିନ ଯାଏଁ, ମଙ୍ଗଳ ଦେଢ ମାସ, ବୁଧ ଗୋଟେ ମାସ ପର୍ଯ୍ୟନ୍ତ ଓ ଶୁକ୍ର ଗୋଟେ ମାସ ରହିଥାନ୍ତି । ବୃହସ୍ପତି 13 ମାସ ଯାଏଁ ରହିଥାନ୍ତି କିନ୍ତୁ ଶନିଦେବ କୌଣସି ରାଶିରେ ଅଢେଇ ବର୍ଷ ଠାରୁ ଆରମ୍ଭ କରି ସାଢେ ସାତ ବର୍ଷ ଯାଏଁ ରହିଥାନ୍ତି । ଶନିବାର ଦିନକୁ ନ୍ୟାୟର ଦେବତା ଶନି ଙ୍କୁ ସମର୍ପିତ କରାଯାଇଛି । ଶନି ଦଶା ପଡିଥିଲେ ଶନି ବ୍ରତ କରିବା ପାଇଁ ଜ୍ଯୋତିଷ ମତ ଦେଇଥାନ୍ତି । ଆଜି ଆମେ ଜାଣିବା ଶନିବାର ଦିନ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ।

1- କ୍ଷୀର ଜାତୀୟ ଦ୍ରବ୍ଯ : ଶନିବାର ଦିନ କ୍ଷୀର ବା ଦହି ଖାଇବା ଉଚିତ ନୁହେଁ । ଯଦି ଖାଇବାକୁ ହୁଏ ତେବେ କ୍ଷୀର ରେ ହଳଦୀ କିମ୍ବା ଗୁଡ ମିଶାଇ ଖାଇବା ଉଚିତ । ଖାଲି କ୍ଷୀର ବା କ୍ଷୀର ଜାତୀୟ ଦ୍ରବ୍ଯ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଶନିଦେବ ଙ୍କ ଅବମାନନା ହୋଇଥାଏ ।

2- ଆମ୍ବ ଆଚାର : ଶନିବାର ଦିନ ଭୁଲରେ ବି ଆମ୍ବ ଆଚାର ଖାଇବା ଉଚିତ ନୁହେଁ । ଏହାକୁ ଖାଇବା ଦ୍ଵାରା ଶନି ଙ୍କ କୋପର ଶିକାର ହେବାକୁ ପଡିପାରେ । ଅନ୍ୟ କୌଣସି ଆଚାର ଖାଇ ହେବ କିନ୍ତୁ ଆମ୍ବ କିମ୍ବା ପଣସ ର ଆଚାର ଶନିବାର ଦିନ ଖାଇବା ଉଚିତ ନୁହେଁ । ଏହା ଖାଇବା ଦ୍ଵାରା ଅନେକ ସମସ୍ଯା ଦେଖା ଯାଇଥାଏ ।

3- ଲାଲ ଲଙ୍କା : ଲାଲ ଲଙ୍କା ଭଗବାନ ଶନି ଙ୍କୁ ପସନ୍ଦ ହୋଇ ନ ଥାଏ । ଅନ୍ୟ ରଙ୍ଗର ଲଙ୍କା ଖାଇ ହେବ । କିନ୍ତୁ ଭୁଲରେ ବି ଶନିବାର ଦିନ ଲାଲ ଲଙ୍କା ଖାଇବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଶନି ଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ ।

4- ଡାଲି ଜାତୀୟ ଖାଦ୍ୟ : ଶନିବାର ଦିନ ଚଣା, ମୁଗ ଡାଲି ଓ ବିରି ଖାଇ ହେବ । କିନ୍ତୁ ଏହି ଦିନ ମସୁର ଡାଲି ଖାଇବା ଉଚିତ ନୁହେଁ । କାରଣ ମସୁର ଡାଲି ସହ ମଙ୍ଗଳ ଙ୍କର ସମ୍ପର୍କ ରହିଛି । ଏଊ ମସୁର ଡାଲି ଖାଇବା ଦ୍ଵାରା ଶନି ଙ୍କ କୋପ ଦ୍ରୁଷ୍ଟି ପଡିଥାଏ  ଏହା ଦ୍ଵାରା ଅନେକ ଅସୁବିଧା ଭୋଗିବାକୁ ପଡିଥାଏ ।

5- ନିଶା ଦ୍ରବ୍ଯ : ଭୁଲରେ ବି ଶନିବାର ଦିନ ନିଶା ଦ୍ରବ୍ଯ ସେବନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଶନିଦେବ ଙ୍କ କୁ-ପ୍ରଭାବ ପଡିଥାଏ । ଏହା ସହ ଦୁର୍ଘଟଣା ଘଟିବାର ସମ୍ଭାବନା ବୃଦ୍ଧି ପାଇଥାଏ । ଏହି ଦିନ ଶନିଦେବ ଙ୍କୁ ସୋରିଷ ତେଲ ଅର୍ପଣ କରିବା ଶୁଭ ହୋଇଥାଏ । ତେବେ ଏହି ସବୁ ଜିନିଷ ଶନିବାର ଦିନ କଦାପି ଖାଇବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *