ଶୋଇବା ସମୟରେ ଭୁଲରେ ବି ପାଖରେ ରଖନ୍ତୁ ନାହିଁ ଏହି ଜିନିଷ ନହେଲେ ଶିଘ୍ର ମୃତ୍ୟୁ ହୋଇଯିବ ।

ବନ୍ଧୁଗଣ ଶୋଇବା ସମୟରେ ଧ୍ୟାନ ରଖିବା ଉଚିତ କି ଯେମିତି କୌଣସି ବସ୍ତୁ ବେଡ ପାଖରେ ଯେମିତି ନ ରହୁ । ଯାହା ଦ୍ଵାରା ବାସ୍ତୁ ଦୋଷ ହୋଇପାରେ । ବେଡ ପାଖରେ ଏମିତି କିଛି ରଖିବା ଦ୍ଵାରା ଏହା ଅମଣ ଜୀବନରେ ଖରାପ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ଆମ ଜୀବନରେ ନାନା ଅସୁବିଧା ଆସିଥାଏ । ଆଜି ଆମେ ଜାଣିବା ବାସ୍ତୁ ଅନୁଯାୟୀ ବେଡ ପାଖରେ କେଉଁ ଜିନିଷ ରଖିବା ଉଚିତ ନୁହେଁ ।

1- ଚପଲ : ରାତି ରେ ଶୋଇବା ସମୟରେ ବେଡ ପାଖରେ ଜୋତା କି ଚପଲ ରଖିବା ଉଚିତ ନୁହେଁ । ବାସ୍ତ ଅନୁସାରେ ଚପଲ କୁ ମୁଣ୍ଡ ପାଖ ରେ ରଖିବା ଦ୍ଵାରା ବ୍ୟକ୍ତି ଜୀବନରେ ଏହା ଅସଫଳତା ଆଣିଥାଏ । ଆଉ ବ୍ରେନ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ଏକାଗ୍ରତା ରେ ବାଧା ଆସିଥାଏ ।

2- ତେଲ : ଅନେକ ଲୋକମାନେ ଦରକାରୀ ଜିନିଷ ନିଜ ବେଡ ତଳେ ରଖିଥାନ୍ତି । କିନ୍ତୁ ଧ୍ୟାନ ରଖିବା ଉଚିତ କି ବେଡ ତଳେ କେବେ ବି ଭୁଲରେ ତେଲ ରଖିବା ଉଚିତ ନୁହେଁ । ଖାସ କରି ଯେଉଁ ଦିଗକୁ ମୁଣ୍ଡ କରୁଥିବେ ସେହି ଦିଗରେ ତେଲ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ସବୁ କାମରେ ବାଧା ଆସିଥାଏ । ଓ ପରିଶ୍ରମର ଉଚିତ ଫଳ ମିଳିପାରେ ନାହିଁ ।

3- ଦୌଡି ; ଏହା ଆମ ଜୀବନରେ କେବେ ନା କେବେ ବ୍ୟବହାର ହୋଇଥାଏ । ଏଣୁ ଦଉଡି କୁ ଶୋଇବା ସମୟରେ ମୁଣ୍ଡ ପାଖରେ ବା ବେଡ ପାଖରେ ରଖିବା ଉଚିତ ନୁହେଁ । ବାସ୍ତୁ ଅନୁଯାୟୀ ଏହା ଅଶୁଭ ଫଳ ପ୍ରଦାନ କରିଥାଏ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ସବୁ କାମରେ ବାରମ୍ବାର ବାଧା ଆସିଥାଏ ।

4- ଲୁଣ : ଅନେକ ଲୋକ ବେଡ ଉପରେ ବସି ଖାଦ୍ଯ ଖାଇଥାନ୍ତି । ଏଥିପାଇଁ ସେମାନେ ଲୁଣ କୁ ବେଡ ପାଖରେ ରଖିଥାନ୍ତି । ବାସ୍ତୁ ଅନୁସାରେ ଲୁଣ କୁ ବେଡ ପାଖରେ ରଖିବା ଦ୍ଵାରା ଏହା ଝଗଡା ହେବାର କାରଣ ହୋଇଥାଏ ।

5- ଝାଡୁ : ଝାଡୁ ମୁଣ୍ଡ ପାଖରେ ରହିବା ଦ୍ଵାରା ଜୀବନରେ ଅଶୁଭ ପ୍ରଭାବ ପଡିଥାଏ । ଜ୍ଯୋତିଷ ଅନୁଯାୟୀ ଝାଡୂ କୁ ମୁଣ୍ଡ ପାଖରେ ରଖିବା ଦ୍ଵାରା ମଣିଷର ଭାଗ୍ୟ ଉଦୟ ହୋଇପାରେ ନାହିଁ ।

6- ମୋବାଇଲ ଫୋନ : ଶୋଇବା ସମୟରେ ଭୁଲରେ ବି ଫୋନ କୁ ପାଖରେ ରଖନ୍ତୁ ନାହିଁ । ମୁଣ୍ଡ ପାଖରେ ମୋବାଇଲ ଫୋନ ରଖିବା ଦ୍ଵାରା ଏହା ମସ୍ତିସ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।

7- ବସ୍ତ୍ର : ବସ୍ତ୍ର ଶରୀରର ସୋଭା ବଢାଇ ଥାଏ । ବାସ୍ତୁ ଅନୁଯାୟୀ ଯେଉଁ ଦିଗକୁ ମୁଣ୍ଡ କରି ସୋଇବେ ସେହି ଦିଗରେ ଭୁଲରେ ବି ବସ୍ତ୍ର ରଖିବା ବା ସୁଖାଇବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *