ବନ୍ଧୁଗଣ, ଦେଶରେ ମ-ହା-ମା-ରୀ ଜନିତ ଭୟାନକ ପରିସ୍ଥିତି ଦେଖା ଯିବାରେ ଲାଗିଛି । ନିତିଦିନ ଏହି ସଂ-କ୍ର-ମ-ଣ ଅଧିକ ଭୟାନକ ହେବାରେ ଲାଗିଛି । ଏହା ଫଳରେ ଅନେକ ଜୀବନ ଚାଲି ଯାଉଛି । ଏହାକୁ ନେଇ ସାରା ଦେଶ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି । ବନ୍ଧୁଗଣ ସୂଚନା ମିଳିଛି ଯେ ବର୍ତ୍ତମାନ ଏହି କରୋନା ସଂ-କ୍ର-ମ-ଣ ରୁ ବଞ୍ଚିବା ପାଇଁ ଏକ ବିଦେଶୀ କମ୍ପାନୀ ର ଔଷଧକୁ ଭାରତ ସରକାର ଜରୁରୀ କାଳୀନ ପରିସ୍ଥିତି ରେ ଉପୋଜୋଗ କରାଯିବ ବୋଲି ସିକୃତି ଦେଇଛନ୍ତି ।
ବନ୍ଧୁଗଣ, ଫାର୍ମା କମ୍ପାନୀ “ରୋଚେ ଇଣ୍ଡିଆ” କହିଅଛି ଯେ, କମ୍ପାନୀ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଆଣ୍ଟିବୋଡିଜ୍ କକରେଲକୁ କୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ବ୍ୟବହାର କରାଯିବ ।
ବନ୍ଧୁଗଣ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ “ସିଏସଏସସିଓ” କୁ ଭାରତ ସରକାର ଏହି କକଟେଲକୁ ଜରୁରୀ କାଳୀନ ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇଅଛି । ବନ୍ଧୁଗଣ ଆମେରିକାର ଏମରଜେନ୍ସ ୟୁଜ ଅଫ୍ ଅଥରାଇଜେଶନ(EUA) ରେ ଦାଖଲ ହୋଇଥିବା ତଥ୍ୟ ଏବଂ ମାନବ କ୍ଲିନିକାଲ୍ ଉତ୍ପାଦ (CHMP) ବ୍ୟବହାର ଉପରେ ୟୁରୋପୀୟ ୟୁନିଅନ୍ (EU) କମିଟିର ବୈଜ୍ଞାନିକ ଙ୍କ ମତ ଉପରେ ଆଧାର କରି ଏହି କକଟେଲକୁ ଅନୁମତି ଦିଆଯାଇଛି ।
ବନ୍ଧୁଗଣ ରୋଚେ ଇଣ୍ଡିଆ କହିଅଛି ଯେ, ବର୍ତ୍ତମାନ ଭାରତରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ନିତିଦିନ ଅଧିକ ବୃଦ୍ଧି ହେବାରେ ଲାଗିଛି । ଅଧିକାଂଶ ବ୍ୟକ୍ତି ବହୁତ ଗମ୍ଭୀର ହୋଇଯାଉଥିବା ପରିଲକ୍ଷିତ ହେଉଅଛି । ଏଣୁ ଅଧିକ ଗୁରୁତ୍ଵର ହୋଇଥିବା ମନୁଷ୍ୟ ଙ୍କ ସଂଖ୍ୟା ଏହା କ୍ରମଶଃ ହ୍ରାସ କରିବାରେ ସହାୟକ ହେବ ବୋଲି କମ୍ପାନୀ ସୂଚନା ଦେଇଅଛି । ବନ୍ଧୁଗଣ ଭାରତରେ ଫାର୍ମା କମ୍ପାନୀ ସିପ୍ଲା ସହିତ ମିଶି ରୋଚେ ଏହି ଆଣ୍ଟିବଡି ତିଆରି କରିବା ଉଦ୍ୟମରେ ଲାଗିଛି ବୋଲି କହିଅଛି । କାସିରିଭିମାବ ଏବଂ ଇମଡେଭିମାବ ହେଉଛି ମାନବ ଇମ୍ୟୁନୋଗ୍ଲୋବୁଲିନ ଜି-1 (lgG1) ମୋନୋକ୍ଲୋନାଲ ଆଣ୍ଟିବଡି, ଯାହାକୁ ଡିଏନଏ ଟେକ୍ନୋଲୋଜି ଦ୍ବାରା ତିଆରି କରାଯାଇଛି ।
ସୂଚନା ଯୋଗ୍ୟ ଯେ, ୨ ଟି ନ୍ୟୁଲାଇଜେଶନ ଆଣ୍ଟବୋଡ଼ିଜ୍ କୋଭିଡ ସଂକ୍ରମିତ ବ୍ୟକ୍ତି ଶରୀରରେ ପ୍ରୟୋଗ ହେବା ପରେ କୋଭିଡ ଭାଇରସ କୁ ଶରୀର ଭିତରେ ବ୍ୟାପିବାରେ ରୋକିଦେଇଥାଏ । ଏହା ସହିତ ଏହି ଔଷଧ ଅଧିକ ପ୍ରଭାବଶାଳୀ ମଧ୍ୟ ରହିଥାଏ । ଏହା ମଧ୍ୟ ସୂଚନା ମିଳିଛି ଯେ, ଏହି କକଟେଲ ୧୨ ବର୍ଷ ରୁ ଉର୍ଦ୍ଧ ବୟସ ଙ୍କ ପିଲାମାନଙ୍କୁ ଦିଆଯାଇପାରିବ । ବନ୍ଧୁଗଣ ଯେଉଁମାନେ କରୋନା ଆକ୍ରାନ୍ତ ହୋଇଥିବେ, ସେମାନଙ୍କ ଶରୀରରେ ଏହି କକଟେଲ ଆଣ୍ଟିବୋଡିଜକୁ ରୂପେ ପ୍ରୟୋଗ କରାଯାଇପାରିବ ।
ବନ୍ଧୁଗଣ, ଚଳିତ ବର୍ଷ ୨୩ ତାରିଖ ମାର୍ଚ୍ଚ ମାସରେ ରୋଚେ କହିଥିଲା ଯେ, କାଶିରିଭିମାବ ଏବଂ ଇମଡେଭି ମାନବକୁ ଏକ ବିଶାଳ ପର୍ଯ୍ୟାୟରେ ପରୀକ୍ଷଣ କରାଯାଇଥିଲା । ଏହା ପ୍ଲେଶିବୋ ତୁଳନାରେ ଅଧିକ ପ୍ରଭାବଶାଳୀ ବୋଲି ପରୀକ୍ଷଣ ରୁ ନିର୍ଦ୍ଧାରିତ ହୋଇଥିଲା । ବନ୍ଧୁଗଣ ଏହା କରୋନା ରେ ଆକ୍ରାନ୍ତ ହୋଇ ଜୀବନ ତ୍ୟାଗ କରୁଥିବା ବ୍ୟକ୍ତି ନକ ସଂଖ୍ୟା ୭୦ ପ୍ରତିଶତ ହ୍ରାସ କରିବା ବୋଲି ପ୍ରମାଣିତ ହୋଇଛି ।
ବନ୍ଧୁଗଣ ଏହି ପୋଷ୍ଟଟିକୁ ଅନ୍ୟ ସହ ଶେୟାର କରନ୍ତୁ ଓ ଏହା ବିଷୟରେ ପଣଙ୍କ ମତାମତ କମେଣ୍ଟ କରି କୁହନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।