ପିଲା ମାନଙ୍କର ଜନ୍ମକୁ ନେଇ ଗରୁଡ ପୁରାଣରେ କୁହାଯାଇଛି ଆଶ୍ଚର୍ଯ୍ୟକର କଥା

ଗରୁଡ ପୂରଣ ବିଷୟରେ ଆପଣ ଶୁଣିଥିବେ ଏଥିରେ ଜନ୍ମ ମରଣ, ପାପ ପୁଣ୍ୟ ବିଷୟ ଉପରେ ବହୁତ ସାରା ଶ୍ଳୋକ ରହିଛି । ହିନ୍ଦୁ ଧର୍ମରେ ଖହଡ଼ ମୃତ୍ୟୁ ହେଲାପରେ ଗରୁଡ ପୂରାଣ ଶୁଣାଯାଏ । ଏହି ଅଲୌକିକ ଗରୁଡ ପୁରାଣରୁ  ବହୁତ ରୋଚକ ସୂଚନା ନେଇକରୀ ଆସିଛୁ । ଏହି ଭିଡିଓରେ ଆମେ ଜାଣିବା ଗରୁଡ ପୂରାଣ ଅନୁସାରେ ଆତ୍ମା ବା ଜୀବକୁ ପୁଣି ଜନ୍ମ ନେବାକୁ ପଡିଥାଏ । ସେ ମାର ପେଟରେ କେମିତି ପ୍ରବେଶ କରିଥାଏ । ୯ ମାସ ପର୍ଯ୍ୟନ୍ତ ସେଇ ଆତ୍ମା ସହିତ କଣ କଣ ହୋଇଥାଏ । ଏହିସବୁ କଥା ବିଜ୍ଞାନ କହିସାରିଛି । କିନ୍ତୁ ଜନ୍ମ ସହିତ ଜଡିତ କିଛି ରହସ୍ୟମୟୀ କଥା ପରଲୌକିକର ବିଶ୍ଳେଷଣ କେବଳ ଗରୁଡ ପୁରାଣରେ ହିଁ ମିଳିଥାଏ ।

Image Courtesy: Google

ନିଜର କର୍ମର ଆଧାରରେ ମନୁଷ୍ୟ ମୃତ୍ୟୁ ପରେ ପରଲୋକ ଯାଇଥାଏ । କର୍ମ ଭଲଥିଲେ ଯମଦ୍ଵାରରୁ ବଞ୍ଚିଯାଇଥାନ୍ତି ଓ ଯଦି କର୍ମ ଠିକ ନଥିବ ତାହେଲେ ଯମ ଲୋକ ଯିବାକୁ ପଡିଥାଏ । ଯେଉଁଠି ଯମରାଜାଙ୍କ କଠୋର ଦଣ୍ଡକୁ ଭୋଗିବାକୁ ପଡିଥାଏ । ଦଣ୍ଡ ଭୋଗିବା ପରେ ମନୁଷ୍ୟ ଓ ଅନ୍ୟ ଜୀବକୁ ପୁଣି ଜନ୍ମ ନେବାକୁ ପଡିଥାଏ ଓ ମାତା ଗର୍ଭରେ ରହି ମଧ୍ୟ କଷ୍ଟ ଭୋଗିବାକୁ ପଡିଥାଏ ।  ଗରୁଡ ପୂରାଣ ସହିତ ଅନ୍ୟ ଧର୍ମ ଗ୍ରନ୍ଥରେ ମଧ୍ୟ ମାତା ଗର୍ଭରେ ରହି କଷ୍ଟ ଭୋଗିବାର କଥା ମଧ୍ୟ କୁହାଯାଇଛି ।

Image Courtesy: Google

ମାତାର ଗର୍ଭରୁ ବାହାରକୁ ଆସିବା ପରେ ଯେମିତି ମୃତ୍ୟୁ ଲୋକର ବାୟୁର ସ୍ପର୍ଶ ହୋଇଥାଏ ଜୀବ ପୂର୍ବ ଜନ୍ମ ଓ ମୃତ୍ୟୁ ପରେ ତାର ଆତ୍ମା ସହିତ ଯମଲୋକରେ ଯାହାବି କରାଯାଇଥିଲା ସବୁ କଥାକୁ ଭୁଲି ମାୟା ବନ୍ଧନରେ ବାନ୍ଧି ହୋଇଯାଇଥାଏ । ଯେବେ ଛୁଆ ମାର ପେଟରେ ଥାଏ ସେବେ ବ୍ରହ୍ମଲୀନ ଅବସ୍ଥାରେ ରହିଥାଏ ମାନେ ଧ୍ୟାନର ସ୍ଥିତିରେ ରହିଥାଏ । ମାର ପେଟରେ ୯ ମାସ ପ୍ରବାସ ସମୟରେ ଛୁଆର ଆତ୍ମା ପରେମସ୍ଵରଙ୍କ ଧ୍ୟାନ କରିଥାଏ ଓ ପରମାନନ୍ଦ ସ୍ଥିତିରେ ରହିଥାଏ ।

Image Courtesy: Google

ସେଥିପାଇଁ ଜନ୍ମ ହେବ ପରେ ଛୁଆକୁ ଧୀରେସେ ଚାପୁଡା ମରାଯାଇଥାଏ କି ତାକୁ ସେଇ ଧ୍ୟାନର ନିଦରୁ ଉଠାଯାଇପାରିବ । ଯେଉଁଥିରେ ତାର ଧ୍ୟାନ ଭାଙ୍ଗିଯାଇଥାଏ ଓ ଛୁଆ ଯେମିତି ଆଖି ଖୋଲିଥାଏ ତାର ଶରୀରର ଆତ୍ମା ଏହି ସଂସାରକୁ ଦେଖିଥାଏ । ଏହା ସହିତ ସେ ଭଲ ଓ ମନ୍ଦ କର୍ମ କରିବାରେ ଲାଗିଯାଇଥାଏ । କିନ୍ତୁ ଜନ୍ମହେବାର କିଛି କ୍ଷଣ ପରେ ସେ ନିଶ୍ଚିତ ଭାବେ କାନ୍ଦିଥାଏ ଓ କାନ୍ଦିକି କହିଥାଏ କେଉଁଠି କେଉଁଠି । ଆସନ୍ତୁ ଜାଣିବା ପୂରାଣ ହିସାବରେ ଜୀବ କେମିତି ବଢିଥାଏ ଓ କେଉଁ କେଉଁ କଷ୍ଟର ଅନୁଭବ କରିଥାଏ ।

Image Courtesy: Google

ମାର ଗର୍ଭରେ ପ୍ରଥମେ କେମିତି ଓ କେଉଁ ରୂପରେ ପ୍ରବେଶ କରିଥାଏ

ଯେବେ ଜୀବ ମାର ଗର୍ଭରେ ପ୍ରବେଶ କରିଥାଏ ସେତେବେଳେ ସେ ସୂକ୍ଷ୍ମ ରୂପରେ ହୋଇଥାଏ ପୁଣି ଦଶଦିନ ପରେ  ବଦ୍ରିଫଳ ଭଳି କଠୋର ହୋଇଥାଏ । ଓ ତାପରେ ଅଣ୍ଡାର ଆକାର ନେଇଥାଏ  ଓ ତାପରେ ଭ୍ରୁଣର ମସ୍ତିସ୍କ ହେବ ଆରମ୍ଭ ହୋଇଥାଏ । ଜିବର ଶାରୀରିକ ବିକାଶ ଏହିଭଳି ହୋଇଥାଏ ପ୍ରଥମ ମାସରେ ମସ୍ତକ ଓ ଦିତୀୟ ମାସରେ ଭୁଜା ଆଦି ଅଙ୍ଗର ରଚନା ହୋଇଥାଏ । ତୃତୀୟ ମାସରେ ହାଡ, ନଖ, ଚର୍ମ, ରୋମ, ଲୀଙ୍ଗ, ଓ ଦମଦାର ଛିଦ୍ର ନିର୍ମିତ ହୋଇଥାଏ ।

Image Courtesy: Google

ଚତୁର୍ଥ ମାସରେ ମୁହଁ, ମାଂଶ, ରୁଧିର, ମେଦ, ମଜ୍ଜା ଓ ଅସ୍ଥିରା ଉତ୍ପତି ହୋଇଥାଏ । ଏହିସବୁପରେ ପଞ୍ଚମ ମାସରେ ନମ୍ବର ଆସେ ଭୋକ ଓ ଶୋଷର ହୋଇଥାଏ । ଷଷ୍ଠ ମାସରେ ଗର୍ଭ ଝିଲ୍ଲୀରେ ଆଚଡିତ ହୋଇ ଡାହାଣ ଅନ୍ତରେ ଭ୍ରୁଣ ଗର୍ଭ ଭିତରକୁ ଭ୍ରମଣ କରିଥାଏ । ଏହିସମୟରେ ମା ଯାହା ଖାଇଥାଏ ଜୀବ ସେହି ଖାଦ୍ୟ ଖାଇ ବୃଦ୍ଧିପାଇଥାଏ ।ଏହିସମୟରେ ଜୀବ, ମାତାର ଗର୍ଭରେ ମଳମୁତ୍ର ସହିତ, ସେଠାରେ ଅନ୍ୟ ପ୍ରକାର କୃମି ଓ ସୂକ୍ଷ୍ମ ଜିବି ରହିଥାନ୍ତି, ସେମାନଙ୍କ ସହିତ ସୟନ କରିଥାଏ ।

Image Courtesy: Google

ପୁଣି ତିନିମାସ ପର୍ଯ୍ୟନ୍ତ ବହୁତ ପ୍ରକାର କଷ୍ଟର ସାମ୍ନା କରିଥାଏ । ପେଟ ବିତରେ କୃମି ମାନେ ତାକୁ କାମୁଡିଥାନ୍ତି ଓ ସେ ଏହା ସହି ରହିଥାଏ ଓ ବହୁତାବର ବେହୋସ ହୋଇଯାଏ । ମା ଯାହା ଖାଇଥାଏ କଡା, ପିତା, କସା, ପିତା, ଲୁଣ ଯୁକ୍ତ ଭୋଜନ ତାକୁ ସ୍ପର୍ଶ କରିବା ମାତ୍ରେ ଜୀବର କୋମଳ ଅଙ୍ଗକୁ ବହୁତ କଷ୍ଟ ହୋଇଥାଏ । ତାର ଅବସ୍ଥା ପିଞ୍ଜରାରେ ବନ୍ଦ ହୋଇଥିବା  ପଖୀ ଭଳି ହୋଇଥାଏ । ତାର ଗୋଡ ଉପରକୁ ଓ ମୁଣ୍ଡ ତଳକୁ ରହିଥାଏ ସେ ହଲି ପାରେନି । ଯେମିତି ପିଞ୍ଜରାରେ ବନ୍ଦ ପଖୀ କଷ୍ଟ ପାଇଥାଏ ସେହିଭଳି ଜୀବ ମାର ଗର୍ଭରେ କଷ୍ଟ ପାଇ ଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *