ଅପେକ୍ଷାର ହେଲା ଅନ୍ତ ! ରୁଷରେ ଆଗାମୀ ସପ୍ତାହରେ ରେଜିଷ୍ଟର ହେବ ଦୁନିଆର ପ୍ରଥମ କରୋନା ଟୀକା

କୋରୋନା ସଙ୍କଟ ସହିତ ଲଢୁଥିବା ପୁରା ଦୁନିଆ ଟିକାର ଅପେକ୍ଷା କରିଥିଲା, କିନ୍ତୁ ଲାଗୁଛି ଅପେକ୍ଷା ସମାପ୍ତ ହେବ । ଆର ସପ୍ତାହରେ ଦୁନିଆରା ପ୍ରଥମ ଏନ୍ଟି – କୋଭିଡ ଟିକାର ଜେରିଷ୍ଟର କରିବାକୁ ପ୍ଳାନ କରିଛନ୍ତି । ରୁଷର ଉପ ସ୍ୱାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରୀଣ୍ଡନେବ କହିଛନ୍ତିକି ରୁଷ ଅଗଷ୍ଟ ୧୨ରେ ପ୍ରଥମ କୋରୋନ ଭାଇରସ ଖିଲାପରେ ତାର ପ୍ରଥମ ଟୀକା ରେଜିଷ୍ଟର କରିବା । ଉମ୍ଫା ସହରରେ ଗୋଟେ କ୍ୟାନସର କେନ୍ଦ୍ର ଭବନର ଉଦଘାଟନରେ ପହଞ୍ଚି କହିଥିଲେ ଓଲେଗ ଗ୍ରୀଣ୍ଡନେବ, କୋରୋନା ଟିକରା ଟ୍ରାଏଲର ତୃତୀୟ ଓ ଶେଷ ପର୍ଯ୍ୟାୟ ଚାଲିଛି । ପରୀକ୍ଷଣ ବହୁତ ମହତ୍ବପୂର୍ଣ ଅଟେ ।

Image Courtesy: Google

ଆମକୁ ଏହା ବୁଝିବାର ହେବକି ଟିକା ସୁରକ୍ଷିତ ହେବା ଦରକାର । ଡାକ୍ତର ଓ ବରିଷ୍ଠ ନାଗରିକଙ୍କ ପ୍ରଥମେ ଟୀକାକାରଣ କରାଯିବ । ଉପ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁସାରେ, କୋରୋନା ଟିକାର ପ୍ରଭାବ ସେବେ ଅନୁମାନ ଲଗେଇପାରିବେ ଯେବେ ଜନସଂଖ୍ୟା ପ୍ରତିରକ୍ଷର ବିକାଶ ହୋଇପାରିବ । ଗାମାଲୋୟା ଋସର୍ଚ ଇନଷ୍ଟିଟୁଟ ଓ ରୁଷି ରକ୍ଷା ମନ୍ତ୍ରାଳୟ ଦ୍ଵାରା ସଂଯୁକ୍ତ ହୋଇ କୋରୋନା ଟିକରା ବିକଶିତ କରାଯାଇଛି ।

Image Courtesy: Google

କୋରୋନା  ଟିକାର  ହ୍ୟୁମାନ ଟ୍ରାଇଲ ୧୮ ଜୁନରେ ଆରମ୍ଭ ହୋଇ ଓ ଏଥିରେ ୩୮ ସ୍ଵୟଂ ସେବକ ସାମିଲ ଥିଲେ । ସବୁ ପ୍ରତିଯୋଗୀମାନେ ଇମ୍ୟୁନୀଟି ବିକଶିତ କରିଛନ୍ତି । ପ୍ରଥମ ଗ୍ରୁପ ୧୫ ଜୁଲାଇକୁ, ଦ୍ଵିତୀୟ ଗୃପ ୨୦ ଜୁଲାଇକୁ ଛୁଟି ଦିଆଯାଇଥିଲା । ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ କହିଛନ୍ତିକି ସେ ରୁଷର ଟୀକା କାର୍ଯ୍ୟକ୍ରମରେ ସାବଧାନ ଅଛନ୍ତି, ତାଙ୍କୁ ଏହି ବିଷୟରେ କିଛି ଅଧିକାରିକ ରୂପରେ  ଖବର ମିଳିନୀ ।

Image Courtesy: Google

ବିଚାର କରାଯାଇଚିକି କିଛି ଦିନ ପୂର୍ବରୁ ରୁଷ ସ୍ୱାସ୍ଥ୍ୟମନ୍ତ୍ରୀ  ମିଖାଇଲ ମୁରସକେ କହିଥିଲେକି ରୁଷରେ ଟିକକରଣ ଅଭିଯାନର ଆରମ୍ଭ ଅକ୍ଟୋବରରେ ହେବ । ମନ୍ତ୍ରୀଙ୍କ ଅନୁସାରେ ସବୁ ଖର୍ଚକୁ ରାଜ୍ୟର ବଜେଟରେ କଭର କରାଯିବ । ରୁଷର ଉପ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତିକି ରୁଷରେ ଟୀକା କରଣ ଜଲ୍ଦି ଆରମ୍ଭ ହେବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *