ଆପଣ ମାନେ ବଲୀଉଡ ଜଗତ ଭଟ ପରିବାର ବିଷୟରେ ବହୁତ ଭଲ ଭାବରେ ଜାଣିଛନ୍ତି, ତେବେ ବର୍ତମାନ ମହେଶ ଭଟ ଓ ଜିଆ ଖାନ ଗୋଟେ ଭିଡିଓ ଭାଇରାଲ ହୋଇଛି ଯାହା ଦେଖି ଆପନାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । ମହେଶ ଭଟ ଏମିତି ଗୋଟେ ଚଳଚିତ୍ର ନିର୍ମାତା ଯିଏ ସବୁବେଳେ କଣ୍ଟ୍ରୋଭର୍ସିରେ ରହିଛନ୍ତି କାହିଁକିନା ସେ ବହୁତ ଆଶିକ ସ୍ଵଭାବ ର ଲୋକ ଅଟନ୍ତି, ସବୁ ଜେନେରେସନରେ ତାନକର ଅଫେୟର ରହିଛି ଆପାନ ଏହା ଶୁଣିବାକୁ ପାଇଥିବେ ଯେ ପ୍ରତି ଜେନେରେସନରେ କେତେ ପ୍ରକାର ଗର୍ଲଫ୍ରେଣ୍ଡ ରହିଛନ୍ତି ।

ମହେଶ ଭଟ ଏମିତି ଗୋଟେ ମଣିଷ ଯିଏ ଏହା ମଧ୍ୟ ଚିନ୍ତା କରନ୍ତି ନାହିଁ ଯେ ସେ ଯାହା ସହ ସମ୍ପର୍କ ରଖୁଛନ୍ତି, ସେ ତାଙ୍କ ଠାରୁ କେତେ କମ ବର୍ଷ ର ଅଟନ୍ତି । ମହେଶ ଭଟକୁ ନିଜ କଲେଜ ସମୟରେ ଲରିଅନ ବ୍ରାଇଟ ସହ ପ୍ରେମ ହେଲା ଯାହା ପରେ ସେ ତାଙ୍କୁ ବିବାହ କଲେ ଯାହା ପରେ ପୂଜା ଭଟ ଓ ରାହୁଲ ଭଟ, ତେବେ ବିବାହ ପରେ ଲୋରିଆନ ନା ବଦଳି ମହେଶ ଭଟ ତାଙ୍କ ନା ରଖିଲେ କିରନ ଭଟ ।

ମହେଶ ଭଟ ବହୁତ ଆଶିକ ମିଜାଜ ଲୋକ, ଯେତେବେଳେ ବିବାହ ପରେ ଓ ଛୁଆଙ୍କ ହେଲା ପରେ ବି ମହେଶ ଭଟ ସୁଧୁରିଲେ ନାହିଁ ସେତେବେଳେ ତାଙ୍କ ସ୍ତ୍ରୀ କିରନ ଭଟ ତାଙ୍କୁ ଛାଡପତ୍ର ଦେଇଥିଲେ । ପରବୀନ ବାବିଙ୍କ ବିଷୟରେ ଆପଣ ମାନେ ବହୁତ କଥା ଜାଣିଥିବେ ତେବେ ପରବୀନଙ୍କ କେରିଅରରେ ସବୁ କିଛି ଭଲ ଚାଲୁଥିଲା କିନ୍ତୁ ମହେଶ ଭଟ ସହ ସମ୍ପର୍କରେ ଆସିଲା ପରେ ପରବୀନ ନିଜ ପର୍ସନଲ ଓ ପ୍ରୋଫେସନଲ ଲାଇଫ ସମ୍ଭାଳି ପାରିଲେ ନାହିଁ ଯାହା ପରେ ସେ ଡିପ୍ରେସନ ଶିକାର ହେଲେ ଏହା ପରେ ମହେଶ ପରବୀନଙ୍କ ଏହି ଅବସ୍ତା ଦେଖି ତାଙ୍କୁ ଛାଡି ଦେଲେ ।

ଏହା ପରେ ମହେଶ ଭଟ ଜୀବନରେ ଆସିଲେ ସୋନି ରାଜଦାନ ତେବେ ସେ ମହେଶ ସ୍ତ୍ରୀ ତାଙ୍କ ସହ ଥିଲା ବେଳେ ମହେଶ ସହ ସମ୍ପର୍କରେ ଥିଲା ଏହି ସବୁ ଜିନିଷ ଦେଖି ନପାରି କିରନ ମହେଶକୁ ଛାଡପତ୍ର ଦେଲେ ଯାହା ପରେ ସୋନି ରାଜଦାନ ରାସ୍ତା ସଫା ହୋଇଯାଇଥିଲା । ଖବର ଅନୁଯାଇ ଯେତେବେଳେ ମହେଶ ଭଟ ଓ ସୋନି ରାଜଦାନ ବିବାହିତ ନଥିଲେ ସେତେବେଳେ ଷାହିଁ ଭଟ ଜନ୍ମ ହୋଇଥିଲେ ଓ ତାଙ୍କ ଜନ୍ମ ପରେ ଦୁହେଁ ଏକାଠି ରହିଥିଲେ ।

ମହେଶ ଭଟ ସବୁଠାରୁ ବଡ କଣ୍ଟ୍ରୋଭର୍ସି ଏହା ଥିଲା ଯେ ମହେଶ କୌଣସି ମେଗେଜିନ କଭର ଫଟୋ ପାଇଁ ନିଜ ଝିଅ ପୂଜା ଭଟ ସହ ଲୀପ ଲୋକ ଫଟୋଷୁଟ କରିଥିଲେ । ଏହା ଛଡା ମହେଶ ଭଟ ନିଜେ କହିଥିଲେ ଯେ ପୂଜା ମୋ ଝିଅ ନହେଇଥିଲେ ମୁଁ ତା ସହ ବିବାହ କରିଥାନ୍ତି, ଆପଣ ନିଜେ ଚିନ୍ତା କରନ୍ତୁ ଏତେ ଖରାପ କାହାର ବାପା ହୋଇପାରେ ଓ ଝିଅ ଏତେ ଅଲାଜୁକ ଯିଏ ନିଜ ବାପାକୁ ଲୀପ କିସ କରିଥାଏ ।