ସରକାରୀ ଚାକିରିଆଙ୍କ ପାଇଁ ଆସିଲା ବଡ ଖବର: 50 ଛୁଇଁଲେ ଚାକିରିରୁ ବିଦା! ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ସରକାରୀ ଚାକିରିଆ ମାନଙ୍କ ପାଇଁ ଦିନକୁ ଦିନ ନୂଆ ନିୟମରେ ପରିବର୍ତ୍ତନ କରିବାର ନଜର ଆସୁଛି । ଅମା ଭାରତ ସମତେ ଅନେକ ଦେଶରେ ସରକାରୀ କ୍ଷେତ୍ର ରେ କାମ କରୁଥିବା କର୍ମଚାରୀ ମାନଙ୍କ ସହ ନୂଆ ନିୟମ ଲାଗୁ କରା ଯାଉଛି । ତେବେ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର ହେଉଛି ସରକାରୀ ଚାକିରିଆ ଙ୍କ ପାଇଁ ଆସିଲା ବଡ ଖବର । ଏଣିକି ଅବସର ବୟସ ସୀମାକୁ ୫୦ ବର୍ଷ କରିଲେ ସରକାର । ଅର୍ଥାତ ଯେଉଁ ମାନେ ସରକାରୀ ଚାକରି କରୁଛନ୍ତି ସେମାନେ ୫୦ ବର୍ଷ ପରେ ଆଉ କରିପାରିବେ ନାହିଁ ।

ପୂର୍ବରୁ ୬୦ ବ ୬୨ ବର୍ଷରେ ସରକାରୀ ଚାକିରିଆ ମାନେ ଅବସର ନେଉଥିବା ବେଳେ ଏବେ ସେହି ନିୟମରେ ବଡ ଧରଣର ରିବର୍ତ୍ତନ କରିଛନ୍ତି ସରକାର । ଏଣିକି ଅବସର ବୟସ କୁ ୫୦ ବର୍ଷ କରା ଯାଇଛି । ଏଠାରେ କହି ରଖୁଛୁ କି ଏହି ନୂଆ ନିୟମ ୟୁପି ସରକାର ଲାଗି କରୁଛନ୍ତି । ଆଉ ଏହି ନୂଆ ନିୟମ ଲାଗୁ ହେବା ପରେ ସାରା ଦେଶରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତିକୁ ନେଇ ବଢିଲା ଅସନ୍ତୋଷ । ସରକାରଙ୍କ ନିୟମରେ ଖୁସି ନାହାନ୍ତି ଚାକିରିଆ ମାନେ । ଅବସର ବୟସ ସୀମାକୁ ୫୦ ବର୍ଷ କରିବା ପରେ ସାରା ରାଜ୍ଯରେ କୁହୁଳିବାରେ ଲାଗିଛି ଅସନ୍ତୋଷ । ଯୋଗେଶ ସରକାର ସରକାରି ବିଭଗରେ କାର୍ଯ୍ୟ କରୁଥିବା ୫୦ ବର୍ଷ ରୁ ଅଧିକ ଅବସର କର୍ମଚାରୀ ଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିସ୍ପତି ନେଇଛନ୍ତି ।

ଜୁଲାଇ ୩୧ ସୁଧା ଦୁର୍ନୀତି ଗ୍ରସ୍ତ, ଗୁରୁତର ଅସୁସ୍ଥ ଥିବା କର୍ମଚାରୀ, କାର୍ଯ୍ୟ ନ କରିବା ସ୍ଥିତିରେ ଥିବା କର୍ମଚାରୀ, କୌଣସି ଯାଞ୍ଚରେ ଫଶୀ ରହିଥିବା କର୍ମଚାରୀ ଙ୍କୁ ବାଧ୍ୟତାମୂଳକ ଅବସର ନେଇ ଅଗଷ୍ଟ ୧୫ ତାରିଖ ସୁଧା ଅବସର ପ୍ରାପ୍ତ କର୍ମଚାରୀ ଙ୍କ ବିଷୟରେ ଏକ ରିପୋର୍ଟ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗେଶ ସରକାର ।

ଆଉ ଏହି ନିର୍ଦ୍ଦେଶ ପାଇବା ପରେ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଅସନ୍ତୋଷ । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ୫୦ ବର୍ଷ ପୂରଣ କରିଥିବା ସବୁ କର୍ମଚାରୀ ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ନାହି । ବରଂ ଯେଉଁ ମାନେ ଭଲ କାମ କରୁଛନ୍ତି ବା ଯାହାଙ୍କ ନାଁ ରେ ଦୁର୍ନୀତି ଥିବା କେବେଳ ସେମାନଙ୍କୁ କାର୍ଯ୍ୟ ରୁ ବରଖାସ୍ତ କରାଯିବ ବୋଲି ସୂଚନା ମିଳିଛି ।

ତେବେ ଯୋଗେଶ ସରକାର ନେଇଥିବା ଏହି ନିସ୍ପତି କାରଣରୁ ଅନେକ ସରକାରୀ କର୍ମଚରୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଚିନ୍ତା ରେ ପଡି ଯାଇଛନ୍ତି । କାରଣ ମାତ୍ର ୫୦ ବର୍ଷ ପରେ ଅବସର ନେବା ପରେ ସେମାନଙ୍କର ଆଗାମୀ ଭବିଷ୍ୟତ କଣ ହେବ ସେ ନେଇ ଅନେକ କର୍ମଚାରୀ ମାନେ ଚିନ୍ତା ରେ ପଡି ଯାଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଯୋଗେଶ ସରକାରଙ୍କ ଏଭଳି ନୂଆ ନିୟମ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *