ମନରେ କାହାର ନାଁ ଭାବି ବାଛନ୍ତୁ କୌଣସି ଗୋଟିଏ ହୃଦୟ, ଓ ଜାଣନ୍ତୁ ତାଙ୍କୁ ଆପଣଙ୍କ ଉପରେ କେତେ ବିଶ୍ଵାସ ଅଛି – Love Quiz

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ଏକ ଇଣ୍ଟ୍ରେଷ୍ଟିଙ୍ଗ ଲାଭ କୁଇଜ ଗେମ ନେଇ ଆସିଛୁ । ଏଥିରେ ଆପଣ ଜାଣି ପାରିବେ କି ତାଙ୍କର ଆପଣଙ୍କ ଉପରେ କେତେ ବିଶ୍ଵାସ ରହିଛି । ଆସନ୍ତୁ ଜାଣିବା ଏହି ଉପାୟରେ । ସେଥିପାଇଁ ଆପଣ ମାନଙ୍କୁ ଆଜି ୫ ପ୍ରକାରର ହୃଦୟ ର ଚିତ୍ର ଦେଖାଇବୁ । ଏଥି ମଧ୍ୟ ଆପଣଙ୍କୁ ଯେ କୌଣସି ଗୋଟିଏ ହାର୍ଟର ଚିତ୍ର ଚୟନ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡ ସମୟ ଦିଆଯିବ । ତେବେ ଆସନ୍ତୁ ଆରମ୍ଭ କରିବା ଏହି ମଜାଦାର କୁଇଜ ଗେମ ।

୧- ପ୍ରଥମ ହାର୍ଟ : ଯଦି ଆପଣ ପ୍ରଥମ ହାର୍ଟ ଚୟନ କରିଛନ୍ତି ତେବେ ତାଙ୍କୁ ଆପଣଙ୍କ ଉପରେ ନିଜ ଠାରୁ ଅଧିକ ବିଶ୍ଵାସ ରହିଛି । ସେ ଆପଣଙ୍କ ବିଶ୍ଵାସ କେବେ ବି ଭାଙ୍ଗିବେ ନାହି କି ଆପଣ ମଧ୍ୟ ତାଙ୍କର ବିଶ୍ଵାସ କେବେ ଭାଙ୍ଗିବେ ନାହି ।

୨- ଦ୍ଵିତୀୟ ହାର୍ଟ : ଯଦି ଆପଣ ଦ୍ଵିତୀୟ ହାର୍ଟ ଚୟନ କରିଛନ୍ତି ତେବେ ଆପଣଙ୍କ ପାଇଁ ତାଙ୍କର ଭରସା ଏବେ ବି ସଠିକ ହୋଇ ନାହି ଯାହା କେବେ ବି ଭାଙ୍ଗି ଯାଇପାରେ । ତେଣୁ ଏମିତି କିଛି କାମ କରନ୍ତୁ ଯାହା ପାଇଁ ଆପଣଙ୍କର ତାଙ୍କ ଉପରେ ଭରସା ଉଠିଯିବ ।

୩- ତୃତୀୟ ହାର୍ଟ : ଯଦି ଆପଣ ତୃତୀୟ ହାର୍ଟ ଚୟନ କରିଛନ୍ତି ତେବେ ଆପଣଙ୍କ ଉପରେ ତାଙ୍କର ପୁରା ଭରସା ରହିଛି । ଏମିତିକି ଆପଣ ତାଙ୍କ ଭରସା କେବେ ବି ଭାଙ୍ଗିବେ ନାହି । ତେଣୁ ସେ ଆପଣଙ୍କର ପ୍ରତେକ କଥା ମାନିଥାନ୍ତି । କାରଣ ତାଙ୍କୁ ଲାଗିଥାଏ ଆପଣ ଏମିତି କିଛି କାମ କରିବେ ନାହି ଯାହା ପାଇଁ ତାଙ୍କର ଭରସା ଆପଣଙ୍କ ଉପରୁ ଉଠିଯିବ ।

୪- ଚତୁର୍ଥ ହାର୍ଟ : ଯଦି ଆପଣ ଚତୁର୍ଥ ହାର୍ଟ ଚୟନ କରିଛନ୍ତି ତେବେ ସେ ଆପଣଙ୍କ ଉପରେ ଆଖି ବନ୍ଦ କରି ଭରସା କରିଥାନ୍ତି । ସେ ଆପଣଙ୍କୁ ଏତେ ବିଶ୍ଵାସ କରୁଛନ୍ତି ଆପଣ ଯାହା କହିଲେ ବି ସେ ଭରସା କରୁଛନ୍ତି ।

୫- ପଞ୍ଚମ ହାର୍ଟ ; ଯଦି ଆପଣ ପଞ୍ଚମ ହାର୍ଟ ଚୟନ କରିଛନ୍ତି ତେବେ ଆପଣଙ୍କ ଉପରେ ସେ ପୁରା ଭରସା କରୁଛନ୍ତି । କିନ୍ତୁ ଆପଣଙ୍କ ଆଖି ଦେଖିଲେ ସେ ଆପଣଙ୍କର ଉପରେ ଅଧିକ ଭରସା ଅରିଥାନ୍ତି । ତେବେ ଆପଣ ଯେବେ ବି ତାଙ୍କ ଆଖି ଆଗରେ ରହିଥାନ୍ତି ସେ ଆପଣଙ୍କୁ ବହୁତ ବିଶ୍ଵାସ କରିଥାନ୍ତି । ଆପଣ ମାନେ ଜାଣି ପାରିଥିବେ ଆପଣଙ୍କ ସାଥି ଆପଣଙ୍କ ଉପରେ କେତେ ବିଶ୍ଵାସ କରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *