ବିଜୁଳି ଉପଭୋକ୍ତାଙ୍କ ପାଇଁ ଆସିଲା ବଡ ଖବର, ବିଲ୍ ନ ଭରିଲେ କଟିବ ଲାଇନ । ଏବେ 10 ହଜାର ଟଙ୍କାରୁ କମ ଥିଲେ ବି ବିଜୁଳି ବିଲ୍ ଲାଇନ କାଟିବ ବିଜୁଳି ବିଭାଗ । ତେବେ ପୂର୍ବରୁ ଏମିତି ନ ଥିଲା । ଆଗରୁ 10 ହଜାର କିମ୍ବା ତା ଠୁ ଅଧିକା ବିଜୁଳି ବିଲ୍ ବକେୟା ଥିଲେ କନେକଶେନ କାଟି ଦିଆ ଯାଉଥିଲା ।
କିନ୍ତୁ ବର୍ତ୍ତମାନ ଗୋଟିଏ ମସରର ବିଜୁଳି ବିଲ୍ ବାକି ରହିଲେ ମଧ୍ୟ ଉପଭୋକ୍ତାଙ୍କ ଘରକୁ ବିଜୁଳି ବିଭାଗରେ କର୍ମଚାରୀ ଆସିପାରନ୍ତି । ଯେମିତିକି ଆପଣ ମାନେ ଜାଣିଛନ୍ତି ଆଜି କାଲି ଲୋକମାନେ ବିଜୁଳିର ବହୁତ ବେହିସାବ ଖର୍ଚ୍ଚ କରୁଛନ୍ତି । ସେଥିପାଇଁ ସରକାର ଏବେ ବହୁତ ସ୍ଟ୍ରିକ୍ଟ ଏକଶନ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବିଜୁଳି ଖର୍ଚ୍ଚ କରିବା ଆଗରୁ ଭାବିବେ ଉପୋଭୋକ୍ତା କାହିନୀ ନା ବିଲ୍ ନ ଭାରି ପାରିଲେ କଟିଯିବ ବିଜୁଳି ।
ଏହାର ଅର୍ଥ ଏବେ ପ୍ରଥମେ ବିଜୁଳି ଖର୍ଚ୍ଚ କରନ୍ତୁ ଓ ତା ପରମାସରେ ବିଲ୍ ସଙ୍ଗେ ସଙ୍ଗେ ଜମା କରନ୍ତୁ ନଚେତ କାଟି ଦିଆ ଯିବ। କିନ୍ତୁ ଯଦି କୌଣସି ଉପୋଭୋକ୍ତା ସେହି ସମୟରେ ବିଲ୍ ନ ଭାରି ପାରିଲେ ସେମାଙ୍କଉ ଅନ୍ୟ ଏକ ତାରିଖ ଦିଆଯିବ । କିନ୍ତୁ ଯଦି ଦ୍ଵିତୀୟ ଥର ମଧ୍ୟ ସଠିକ ସମୟରେ ବିଲ୍ ନ ଭରି ପାରିବେ ତ ଆପଣଙ୍କ ବିଜୁଳି ସଂଯୋଗ କାଟି ଦିଆ ଯିବ ।
ଏଥର କିନ୍ତୁ 10 ହଜାର ତଳକୁ ବି ବିଲ୍ ବକାୟା ଥିଲେ ଆଉ ନିସ୍ତାର ନାହିଁ । ତେବେ ଏହାର ଅର୍ଥ ଏଥରକ ପ୍ରତିମାସରେ ବିଲ୍ ଭରିବା ବାଧ୍ୟତା ମୂଳକ । ଏବେ ବିଲ୍ ପଇଠ ନ କରୁଥିବା ଲୋକଙ୍କ ଘରେ ବିଭାଗୀୟ ଅଧିକାରୀଙ୍କ ଲାଇନ ଲାଗିବ । ତେବେ ଏହି ନୂଆ ନିର୍ଦେଶନାମା ମଧ୍ୟପ୍ରଦେଶରେ ଲାଗୁ କରାଯାଇଛି ।
ତେବେ ଆପଣଙ୍କ ମତ କଣ? ଏହି ନିଷ୍ପତ୍ତି କେଏନ ଆମ ଓଡିଶାରେ ଲାଗୁ ହେବା ଆବଶ୍ୟକ ନା ନାହିଁ ? ଆପଣଙ୍କ ମତ ନିଶ୍ଚୟ କମେଣ୍ଟ କରିବେ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।