ସାରା ଜୀବନ କେବଳ ଗୋଟିଏ ହିଁ ପୁଅକୁ ପ୍ରେମ କରନ୍ତି ଏହି ନାମର ଝିଅମାନେ- Jyotisha Shastra

ଆଜିର ଦୁନିଆରେ ପ୍ରେମର ମହତ୍ଵ କିଛି ନାହି କହିଲେ ଚାଲିବ । କିନ୍ତୁ ଆଜି ବି ଦୁନିଆରେ ଏମିତି କିଛି ସଚ୍ଚା ପ୍ରେମୀ ଯୁଗଳ ଅଛନ୍ତି ଯେଉଁ ମାନେ ନିଜର ପ୍ରେମକୁ ପାଇଅବ ପାଇଁ କିଛି ବି କରି ପାରନ୍ତି । ତେବେ ପୁଅ ହେଉ ବା ଝିଅ ଉଭୟଙ୍କର ଇଚ୍ଛା ରହିଥାଏ କି ସେମାନଙ୍କ ଜୀବନ ସାଥି ସାରା ଜୀବନ ତାଙ୍କୁ ହିଁ ଭଲ ପାଆନ୍ତି । ଆଉ ପ୍ରେମରେ କେବେ ବି ତାଙ୍କୁ ଧୋକା ନ ଦିଅନ୍ତୁ । ପ୍ରେମ ଜୀବନରେ ଥରେ ହୋଇଥାଏ ଯାହା ବହୁତ ପବିତ୍ର ଅଟେ ।

ଏହି ପ୍ରେମ ସମ୍ପର୍କରେ ପୁଅ ଓ ଝିଅ ଉଭୟଙ୍କର ସହମତି ରହିବା ସହ ଦୁହେଁ ପରସ୍ପରକୁ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ୩ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଜୀବନରେ ଗୋଟିଏ ପୁଅକୁ ହିଁ ପ୍ରେମ କରିଥାନ୍ତି ।

୧- A ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ବହୁତ ଜଲ୍ଦି ସେମାନଙ୍କର ସଚ୍ଚା ପ୍ରେମ ମିଳିପାରେ ନାହି । କିନ୍ତୁ ଯେବେ ଏମାନଙ୍କୁ ତାଙ୍କର ସଚ୍ଚା ପ୍ରେମ ମିଳିଯାଏ ସେମାନେ ସାରା ଜୀବନ ନିଜ ସାଥୀଙ୍କୁ ପ୍ରେମ କରିଥାନ୍ତି । ଏହା ସହ କେବେ ବି ସେମାନଙ୍କ ସାଥ ଛାଡନ୍ତି ନାହି । ଏମାନେ ନିଜର ସାଥି ଙ୍କ ପାଇଁ କିଛି ବି କରିବାକୁ ରେଡି ରହିଥାନ୍ତି । ଏମାନେ ସବୁ ପରିସ୍ଥିତ ରେ ନିଜର ସାଥିଙ୍କର ସାଥ ଦେଇଥାନ୍ତି । ଯେତେ ବଡ ବିପଦା ଆସିଲେ ମଧ୍ୟ ଏମାନେ କେବେ ବି ସାଥିଙ୍କର ହାତ ଛାଡନ୍ତି ନାହି ।

୨- K ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜର ଜୀବନ ସାଥି ଙ୍କ ସବୁ ଦାୟିତ୍ଵ ଖୁବ ଭଲ ଭାବେ ନିଭାଇଥାନ୍ତି । ସମ୍ପର୍କର ମହତ୍ଵ ଓ ସମ୍ମାନ ଦେବା ଏମାନଙ୍କୁ ଖୁବ ଭଲ ଭାବେ ଜଣା ହୋଇଥାଏ । ଏମାନେ ନିଜ ଜୀବନ ସାଥି ଙ୍କୁ କେବେ ବି ଧୋକା ଦିଅନ୍ତି ଅନହି ।

ଏମାନେ ନିଜ ଜୀବନରେ ନିଜ ସାଥିଙ୍କ ପ୍ରତି ବହୁତ ବଫାଦାର ହୋଇଥାନ୍ତି । ଏମାନଙ୍କର ବଫାଦାର କାରଣରୁ ଏମାନଙ୍କ ସାଥି ଏମାନଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜ ଜୀବନରେ କେବଳ ଗୋଟିଏ ପୁଅ କୁ ହିଁ ଭଲ ପାଇଥାନ୍ତି । କେବେ ବି ଏମାନଙ୍କର ସାଥ ଛାଡନ୍ତି ନାହି ।

୩- S ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନେ ନିଜର ଜୀବନ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜର ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏମାନେ ନିଜ ସାଥୀଙ୍କୁ ନିଜ ଜୀବନ ଠାରୁ ବି ସଚ୍ଚା ପ୍ରେମ କରିଥାନ୍ତି ।

ଏହି ନାମର ଝିଅ ମାନେ ନିଜ ଜୀବନରେ କେବଳ ଗୋଟିଏ ହିଁ ପୁଅ କୁ ସଚ୍ଚା ପ୍ରେମ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *