ଶରୀରରେ ଏହିଭଳି ଚିହ୍ନଥିବା ନାରୀମାନେ ହୋଇଥାନ୍ତି ଭାଗ୍ୟଶାଳୀ- Astro Tips

ବନ୍ଧୁଗଣ ଆମ ପ୍ରାଚୀନ ହିନ୍ଦୁ ଶାସ୍ତ୍ରରେ ମହିଳାମାନଙ୍କୁ ସମ୍ମାନ କରିବା କଥା ଉଲ୍ଲେଖ କରାଯାଇଛି । ଯେଉଁ ଘରେ ନାରୀମାନଙ୍କ ସମ୍ମାନ ହୋଇନଥାଏ ସେଠାରୁ ଦେବୀ ମାଲକ୍ଷ୍ମୀ ଋଷ୍ଠ ହୋଇ ଚାଲିଯାନ୍ତି । ତେଣୁ ଭୁଲରେ ମଧ୍ୟ ନିଜ ଘରେ ଥିବା ସ୍ତ୍ରୀଲୋକମାନଙ୍କ ମନରେ କଷ୍ଠ ଦୀୟନ୍ତୁ ନାହିଁ । ସେମାନଙ୍କୁ ଉଚ୍ଚିତ ସମ୍ମାନ ଦିୟନ୍ତୁ । ସ୍ତ୍ରୀଲୋକମାନେ ଦେବୀ ମାଲକ୍ଷ୍ମୀଙ୍କ ସ୍ଵୋରୂପ ବୋଲି ଶାସ୍ତ୍ରରେ କୁହାଯାଇଛି । କିନ୍ତୁ ହିନ୍ଦୁ ଧର୍ମର ଶାସ୍ତ୍ରରେ ନାରୀମାନଙ୍କ ଠାରେ ଦେଖାଯାଉଥିବା ଏହି ଲକ୍ଷଣ ଗୁଡିକ ବିଷୟରେ କିଛି ବିଶେଷ କଥା କୁହାଯାଇଛି ।

ଏହି ଲକ୍ଷଣ ଥିବା ନାରୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଯୋଗୁ ଘରେ ସୁଖଶାନ୍ତି ଆସିଥାଏ । ସମୁଦ୍ରିକ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କ ଶରୀରରେ ଏହିସବୁ ଚିହ୍ନ ଦେଖାଯାଉଥିଲେ ସେମାନେ ବହୁତ ତେଜସ୍ବୀ ହୋଇଥାନ୍ତି । ସାମୁଦ୍ରିକ ଶାସ୍ତ୍ରଅନୁସାରେ ଯଦି ତାଙ୍କ ମୁଖ ତାଙ୍କ ପିତାଙ୍କ ମୁଖ ଭଳି ଦେଖାଯାଏ ତେବେ ସେମାନେ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟଶାଳୀ ଅଟନ୍ତି । ସେହି ନାରୀ ଯସ ଏବଂ ଉନ୍ନତି ଦେଇଥାନ୍ତି । ଏହିଭଳି ମହିଳାଙ୍କୁ ବିବାହ କରିବା ବହୁତ ଶୁଭ ହୋଇଥାଏ ।

ଏହିଭଳି ନାରୀମାନେ କପଟ ଠାରୁ ଦୂରରେ ରହିଥାନ୍ତି ଏବଂ ଏମାନେ ସର୍ବଦା ପରିବାରକୁ ଯୋଡି ରଖିଥାନ୍ତି । ଯେଉଁ ନାରୀମାନଙ୍କ ନାକର ଆଖପାଖି ଜାଗାରେ କଳାଜାଇ ଥାଏ,ତାହା ପ୍ରଚୁର ଧନ-ସମ୍ପତି ଏବଂ ଦୀର୍ଘାୟୁକୁ ଦର୍ଶାଇଥାଏ । ଏହିଭଳି ମହିଳା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।  ତୃତୀୟ ଲକ୍ଷଣ ଯେଉଁ ନାରୀମାନଙ୍କ ମଥାରେ କଳାଜାଇ ଥାୟେ ସେ ଭାଗ୍ୟଶାଳୀ ହେଇଥାନ୍ତି । ଏହାସହିତ ମଥାର ମଧ୍ୟ ଭାଗରେ କଳାଜାଇ ଥିଲେ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ । ଏହିଭଳି ନାରୀମାନଙ୍କୁ ବିବାହ କରିଥିବା ପୁରୁଷ ଆଜୀବନ ଖୁସିରେ ରହଥାନ୍ତି । ଏମାନେ କେବେ ବିପତିର ସାମ୍ନା କରିନଥାନ୍ତି ।

ଚତୁର୍ଥ ଲକ୍ଷଣ ପାଦର ତଳଭାଗରେ କମଳ,ଶଙ୍ଖ କିମ୍ବା ଚକ୍ରର ଚିହ୍ନ ଦେଖାଯିବା । ଏହିଭଳି ମହିଳା ବହୁତ କମ ଦେଖିବାକୁ ମିଳନ୍ତି । ଏହିଭଳି ମହିଳା ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି । ଏମାନେ ନିଜ ପରିବାରର ସୁନାମ ଅର୍ଜନ କରଥାନ୍ତି । ଏହିଭଳି ମହିଳାଙ୍କୁ ସାକ୍ଷାତ ମାଲକ୍ଷ୍ମୀଙ୍କର ପ୍ରତିବିମ୍ବ ବୋଲି କୁହାଯାଇଛି । ପଞ୍ଚମ ଲକ୍ଷଣ, ଯେଉଁ ମହିଳାଙ୍କ ପାଦ ତଳେ ତ୍ରିକୋଣର ଚିହ୍ନ ଦେଖାଯାଏ,ସେ ବହୁତ ବୁଝିବିଚାରୀ ନିଜର ପ୍ରତ୍ୟକ କାର୍ଯ୍ୟ କରିଥାନ୍ତି ଏବଂ ଅନ୍ୟକୁ ମଧ୍ୟ ଆସୁଥିବା ବିପତ୍ତିରୁ ବାଟ କଢେଇ ଆଣିଥାନ୍ତି । ଏହିଭଳି ମହିଳା ପରିବାର ଲୋକଙ୍କ ଧ୍ୟାନ ରଖିବା ସଙ୍ଗେ ସଙ୍ଗେ ଅନ୍ୟ କ୍ଷେତ୍ରରେ ମଧ୍ୟ ତାଳ ମିଶେଇ ଚାଲିଥାନ୍ତି ।

ଷଷ୍ଠ ଲକ୍ଷଣ ହେଉଛି ଆଖିପତ୍ତା ଉପରେ କଳାଜାଇ,ଏହିଭଳି ନାରୀ ନିଜ ପରିବାର ଲୋକଙ୍କୁ ସର୍ବଦା ଖୁସିରେ ଦେଖିବାକୁ ଚାହିଁଥାନ୍ତି । ଏମାନେ ପରିବାର ଲୋକଙ୍କ ପାଇଁ ବହୁତ ଶୁଭ ଅଟନ୍ତି । ଏହା ସହିତ ନାଭି ପାଖରେ ଦେଖାଯାଉଥିବା କଳାଜାଇର ଚିହ୍ନ ଥିବା ମହିଳାମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ସମୁଦ୍ରିକ ଶାସ୍ତ୍ରର କହିବା ଅନୁସାରେ ଯେଉଁ ନାରୀମାନଙ୍କର ନାଭି ପାଖରେ କଳାଜାଇ ଥାୟେ ସେ ନାରୀ ସୁଖ ଏବଂ ସମ୍ପନ୍ନତା ର ପ୍ରତୀକ ହେଇଥାନ୍ତି । ଅଷ୍ଟମ କଥା ଯେଉଁ ମହିଳାଙ୍କ ବାମ ଗାଲରେ କଳାଜଇର ଚିହ୍ନ ଥାୟେ ସେ ବହୁତ ଖାଦ୍ଯ ପ୍ରେମୀ ହୋଇଥାନ୍ତି । ସେମାନଙ୍କ ହାତରୁ ରନ୍ଧାଯାଇଥିବା ଖାଦ୍ଯ ସୁସ୍ବାଦିଷ୍ଠକର ହୋଇଥାଏ ।

ଏମାନଙ୍କ ଠାରେ ମାଲକ୍ଷ୍ମୀ ବାସ କରନ୍ତି । ନବମ ଲକ୍ଷଣ ହେଉଚି ଯେଉଁ ମହିଳାଙ୍କ ଶରୀରର ବାମ ପାର୍ଶ୍ଵରେ ଅଧିକ କଳାଜାଇ ଦେଖାଯାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ । ପରିବାର ଲୋକଙ୍କ ମନ ନେଇ ସର୍ବଦା ଚାଲିଥାଏ । ଏହିଭଳି ମହିଳା କେବେମଧ୍ୟ ନିନ୍ଦାଅପବାଦର କାରଣ ହୋଇନଥାନ୍ତି । ଏହାଥିଲା ନାରୀମାନଙ୍କ ଶରୀରରେ ଦେଖାଯାଉଥିବା ଲକ୍ଷଣ ଭଲ ଲାଗିଲେ ଗୋଟେ ଲାଇକ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *