ଶସ୍ତା ଲୋନ – EMI ଉପରେ ତିନି ମାସର ଛୁଟ, ଆରବିଆଇ କରୋନା ସଙ୍କଟରେ ଖୋଲିଲା ସାହାଯ୍ୟର ବାଟ

ଲକଡାଉନ ସମୟରେ ଦେଶ ଆୟ ବଢେଇବା ପାଇଁ ସରକାର ଲଗାତାର ପ୍ରଯତ୍ନ କରି ଚାଲିଛନ୍ତି, ଏହି ସମୟରେ ରିଜର୍ବ ବ୍ୟାଙ୍କ ତାଙ୍କ ସାହାଯ୍ୟ ଦ୍ଵାରା ଖୋଲି ଦେଇଛନ୍ତି, ଆରବିଆଇ ରେପୋ ରେଟ ରେ ୭୫ ବେସୀସ ପୟେନ୍ଟ କାଟିଛନ୍ତି, ଏହି କଟୋତି ପରେ ରେପୋ ରେଟ ୫.୧୪ ଠାରୁ କମି ଯାଇ ୪.୪୫% ହୋଇଯାଇଛି । ତେବେ ଏହି ସମୟରେ ବ୍ୟାଙ୍କକୁ ଇଏମଆଇ ଦଉଥିବା ଲୋକଙ୍କୁ ବ୍ୟାଙ୍କ ତିନି ମାସ ପାଇଁ ଆରାମ ଦେଇଛନ୍ତି ।

ଏଠାରେ ସ୍ପଷ୍ଟ ଭାବରେ ଏହା କୁହା ଯାଇଛି ଯେ ଆରବିଆଇ ଏହା ଆଦେଶ ଦେଇ ନାହାନ୍ତି କେବଳ ସୁଝାବ ଦେଇଛନ୍ତି ।

କୁହା ଯାଉଛି ଯେ ଏବେ ସବୁକିଛି ବ୍ୟାଙ୍କ ହାତରେ ଅଛି, ତେବେ ଏହା ପୂର୍ଣତଃ ବ୍ୟାଙ୍କ ନିଷ୍ପତ୍ତି ହବ ଯେ ଲୋକଙ୍କୁ ଇଏମଆଇ ଛୁଟ ଦିଆ ଯିବ କି ନାହିଁ ।

– ଏହା ଛଡା ବ୍ୟାଙ୍କ ଉପରେ ଏହା ନିର୍ଭର କରେ ଯେ କେଉଁ ଇଏମଆଇ ଉପରେ ସେ ଛୁଟ ଦେଇପାରିବେ, ଏହାର ସ୍ପଷ୍ଟ ଅର୍ଥ ରିଟେଲ, କମର୍ଷିୟଲ ବା ଅନ୍ୟ ପ୍ରକାର ଲୋନ ନବା ଲୋକଙ୍କ ପାଇଁ ଗୋଟେ ପ୍ରକାର କନ୍ଫ୍ୟୁଜନ ଅଟେ ।

– ଆରବିଆଇ ଦ୍ଵାରା ରେପୋ ରେଟ କାଟିବା ଏକ ଐତିହାସିକ ନିଷ୍ପତ୍ତି ଅଟେ, ଏହା ଆରବିଆଇ ଇତିହାସ ରେ ବହୁତ ବଡ କଟୋତି ନିଷ୍ପତ୍ତି ଅଟେ ।

– ରେପୋ ରେଟ କମେଇବା ଦ୍ଵାରା କେତେକ ହୋମ, କାର ବା ଅନ୍ୟ ପ୍ରକାର ଇଏମଆଇ କରିଥିବା ଲୋକଙ୍କ ପାଇଁ ଏହା ଲାଭକରି ହୋଇ ପାରିବ ଏହାର ଆଶା ଅଟେ ଯାହା ଦ୍ଵାରା କୋଟି କୋଟି ଲୋକଙ୍କୁ ଆରାମ ମିଳିବ । ଏହା ସହ ଲୋନ ନାଉଥିବା ଲୋକଙ୍କୁ ମଧ୍ୟ ଲାଭ ପ୍ରାପ୍ତ ହବ ।

– ଆରବିଆଇ ଜିଡିପି ଗ୍ରୋଥ ରେଟ ଏବଂ ମହଙ୍ଗା ରେଟ ଉପରେ ଆଙ୍କଡା ଜାରି କରି ନାହାନ୍ତି, ଏହା ପ୍ରଥମ ଥର ପାଇଁ ହୋଇଛି ଯେ ଆରବିଆଇ ଆଙ୍କଡା ରେଡି କରି ନାହାନ୍ତି ।

– ଆରବିଆଇ ଗବର୍ନର କହିଛନ୍ତି ଯେ କେଶ ରିଜର୍ବ ରେଶିୟୋ (ସିଆରଆର)ରେ ୧୦୦ ବେସୀସ ପୟେନ୍ଟ କମିଯାଇ ୩% କରା ଯାଇଛି, ଏହା ଗୋଟେ ବର୍ଷ ପାଇଁ କରା ଯାଇଛି ।

– ଆରବିଆଇ ଗଭର୍ନର ଅନୁଯାଇ ସବୁ କମର୍ଷିୟଲ ବ୍ୟାଙ୍କ ବ୍ୟାଜ ଓ କରଜ ଭୁକ୍ତାନ ପାଇଁ ୩ ମାସ ଛୁଟ ଦିଆ ଯାଉଛି, ଏହି ନିଷ୍ପତ୍ତି ଦ୍ଵାରା ୩.୭୪ ଲକ୍ଷ କୋଟି ଟଙ୍କା ନକଦ ସିଷ୍ଟମ ପାଖକୁ ଆସିବ ।

Leave a Reply

Your email address will not be published. Required fields are marked *