ଶାଶୁଘରେ ରାଜ କରିଥାନ୍ତି ଏହି 6ଟି ନାମର ଝିଅ ଝିଅମାନେ, ସମସ୍ତଙ୍କ ପ୍ରିୟ ହୋଇଥାନ୍ତି- Jyotisha Shastra

ଶାସ୍ତ୍ର ଅନୁଯାୟୀ ଯେଉଁ ନାରିଙ୍କ ଠାରେ ଏଭଳି କିଛି ଲକ୍ଷଣ ରହିଥାଏ ତେବେ ସେହି ଘରର ଉନ୍ନତି ହେବା ସହ ସେମାନଙ୍କର ସ୍ଵାମୀ ଭାଗ୍ୟବାନ ହୋଇଥାନ୍ତି । ଏଭଳି ନାରୀ ଘରେ ଥିଲେ ସେହି ଘରର ସଦସ୍ଯଙ୍କୁ ସଫଳତା ମିଳିଥାଏ । ଯେଉଁ ବ୍ୟକ୍ତିଙ୍କ ଜୀବନରେ ଆସୁଥିବା ଜୀବନ ସାଥିଙ୍କ ବିଷୟରେ ଜାଣିବା ପାଇଁ ଜିଜ୍ଞାସା ରହିଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଶରୀରର ଗଠନ ଓ ଚିହ୍ନ ଦେଖି ବ୍ୟକ୍ତି ବିଷୟରେ ଜାଣି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଶାଶୁଘରେ କେଉଁ ନାମର ଝିଅମାନେ ରାଜ କରିଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- A ନାମର ଝିଅ ମାନେ : ଯେଉଁ ଝିଅଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କୁହାଯାଏ ଏମାନଙ୍କ ଯୋଡି ଉପରୁ ତିଆରି ହୋଇ ଆସିଥାଏ । ଏମାନେ ଶାଶୁଘରେ ସର୍ବଦା ଖୁସିରେ ରହିବା ସହ ଘରର ସଦସ୍ୟ ମାନଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ ନିଜର ସ୍ଵଭାବ ଓ ବ୍ୟବହାର ଦ୍ଵାରା ସମସ୍ତଙ୍କର ହୃଦୟ ଜିଣିଥାନ୍ତି । ଏମାନଙ୍କର ଜୀବନ ସାଥି ମଧ୍ୟ ଏମିତି ମିଳିଥାଏ ଯେଉଁ ମାନେ ତାଙ୍କର ସାଥ ଦେଇଥାନ୍ତି । ଏମାନେ ଶାଶୁଘରେ ସବୁବେଳେ ରାଜ କରିଥାନ୍ତି ।

୨- D ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ବାମୀଙ୍କ ସହ ଶାଶୁଘରର ଲୋକଙ୍କର ଯତ୍ନ ନେବା ସହ ସମ୍ମାନ ମଧ୍ୟ କରିଥାନ୍ତି । ସ୍ବଭାବରେ ସେଂସିଭିଟି ହେବା କାରଣରୁ ଏମାନଙ୍କର ଅନ୍ୟ ମାନଙ୍କ ପ୍ରତି ଦୟା ଭାବନା ରହିଥାଏ । ଏମାନଙ୍କୁ ବହୁତ ଭଲ ପାଉଥିବା ସାଥୀଟି ମିଳିବା ସହ ଏମାନଙ୍କର ସବୁ କ୍ଷେତ୍ରରେ ଭଲ ଦକ୍ଷତା ଠିବାରୁ ଏମାନେ ଶାଶୁଘରେ ରାଜ କରିଥାନ୍ତି ।

୩- M ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସ୍ବଭାବରେ ସାନ୍ତ ହେବ ସହ ସବୁ କମ ଠିକ ପ୍ରକ୍ରିୟାରେ କରିଥାନ୍ତି । ଶାଶୁଘରେ ସମତାଙ୍କର ଯତ୍ନ ନେବା ଓ ସତ କହୁଥିବା ଅଭ୍ୟାସକୁ ନେଇ ଏମାନେ ଶାଶୁଘରେ ଖୁବ ମାନ ସମାନ ପାଇଥାନ୍ତି । ଏମାନଙ୍କର ଇଜ୍ଜତ ଶାଶୁଘରେ ମହାରାଣୀଙ୍କ ଠାରୁ କମ ହୋଇ ନ ଥାଏ ।

୪ – S ନାମର ଝିଅମାନେ : ଏଭଳି ନାମ ଥିବା ଥିବା ଝିଅମାନେ ଆତ୍ମବିଶ୍ବାସୀ ହୋଇଥିବାରୁ ବହୁତ ଜଲ୍ଦି ଶାଶୁଘରର ଲୋକଙ୍କର ବିଶ୍ଵାସ ଜିଣିଥାନ୍ତି । ଏମାନଙ୍କର ସାଥି ବହୁତ ଲକି ହୋଇଥାନ୍ତି ।

୫- P ନାମର ଝିଅମାନେ : ଶାସ୍ତ୍ର ଅନୁଯାୟୀ ଏହି ନାମର ଝିଅମାନେ ଶାଶୁଘରେ ମହାରାଣୀ ଭଳି ରହିବା ସହ ନିଜ ସାଥି ଓ ପରିବାରର ଖୁବ ଭଲ ଭାବେ କେୟାର ନେଇଥାନ୍ତି ।

୬- R ନାମର ଝିଅମାନେ : ଶାସ୍ତ୍ର ଅନୁଯାୟୀ ଏହି ନାମର ଝିଅମାନେ ସମାଜରେ ନିଜର ଅଲଗା ପରିଚୟ କରିଥାନ୍ତି । ଏମାନେ ନିଜର ଶାଶୁଘର ଓ ଜୀବନ ସାଥୀଙ୍କୁ ବହୁତ ଇଜ୍ଜତ ଦେଇଥାନ୍ତି ଯାହା କାରଣରୁ ଏମାନେ ଶାଶୁଘରେ ରାଜ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *