ବାଛନ୍ତୁ ଆପଣଙ୍କ ପସନ୍ଦର ଭଗବାନ ଗଣେଶ ଓ ଜାଣନ୍ତୁ ନିଜର ଭବିଷ୍ୟତ

ଆମ ମାନଙ୍କ ମଧ୍ୟରୁ ଏମିତି କେହି ଜଣେ ନାହାନ୍ତି ଯିଏ ଭବିଷ୍ୟତ ବିଷୟରେ ଜାଣିବାକୁ ଇଚ୍ଛା କରି ନ ଥାନ୍ତି । ତେବେ ସତରେ କଣ ଭବିଷ୍ୟତ ବିଷୟରେ ଜାଣି ହୁଏ । ହସ୍ତ ରେଖା ବିଦ୍ୟା ହେଉ ବା ଜ୍ଯୋତିଷ ଶାସ୍ତ୍ର ହେଉ ସବୁଥିରେ ଭବିଷ୍ୟତ ଜାଣିବାର କିଛି ଉପାୟ ରହିଛି । ଏଥିରୁ ଆପଣ ଅନୁମାନ ଲଗାଇ ପାରିବେ ଆଗାମି ଜୀବରେ କଣ ଘଟିବାକୁ ଯାଉଛି । ଯଦି ଆପଣଙ୍କ ଜୀବନରେ ଭୁଲ ରହୁଛି ତେବେ ସୁଧାରୀବାକୁ ଚେଷ୍ଟା କରିବେ । ଆଜି ଆମେ ଆପଣଙ୍କୁ ଭଗବାନ ଗଣେଶଙ୍କ ମୂର୍ତ୍ତି ଚୟନ କରି ଭବିଷ୍ୟତ ବିଷୟରେ ଜାଣି ପାରିବେ ତାହା କହିବାକୁ ଯାଉଛୁ ।

୧- ଏକଦନ୍ତ : ବର୍ତ୍ତମାନ ଆପଣଙ୍କର କୁଫଳଦାୟୀ ଦଶା ରହିଛି । ଯଦି ଆପଣଙ୍କୁ ଏହି କଥାରେ ବିଶ୍ଵାସ ରହୁଛି ତେବେ ବିଦ୍ଵାନ ପଣ୍ଡିତଙ୍କ ସହ ବିଚାର କରନ୍ତୁ । ବର୍ତ୍ତମାନ ଆପଣ ଗୋଟିଏ କାର୍ଯ୍ୟ ଚିନ୍ତା କରିବେ ଆଉ ଗୋଟେ କାର୍ଯ୍ୟରେ ଫଶୀ ଯାଉଛନ୍ତି । ଏଥିରେ ମନ୍ଦ ଫଳର ସମ୍ଭାବନା ଅଧିକ ରହିଛି । ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ବିଫଳ ହେଉଛନ୍ତି । ଗ୍ରହ ମାନଙ୍କର ସ୍ଥିତି ଶୁଭ କାମରେ ବାଧା ଆଣୁଛନ୍ତି ।

ଆପଣ ବହୁତ ଦାନ ଓ ଧାର୍ମିକ ପ୍ରକୃତିର ଅଟନ୍ତି । ଆପଣଙ୍କର ସରଳତାର ଫାଇଦା ଲୋକେ ଉଠାଇଥାନ୍ତି । ଆପଣଙ୍କ ଉପରେ ଶନି ମହାରାଜଙ୍କ କୃପା ରହୁଛି । ଆପଣ ଅନ୍ୟର ଅନିଷ୍ଟ ଚିନ୍ତା କରନ୍ତୁ ନାହି । ମାତା ପିତାଙ୍କ ଆଶୀର୍ବାଦ ରହୁଛି । ପିତା ମାତାଙ୍କର ସେବନ କରିଲେ ମାତୃ କଷ୍ଟରୁ ମୁକ୍ତି ପାଇବେ । ସନ୍ତାନଙ୍କର ଚିନ୍ତାରେ ରହିଛି । ଜୀବନ ସାଥିଙ୍କ ସହ ମତାନ୍ତର ହେଉଥିଲେ ତାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ ।

୨- ଗଜାନନ : ଆପଣ କର୍ମ କରି ଚାଲିଲେ ଧନର ପ୍ରାପ୍ତି ହେବ । ଶରୀରରେ କୌଣସି ପୀଡା ରହିଥିଲେ ଆରୋଗ୍ଯ ହେବ । ସନ୍ତାନ ମାନେ ଭାଗ୍ଯର ଦିଗରେ ଆଗକୁ ବଢିବେ । ଆପଣ ଛୋଟ ଛୋଟ ପିଲାଙ୍କୁ ଉପହାର ସ୍ୱରୂପ କିଛି ଖେଳଣା ବା ମିଠା ଖାଦ୍ୟ ଖାଇବାକୁ ଦେଲେ ଜୀବନରେ ଅନେକ ସୁଫଳ ମିଳିବ ।

କୃଷ୍ଣଙ୍କ ଲୀଳା ଅନୁଷ୍ଠାନ ଘରେ କରିପାରିବେ । ଜୀବନରେ ଅନେକ ପରିବର୍ତ୍ତନ ଆସି । ଭବିଷ୍ୟତ ପାଇଁ ଯାହା ଚିନ୍ତା କରିଛନ୍ତି ତାହା ପୁରା ହେବ । ବିଦାୟ ଆପଣଙ୍କୁ ପଛକୁ ନେଉଛି । ଆଗାକୁ ଆପଣ ଉତ୍ତମ ଜ୍ଞାନର ଅଧିକାରୀ ହେବେ ।

୩- ଗଣପତି : ଆପଣ ଗମ୍ଭୀର ସ୍ଵଭାବ ବ୍ୟକ୍ତି ହୋଇଥିବାରୁ ସହଜରେ କୌଣସି କଥା ବିଶ୍ଵାସ କରନ୍ତି ନାହି । କୌଣସି କ୍ଷେତ୍ରରେ ଆଗକୁ ଯିବାକୁ ବିଚାର କରିଥାନ୍ତି ଯାହା ପାଇଁ ଜୀବନରେ ପଛରେ ରହିଥାନ୍ତି । ଏହାର ସୁଫଳ ମଧ୍ୟ ମିଳିଥାଏ । ସବୁବେଳେ ସୁରକ୍ଷିତ ଭାବେ ରହିବାକୁ ପସନ୍ଦ କରିଥାନ୍ତି । ଅତ୍ୟଧିକ ଭୟଭୀତ କାମ ହାତକୁ ନେବାକୁ ଭୟ କରିଥାନ୍ତି ।

କିନ୍ତୁ ଆପଣ ଯେଉଁ କାମରେ ହାତ ଦେଇଥାନ୍ତି ତାହା ପୁରା କରିଥାନ୍ତି । ମନରେ ଥିବା ଖରାପ ଚିନ୍ତାକୁ ଭୁଲି ଯାଅନ୍ତୁ । ଧନ ସମ୍ପତି ଫେରି ପାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *