ମେଷ ରାଶି! 7 ରୁ 27 ଜୁନ, ସବୁ ସ୍ଵପ୍ନ ହେବ ସତ, ବଦଳିଯିବ ଇତିହାସ- Astrology

ଆମ ରାଶି ମାନଙ୍କ କଥା ଯଦି ଆମେ କହିବା ତ ଆମେ ଜାଣି ପାରିବା କି ଆମ ଭାଗ୍ଯର ଉଦୟ ଓ ପତନ ଆମ ଜାତକ ଉପରେ ଓ ଗ୍ରହ ମାନଙ୍କ ଉପରେ ନିର୍ଭର କରି ଥାଏ ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯେଉଁ ସମୟ ଦେଇକି ଗତି କରୁଛେ ତାହା ଆମେ ଆମ ଗ୍ରହ ମାନଙ୍କ ଚଳନ ଦ୍ଵାରା ସୃଷ୍ଟି ହୋଇଥିବା ସମୟ ଆମ କର୍ମ ର ଫଳ ର ମିଶା ମିଶି ଫଳ ଆମକୁ ମିଳିଥାଏ । ଆମ ପରିସ୍ଥିତି ଖରାପ ଥିଲେ ଭି ଆମେ ଯଦି ଭଲ କାମ କରୁଛେ ତେବେ ଆମ ପାଇଁ ଏହା ଭଲ ହୋଇ ଥାଏ ।

ଆମେ ଯଦି ଖରାପ କାମ କରୁଛେ ତେବେ ପରିସ୍ଥିତି ଭଲ ଥିଲେ ମଧ୍ୟ ଆମେ ଖରାପ ପରିଣାମ ପାଇ ଥାଉ । ତେବେ ଆଜି ଆମେ ଆପଣଙ୍କୁ ମେଷ ରାଶିର ଲୋକଙ୍କ ପାଇଁ ଆସନ୍ତା 7 ତାରିଖରୁ ଜୁନ ମାସ ର 27 ଯାଏ ସମୟ କିଭଳି ଭାବେ ରହିବ ।

ଯଦି ଆପଣ ନିଜ ରାଶି କଥା ଜାଣି ନାହାନ୍ତି ତେବେ ଆପଣ ନିଜ ନାମର ପ୍ରଥମ ଅକ୍ଷର ରୁ ନିଜର ରାଶି ଜାଣି ପାରିବେ । ଆପଣଙ୍କ ନାମ ଯଦି ଚୁ, ଚେ, ଚ, ଲୋ, ଲୁ, ଲେ, ଆ, ରେ ହୋଇଥାଏ ଆରମ୍ଭ ତେବେ ଆପଣଙ୍କ ରାଶି ମେଷ ରାଶି ଅଟେ ।

ଆପଣ ଜନ୍ମ ଦିନର ତାରିଖ ହିସାବରେ ମଧ୍ୟ ଜାଣି ପାରିବେ କି ଆପଣ ମେଷ ରାଶିର ଅଟନ୍ତି ଆପଣ ଯଦି 9, 18, 27 ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ମେଷ ରାଶିର ଜାତକ ଅଟନ୍ତି । ମେଷ ରାଶିର ସ୍ଵାମୀ ଗ୍ରହ ମଙ୍ଗଲ ଥାନ୍ତି ଯାହା ପାଇଁ ଏହାଙ୍କ ଶୁଭ ରଙ୍ଗ ନାଲି ବୋଲି ଧାରା ଯାଇ ଥାଏ ।

ଆପଣ ଯଦି ମଙ୍ଗଳବାର ଦିନ ଉପବାଷ କରିବେ ତେବେ ଆପଣ ମଙ୍ଗଳ ଦେବଙ୍କ ସହ ହନୁମାନ ଜି ଓ ଶନି ଦେବନକ ଦୟା ମଧ୍ୟ ପାଇବେ । ତେବେ ଆପଣ କିଛି କାମକୁ ନେଇକି ବ୍ୟସ୍ତ ରହି ପାରନ୍ତି । ନିଜ ବ୍ୟବଶାୟ ଆଗକୁ ନେବା ପାଇଁ ଆପଣ କରୁଥିବା ଚେଷ୍ଟା ସଫଳ ହେବ ।

ବୈବାହିକ ଜୀବନରେ ସବୁ ଦିନ ପାଇଁ ଖୁଶି ଆସିବ । ଆପଣ ଯଦି କେସ କରିଛନ୍ତି କିମ୍ବା ଲଢୁଛନ୍ତି ଆପଣଙ୍କ ସପକ୍ଷରେ ଜୀବ ଫଏସଲା । ଆପଣଙ୍କ ପାଇଁ ଏହି ସମୟ ଭଲ ଥିବାରୁ ଆପଣ ବହୁତ ସାରା ନୂଆ ବନ୍ଧୁ କିମ୍ବା ଶୁଭକାଙ୍ଖି ଙ୍କ ସହ ମିସିବେ । ଘର କିମ୍ବା ଜାଗାକୁ ନେଇ ଆପଣ ଏବେ ଚିନ୍ତା ମୁକ୍ତ ହେବେ । ଆପଣଙ୍କ ପରିବାରେ ଚାଲି ଥିବା ବିବାଦ ଏବେ ସମାପ୍ତ ହୋଇଯିବ ।

ଆପଣ ଯଦି ପାରୁଛନ୍ତି ସକାଳୁ କିଛି ଚାଉଳ ପାରା ଙ୍କୁ ଖାଇବା ପାଇଁ ଦିଅନ୍ତୁ ଦେଖିବେ ଭଲ ପରିଣାମ ପାଇବେ । ରାତିରେ ତିଆରି ହେଉଥିବା ରୁଟି ରୁ ପ୍ରଥମ ଟି ଗାଈ ପାଇଁ ଓ ଶେଷ ଟି କୁକୁର ପାଇ ରଖନ୍ତୁ । ଆପଣ ଙ୍କ ପଡୋଶୀ ସହ ନିଜ ସମ୍ପର୍କ କୁ ଭଲ କରିବା ପାଇ ଚେଷ୍ଟା କରନ୍ତୁ ସମାଜରେ ଆପଣଙ୍କ ନାମ ଓ ସମ୍ମାନ ଉଭୟ ବଢିବ । ଯାହା ଆପଣଙ୍କ ଆଗାମୀ ପିଢୀ ପାଇଁ ଖୁବ ସାହାଜ୍ଯ କରି ସାବ୍ୟସ୍ତ ହେବ ।

Leave a Reply

Your email address will not be published. Required fields are marked *