ଶାଶୁଙ୍କୁ ଗୋଡେଇ ଗୋଡେଇ ପିଟିଲା ବୋହୁ, Video ହେଉଛି ନିଆଁ ପରି ଭାଇରାଲ

ଆଜିର ଆମର ଏହି ଲେଖାରେ ରହିଛି ଏମିତି ଏକ ମ-ର୍ମା-ନ୍ତ-କ କାହାଣୀ ଯେଉଁଠି ଶାଶୁକୁ ଗୋ-ଡା-ଇ ଗୋ-ଡା-ଇ ବୋହୁ ମା-ରୁ-ଛି । କେତେବେଳେ ଘରେ ତ ଘର ବାହାରେ ଅ-କ-ଥ-ନୀ-ୟ ମା-ଡ ମା-ରୁ-ଛି ବୋହୁ ତା ଶାଶୁ ଯାହାକୁ ଦେଖିଲେ ବିଶ୍ଵାସ କରି ହେବ ନାହି ।

ଏଭଳି ଅଭାବନୀୟ ଦୃଶ୍ୟ ଘଟିଛି ବଲାଙ୍ଗୀର ସହର ବରପାଲି ପଡାରେ ଯେଉଁଠି କେତେବେଳେ ବୋହୁ ଶାଶୁକୁ ଚପଲରେ ମା-ରୁ-ଛି ତ କେତେବଳେ ହାତରେ ମା-ରୁ-ଛି ଯାହାର ଭି-ଡି-ଓ ବର୍ତ୍ତମାନ ଖୁବ ଜୋରସୋରରେ ଭା-ଇ-ରା-ଲ ହେବାରେ ଲାଗିଛି । ବିଧବା ଶାଶୁ ସାବିତ୍ରୀ ରାଉତ ତାଙ୍କ ବଡ ବୋହୁ ମଞ୍ଜୁଲତା ରାଉତ ନି-ର୍ଯ୍ୟା-ତ-ନା ଦେଉଥିବାର ଅ-ଭି-ଯୋ-ଗ କରିଛନ୍ତି ।

ଗତ କିଛି ଦିନ ହେବ ମଞ୍ଜୁଲତାଙ୍କ ସହ ତାଙ୍କ ମା ଓ ତାଙ୍କର ଜଣେ ସାଙ୍ଗ ସାବିତ୍ରୀଙ୍କୁ ଘର ବାହାରେ ଘୋ-ଷା-ଡ଼ି ଆଣି ଚପଲରେ ମା-ଡ ମା-ରୁ-ଥି-ବା-ର ଏହି ଭି-ଡି-ଓ ରୁ ସ୍ପଷ୍ଟ ହେଉଛି । ସାବିତ୍ରୀଙ୍କ ବଡ ପୁଅ ଗତ ଦେଢ ବର୍ଷ ହେବ ଆ-ର ପା-ରି-କୁ ଚାଲି ଯାଇଥିବାରୁ ସେ ତାଙ୍କ ବଡ ବୋହୁଙ୍କ ପାଖରେ ରୁହନ୍ତି । କେତେକ ସମୟରେ ଦୁଇ ଶାଶୁ ଓ ବୋହୁ ମଧ୍ୟରେ କ-ଳ-ହ ଲାଗୁଥିଲା । ଏହା ସହ ବୋହୁ ମା-ଡ ମା-ରୁ-ଥି-ବା-ର ମଧ୍ୟ ଅ-ଭି-ଯୋ-ଗ ସାବିତ୍ରୀ ଟାଉନ ଥା-ନା-ରେ କରିଥିଲେ ମଧ୍ୟ ଏ ଯାଏଁ ତାଙ୍କର ଅ-ଭି-ଯୋ-ଗ ଉପରେ କିଛି ବି କାର୍ଯ୍ୟକାରୀ ହୋଇ ନାହି ।

ତେଣୁ ସାବିତ୍ରୀ ବାଧ୍ୟ ହୋଇ ଆଜି ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଏହା ପରେ ଏସିପି ଟାଉନ ଥା-ନା-ରେ ଦୁଇ ଶାଶୁ ବୋହୁଙ୍କୁ ଡକାଇ ଘ-ଟ-ଣା କଣ ରହିଛି ତାହା ଜାଣିବା ସହ ବୁଝାମଣା କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଶାଶୁ ସାବିତ୍ରୀ ବୋହୁ ମଞ୍ଜୁଲତା ଉପରେ କଡା କା-ର୍ଯ୍ୟା-ନୁ-ଷ୍ଠା-ନ ନେବାକୁ ଦାବି କରିଛନ୍ତି ।

ସାବିତ୍ରୀ ନିଜ ରାଏ ରେ କହିଛନ୍ତି ଯେ ତାଙ୍କ ପ୍ରତି ହେଉଥିବା ଅ-ତ୍ୟା-ଚା-ର ବା ନି-ର୍ଯ୍ୟା-ତ-ନା ପାଇଁ ତାଙ୍କ ବୋହୁ କୁ କଠିନରୁ କଠିନ ଦ-ଣ୍ଡ ମିଳିବା ଉଚିତ । ଏହି ଘ-ଟ-ଣା ରୁ ସ୍ପଷ୍ଟ ହେଉଛି ଯେ କିପରି ଜଣେ ନିରୀହ ବି-ଧ-ବା ମହିଳାଙ୍କୁ ତାଙ୍କ ବୋହୁ ଅ-ତ୍ୟା-ଚା-ର ଉପରେ ଅ-ତ୍ୟା-ଚା-ର କରି ଚାଲିଛି ଯାହା ଆମ ସମାଜ ପାଇଁ ନି-ନ୍ଦ-ନୀ-ୟ ଘ-ଟ-ଣା ଅଟେ ।

ଶାଶୁ ମା ସମାନ ହୋଇଥିବାରୁ ତାଙ୍କୁ ସମାନ ଦେବା ସବୁ ବୋହୁର କର୍ତ୍ତବ୍ୟ ହୋଇଥିବା ବେଳେ ଏହି ଘ-ଟ-ଣା ରେ ଶାଶୁକୁ କେବେ ଚପଲରେ ତ କେବେ ହାତରେ ମା-ଡ ମ-ରା ଯା-ଇ-ଛି ଯାହା ଅତି ଲ-ଜ୍ୟା ଜ-ନ-କ ଅଟେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *