ସ୍ଵାମୀଙ୍କୁ ୩ଦିନ ଲେଖା ଭାଗ କରିଲେ ଦୁଇ ଜଣ ସ୍ତ୍ରୀ, ରବିବାର କାହା ସହ ରହିବ ସ୍ୱାମୀ? ପୁରା ଘଟଣା ଜାଣି ଉଡିଯିବ ହୋସ

ଆଜିକାଲି ଆମ ଦେଶରେ ଦୁଇଟି ବିବାହ କରିବା ଏକ ସାଧାରଣ ଘ-ଟ-ଣା ହୋଇ ଗଲାଣି । ଆଜିର ଆମର ଏହି ଲେଖାରେ ଏମିତି କିଛି ଅଜବ ଘ-ଟ-ଣା ରହିଛି ଯେଉଁଠି ଯୁବକ ଜଣକ ସ୍ତ୍ରୀ ଥିବା ସତ୍ବେ ମଧ୍ୟ ନିଜ ପ୍ରେମିକା କୁ ଦିତୀୟ ଥର ବିବାହ କରିଛନ୍ତି ।

ଏହି ପରି ଏକ ବିଚିତ୍ର ମାମଲା ରାମପୁର ଜିଲ୍ଲାର ଆଜିମନଗର ପୋ-ଲି-ସ ଷ୍ଟେସନ ଅଞ୍ଚଳର ଦୌକୂପୁରୀ ତଣ୍ଡା ଗାଁରେ ଘଟିଛି । ଯୁବକ ଦିତୀୟ ବିବାହ କରିବା ପରେ ସେଠିକାର ପଞ୍ଚାୟତ ସ୍ଵାମୀକୁ ପ୍ରତି ସପ୍ତାହରେ ତିନି ତିନି ଦିନ ପାଇଁ ଉଭୟ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି ।

ଯୁବକ ଜଣକ ସପ୍ତାହର ୩ ଦିନ ପ୍ରଥମ ସ୍ତ୍ରୀ ପାଖରେ ଓ ଆଉ ୩ ଦିନ ଦିତୀୟ ସ୍ତ୍ରୀ ପାଖରେ ରହିବ ବୋଲି ନିର୍ଧାରିତ କରା ଯାଇଛି ଯାହା ଅଜବ ପ୍ରକାରର ଘ-ଟ-ଣା ହୋଇଛି । ସୂଚନା ଅନୁସାରେ ତକମିଲ ଅହମଦ ନାମକ ବ୍ୟକ୍ତି ଫେସବୁକରେ ଆସାମର ପରଭିନ ନାମକ ଯୁବତୀଙ୍କ ସହ ବନ୍ଧୁତା କରିଥିଲେ । ଯୁବକ ଜଣକ ବିବାହ କରି ନହନ୍ତି ବୋଲି ପରଭିନଙ୍କୁ ଜଣାଇ ଥିଲେ । ଏହା ଶୁଣିବା ପରେ ପରଭିନ ଆସାମରୁ ଚଣ୍ଡିଗଡ ଆସି ତକମିଲଙ୍କ ସହ ପ୍ରାୟ ୩ ମାସ ଏକାଠି ରହିଲେ ।

ଗତ ୩ ମାସ ପରଭିନ ତକମିଲଙ୍କ ସହ ରହିବା ପରେ ଅଚାନକ ପରଭିନଙ୍କୁ କିଛି ନ ଜଣାଇ ତାଙ୍କ ଗାଁ କୁ ପଳାଇ ଆସିଥିଲେ । ଏହା ପରେ ପ୍ରଭିନ ଯୁବକ ଜଣଙ୍କର ଗତ ୧ ମାସ ଅପେକ୍ଷା କରିବା ପରେ ଆସାମ ଫେରି ଯାଇଥିଲେ । ଆସାମରେ ପହଞ୍ଚିବା ପରେ ପରଭିନ ସନ୍ତାନକୁ ଜନ୍ମ ଦେଇଥିଲେ । ସନ୍ତାନ ଜନ୍ମ ହେବାର ୩ ମାସ ପରେ ସେ ନିଜ ସ୍ଵାମୀଙ୍କୁ ଖୋଜିବାକୁ ଘରୁ ବାହାରି ଥିଲେ । ବହୁତ ଦିନ ଧରି ଖୋଜିବା ପରେ ମହିଳା ଆୟୋଗ ଓ ପୋ-ଲି-ସ ସହାୟତାରେ ଯୁବତୀ ଜଣକ ରାମପୁରରେ ପହଞ୍ଚି ଥିଲେ । ସେଠାରେ ସମସ୍ତଙ୍କ ସହମତିରେ ଏକ ଚୁକ୍ତି ହୋଇଥିଲା ।

ଏହା ପରେ ଉଭୟଙ୍କର ବିବାହ ସଂପୂର୍ଣ୍ଣ ହୋଇଥିଲା । ଏହା ପରେ ଯାହା ଘଟିଲା ତାହା ବିଶ୍ଵାସ କରି ହେବ ନାହି । ଗାଁର ପଞ୍ଚାୟତ ଯୁବକଙ୍କୁ ପ୍ରଥମ ସ୍ତ୍ରୀ ସହ ସୋମବାର, ମଙ୍ଗଳବାର, ବୁଧବାର ଦିନ ରହିବେ । ଏହା ସହ ଦିତୀୟ ସ୍ତ୍ରୀ ସହ ଗୁରୁବାର, ଶୁକ୍ରବାର, ଶନିବାର ରହିବେ ବୋଲି ନିଷ୍ପତି ନେଇଥିଲେ । ରବିବାର ଦିନ ଯୁବକ ନିଜ ପିତା ମାତାଙ୍କର ସେବା କରିବେ ବୋଲି ଚୁକ୍ତି ହୋଇଥିଲା । ସୂଚନା ଅନୁସାରେ ଯୁବକ ଜଣକ ୩ ବର୍ଷ ପୂର୍ବେ ବ୍ଯାଂଲୋରରେ ପ୍ରଥମ ବିବାହ କରିଥିଲେ ।

ସେଠାରେ ସେ କାମ କରିବା ସମୟରେ ରୁଦ୍ରପୁରର ଜଣେ ଝିଅକୁ ମେସେଞ୍ଜରରେ ବନ୍ଧୁତା କରିଥିଲେ । ଏହା ପରେ ଦୁହେଁ ପରସ୍ପରକୁ ଭଲ ପାଇବା ପରେ ଯୁବତୀ ରୁଦ୍ରପୁରରୁ ବ୍ଯାଂଲୋରରେ ଆସି ପହଞ୍ଚି ଥିଲେ । ଏହା ପରେ ଦୁହିଙ୍କର ବିବାହ କିଛି ସମ୍ମାନୀତ ଲୋକଙ୍କ ସହମତିରେ ହୋଇଥିଲା । ଯୁବକର ଅନ୍ୟ ଜଣେ ତୃତୀୟ ସ୍ତ୍ରୀ ଅଛି ବୋଲି ମଧ୍ୟ ସୂଚନା ମିଳିଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *