ଆଜି ପୁଣି ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ କଣ ଅଛି ଆଜିର Gold Rate

ସୁନା ଆଉ ରୂପା ସବୁବେଳେ ମୂଲ୍ଯବାନ ହୋଇଥାଏ କାହିଙ୍କିନା ଏହା ଏମିତି ଏକ ସନ୍ତକ ଯାହା ଜୀବନ ସାରା ରଖିଲେ ବା ପିନ୍ଧିଲେ ନଷ୍ଟ ହୁଏ ନାହିଁ ଆଉ ଆପଣଙ୍କ ପରେ ଆପଣଙ୍କ ସନ୍ତାନ ମଧ୍ୟ ଏହାକୁ ବ୍ୟବହାର କରି ପାରିବେ । ତେବେ କଣ ଆପଣ ଜାଣିଛନ୍ତି ଆଜିଆର ସୁନା ରେଟ କେତେ କଣ ଅଛି ଆଉ କାଲୀ ଠାରୁ ଏହା କେତେ ବଢିଛି ବା କମିଛି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ।

ତେବେ ରୂପା ଦାମ ଆଜି କିଛି ଏହି ପ୍ରକାର ଅଛି ଆଜି ରୂପା ଗୋଟେ ଗ୍ରାମକୁ 68.40 ଅଛି, ୮ ଗ୍ରାମ ରୂପା ଦାମ 547.20 ଟଙ୍କା ଅଛି, ୧୦ ଗ୍ରାମ ରୂପା ଦାମ 684 ଟଙ୍କା ଅଛି, ଆଉ ୧୦୦ ଗ୍ରାମ ସୁନା ଦାମ 6,840 ଟଙ୍କା ଅଛି ଏହା ଛଡା ଗୋଟେ କେଜି ରୂପା ଦାମ 68,400 ଟଙ୍କା ଅଛି ।

୨୨ କେରେଟ ସୁନା ଦାମ :

ସୁନା ଦାମ ବର୍ତମାନ ଆହୁରି କମିବ ବୋଲି ଅଧ୍ୟୟନ କର୍ତା କହିଛନ୍ତି ତେବେ ବର୍ତମାନ ପାଇଁ ଭୁବନେଶ୍ବରରେ ଗୋଟେ ଗ୍ରାମ ୨୨ କେରେଟ ସୁନା ଦାମ 4,720 ଅଛି କିନ୍ତୁ କଣ ଆପଣ ଜାଣିଛନ୍ତି ଏହା କାଲୀ 4,735 ଟଙ୍କା ଥିଲା ତେବେ 15 ଟଙ୍କା କମି ଯାଇଛି । ୮ ଗ୍ରାମ ସୁନା ଦାମ 37,760 ଟଙ୍କା ଅଛି ତେବେ କାଲୀ ଏହା 37,880 ଟଙ୍କା ଥିଲା ଯାହା 120 ଟଙ୍କା କମି ଯାଇଛି ।

ତେବେ ୧୦ ଗ୍ରାମ ସୁନା ଦାମ 47,200 ଟଙ୍କା ଅଛି ଆଉ କାଲୀ ଏହା 47,350 ଥିଲା ଯାହା ଆଜି 150 ଟଙ୍କା କମି ଯାଇଛି । ତେବେ ୧୦୦ ଗ୍ରାମ ସୁନା ଦାମ 4,72,000 ଅଛି କିନ୍ତୁ କାଲୀ ଏହା 4,73,500 ଥିଲା ଯାହା ଆଜି 1,500 ଟଙ୍କା କମି ଯାଇଛି ।

୨୪ କ୍ୟାରେଟ ସୁନା ଦାମ :

ଗୋଟେ ଗ୍ରାମ ସୁନା ଦାମ 4,820 ଟଙ୍କା ଅଛି ଯାହା କାଲୀ 4,835 ଟଙ୍କା ଥିଲା ତେବେ ଗୋଟେ ଗ୍ରାମ ସୁନାରେ 15 ଟଙ୍କା କମି ଯାଇଛି । ୮ ଗ୍ରାମ ସୁନା ଦାମ 38,560 ଟଙ୍କା ଅଛି ଯାହା କାଲୀ 38,680 ଠିଆ ଆଜିକା ଦାମ ଅନୁଯାଇ 120 ଟଙ୍କା ଅଧିକ ଥିଲା । ୧୦ ଗ୍ରାମ ସୁନା ଦାମ ଅନୁଯାଇ 48,200 ଟଙ୍କା ଅଛି ଯାହା କାଲୀ 48,350 ଥିଲା 150 ଟଙ୍କା କମି ଯାଇଛି । ତେବେ ୧୦୦ ଗ୍ରାମ ସୁନା ଦାମ 4,82,000 ଟଙ୍କା ଅଛି ଯାହା କଲି 4,83,500 ଥିଲା ଆଜି 1,500 ଟଙ୍କା କମି ଯାଇଛି ।

Leave a Reply

Your email address will not be published. Required fields are marked *