ସତ ହେଲା ମାଳିକା ବଚନ … ପାହାଡରେ ଫୁଟିଲା ପଦ୍ମ । ପାହାଡରେ ରହିଛି ଦୈବୀ ଚିହ୍ନ ଆଉ ଦିବ୍ୟ କୁଣ୍ଡରେ ଫୁଟିଛି କଇଁ ଫୁଲ 

ଐଶ୍ବରିକତା ଓ ଅଲୌକିକତାର ଆଭାସ ମିଳେ ଏହି ପାହାଡ ଉପରେ । ଏହି ପାହାଡ ଗଞ୍ଜାମ ଜିଲର ଚମ୍ପେଇତ ପୁରା ଗ୍ରାମର ପର୍ବତ ଶିଖର ଅଟେ । ଏବଂ ଏହି ଦ୍ରୁଶ୍ଯ ଯାହା ଆପଣ ଦେଖୁଛନ୍ତି ଏହା ବୁଢା ଆମ୍ବ ଠାରୁ ଗୋଟିଏ କିଲୋମିଟର ଏହି ପର୍ବତ ମାଳା ଦେଶରେ ଅବସ୍ଥିତ ।

ଏହି ପାହାଡ ଉପରେ ଦୁଇ ଗୁମ୍ଫା ରହିଛି । ଏହି ଗୁମ୍ଫାରେ ବଡ ବଡ ପଥର ଦେହରେ ବାବା ଭୋଳାନାଥ, ଜଗନ୍ନାଥ, କଶ୍ଚପ ପଦ ଚିହ୍ନ ଓ ପର୍ବତ ଶିଖରରେ ପଦ୍ମା ମଧ୍ୟ ଫୁଟିଥିବା ଦେଖିବାକୁ ମିଳିଛି । ଏହି ଦ୍ରୁଶ୍ଯ ଦେଖିଲେ ମନେ ପଡେ ମହାପୁରୁଷ ଅଚ୍ୟୁତଙ୍କର ମାଳିକାର ଏକ ଲେଖା , ପର୍ବତ ଶିଖରେ ଫୁଟିଲା କଇଁ, ମସ୍ତକରେ ମୋହର ଲଗାଇ ଦିଅ ହେ ସାଇଁ ।

ସର୍ବଂ ଶିବମୟ ଜଗତ ଏହି ପାହାଡ ପଥରରେ ରହିଛି ଦଇବି ଚିହ୍ନ । ଆଉ ଦଇବି କୁଣ୍ଡ । ଏହି କୁଣ୍ଡ ମାନଙ୍କ ମଧ୍ୟରୁ ଗୋଟିଏ କୁଣ୍ଡରେ ଫୁଟିଛି କଇଁ ଫୁଲ । ବର୍ଷ ତମାମ ଏହି କୁଣ୍ଡରେ ବାବାଙ୍କ ହିସାବରେ ପଣି ଭାରି ରୁହେ, ଏହି ପାହାଡରେ ରହିଛି ପଦ ଚିହ୍ନ । ବାବଙ୍କ ହିସାବରେ ଏହି ପଦ ଚିହ୍ନ ଭଗବାନ ଶିବଙ୍କର ପାଦ ଚିହ୍ନ ଅଟେ ।


ଯାହା ପାହାଡର ଅନେକ ଜାଗାରେ ଦେଖିବାକୁ ମିଳେ । ବାବା କୁହନ୍ତି ପାହାଡର ଏହି ପଥରକୁ ଭାଙ୍ଗିବାକୁ ଆସିଥିଲେ ଜଣେ ପଥରିଆ ହେଲେ ତାଙ୍କର ଦୁଇଜଣ ସନ୍ତାନକ ମୃତ୍ୟୁ ପରେ ସେ ଜାଗା ଛାଡି ଚାଲିଯାଇଥିଲେ । ଦୁଗମ ପାହାଡରେ ଈଶ୍ବରଙ୍କ ଦର୍ଶନ ପାଇଛନ୍ତି କାଳିଆ ବାବା । ପାହାଡରେ ରହିଛି ଦୁଇଟି ଗୁମ୍ଫା ଜମ୍ବେଶ୍ଵର ଗୁମ୍ଫା ଆଉ ଭବାନୀ ଶଙ୍କର ଗୁମ୍ଫା । ଆଜିଠୁ ପ୍ରାୟ ଦଶ ବର୍ଷ ତଳେ ସ୍ଵପ୍ନରେ ବାବାଙ୍କୁ ଏହି ସ୍ଥାନର ସନ୍ଧାନ ମିଳିଥିଲା ।

ଆଉ କାଳିଆ ବାବା ଛୁଟି ଆସିଥିଲେ ଏଇ ଜାଗାକୁ । ସେ ସ୍ଵପ୍ନରେ ଯାହା ଦେଖିଥିଲେ ଏଠାରେ ସେ ଠିକ ସେଇଆ ଦେଖିବାକୁ ମିଳିଥିଲା । ଆଉ ତାଙ୍କୁ ପାଣି ଆଣି ତଳୁ ମନା କରଯାଇଥିଲା । ଆଉ ଭଗବଙ୍କୁ ଆଶୀର୍ବାଦରୁ ପାଣି ପାହାଡ ଉପରୁ ବାହାରିଲା ।

ପାଞ୍ଚଟି କୁଣ୍ଡାରୁ ତିନିଟା କୁଣ୍ଡ ବାହାରିଛି ଆଉ ଦୁଇଟି କୁଣ୍ଡ ଲୁଚିକି ଅଛି । ଆଉ ସେଇ ଦୁଇଟା ଭଗବାନଙ୍କ ଆଶୀର୍ବାଦ ହେଲେ ବାହାରିବ । ଆଉ ବହୁତ ଆଗ୍ରହର ସହିତ ବାବା କ୍ୟାମାରା ପର୍ଶନଙ୍କୁ ଭଗବାନଙ୍କର ପାଦ ଚିହ୍ନ ଗୁଡିକ ମଧ୍ୟ ଦେଖାଇଥିଲେ ।

ତେବେ ଗଣ ମାଧ୍ୟମରେ ଏହି ସ୍ଥାନର ରକ୍ଷଣା ବେକ୍ଷଣା ପାଇଁ ଗଣ ମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି କାଳିଆ ବାବା । ସଂସାରର ମୋହ ମାୟା ଛାଡି ବାବା ଏହି ପାହାଡକୁ ନିଜ ବାସସ୍ଥାନ ଭାବରେ ବାଛି ନେଇଛନ୍ତି । ଏହି ପାହାଡ ଭିତରେ ଧ୍ୟାନ ଡ଼ଟ ହୋଇ ନିଜ ଭିତରେ ଥିବା ସେଇ ଅଦୃସ୍ୟା ସତାକୁ ସେ ଖୋଜୁଛନ୍ତି । ଆଉ ଏହା ସହିତ ସମଗ୍ର ମାନବ ଜାତି ସହିତ ଏହି ସ୍ଥାନ ଆଉ ସ୍ଥାନର ଅଲୌକିକତା ର ଦଇବିତ୍ଵକୁ ବାଣ୍ଟିବା ପାଇଁ ବାବା ଆମର ମାଧ୍ୟମ ଖୋଜିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *