ଓଡିଶାର ସ୍କୁଲ ଝିଅ କରିଦେଲା ଗୋଟିଏ ବଡ କାମ, ମାତ୍ର 1400 ଟଙ୍କାରେ ପ୍ରସ୍ତୁତ କଲା 2 ଲକ୍ଷ ଟଙ୍କାର ଜିନିଷ

1400 ଟଙ୍କାରେ ପ୍ରସ୍ତୁତ କଲା 2 ଲକ୍ଷ ଟଙ୍କାର ଜିନିଷ

ଓଡିଶାର କୋଣ ଅନୁକୋଣରେ ବହୁତ ଭଲ ବିଦ୍ୟାର୍ଥୀ ଓ କୁନି ବୌଞ୍ଗାନିକ ଲୁଚି ରହିଛନ୍ତି  ।  ଖାଲି ଆବଶ୍ୟକ ସେମାନଙ୍କୁ ଖୋଜି ବାହାର କରି ଉଚିତ ଶିଖ୍ୟା ପ୍ରଦାନ କରିବାର ।  ଆଜିର ଏହି ଆରଟିକିଲରେ ଆମେ ଓଡିଶାର ଜଣେ କୁନି ବୌଞ୍ଗାନିକ ବିଷୟରେ କହିବାକୁ ଯାଉଛୁ, ଯିଏ ମାତ୍ର 1400 ଟଙ୍କାରେ ନୀର୍ମାଣ କରିଛି ଗୋଟିଏ ବହୁତ ଭଲ କାମିକା ଜିନିଷ ।  ହଁ ବନ୍ଧୁଗଣ ଓଡିଶାର ମାଲକାନାଗିରି ଜିଲ୍ଲାରେ ଆୟୋଜିତ ବିଞ୍ଗାନ ମେଳାରେ ପାଖା ପାଖୀ 60ରୁ ଅଧିକ ସ୍କୁଲ ଭାଗ ନେଇଥିଲେ, ଏବଂ ବିଞ୍ଗାନ ସମ୍ବନ୍ଧୀୟ ଅନେକ ପୋଜେକ୍ଟ ଆଣିଥିଲେ ।

ସେହି 60 ସ୍କୁଲ ମାନଙ୍କ ଭିତରୁ ମାଲକାନଗିରି ଜିଲ୍ଲାର ବାଲିଗୁଡା ପ୍ରାଥମିକ ବିଦ୍ୟାଳୟରୁ ଆସିଥିବା ଏକ କୁନି ଝିଅ ଏମିତି ପୋଜେକ୍ଟ ଆଣିଥିଲା, ଯାହା ସମସ୍ତଙ୍କୁ ଚକୀତ କରିଦେଲା ।  ସେହି ଝିଅଟିର ପୋଜେକ୍ଟ ସବୁ ଆକର୍ଷଣର କେନ୍ଦ୍ର ବିନ୍ଧୁ ଥିଲା ।  ଝିଅଟି ମୋବାଇଲକୁ ବ୍ୟବହାର କରି ଏମିତି ଏକ ଉପକରଣ ପ୍ରସ୍ତୁତି କରିଥିଲା, ଯାହା ସାହାଯ୍ୟରେ ଗୋଟିଏ ଜାଗାରେ ବସି ଗୃହର, ଯେ କୌଣସି ଇଲୋକ୍ଟ୍ରୋନିକ ସାମଗ୍ରୀକୁ ଚଲେଇ ହେବ ଓ ବନ୍ଦ କରିହେବ ।

ମୋବାଇଲେ ରେ ଚାଲିବ ଜନ୍ତ୍ରପାତୀ :

ମନୁଷ୍ୟ ଗୋଟେ ମୁହୁର୍ତ୍ତ ବି ବିନା ମୋବାଇଲରେ ରହି ପାରେନି ।  ହେଲେ ମୋବାଇଲ ଫୋନର ଯେତିକ ଫାଇଦା ସେତିକ ଖରାପ ବି ଆମ ପାଇଁ ।  ସେହି ବାଲିଗୁଡା ଗ୍ରାମର ଝିଅଟି ଆଧୁନିକ ଜୁଗରେ ଆଣ୍ଡ୍ରୋଏଡ ଫୋନର ନିଆରା ବ୍ୟବହାର ନାମକ ଏକ ପ୍ରୋଜେକ୍ଟ ଆଣିଥିଲା । ମୋବାଇଲା ସାହାଯ୍ୟରେ ଘରର ସମସ୍ତ ଯନ୍ତ୍ରପାତୀ ଚାଲି ପାରିବ ଓ ବନ୍ଦ ହେବ ମଧ୍ୟ ।

ମାତ୍ର 1400 ଟଙ୍କାରେ ଘରେ ଲଗାଇ ପାରିବେ ଏମିତି ଯନ୍ତ୍ର

ସ୍କୁଲର ଛାତ୍ରା ତୃଷ୍ଟି ଦ୍ବାରା ପ୍ରସ୍ତୁତ କରାଯାଇଥିବା ଯନ୍ତ୍ରଟିରେ ମାତ୍ର 1400 ଟଙ୍କା ଖର୍ଚ ହୋଇଛି ।  ଓ ଏହାକୁ ଯେକୌଣସି ବ୍ୟକ୍ତି ଚାହିଁଲେ ଘରେ ଲଗାଇ ପାରିବେ । ଟୃଷ୍ଟିର କହିବା ଅନୁସାରେ ସ ଏ ଯନ୍ତ୍ରଟି 60 ବର୍ଷରୁ ଅଧିକ ଲୋକ, ଯେଉଁମାନେ ଘରେ ଏକୁଟିଆ ରହୁଛନ୍ତି, ଚାଲା ବୁଲା ବେଶି କରି ପାରୁ ନାହାନ୍ତି, କେବଳ ସେହି ମାନଙ୍କ ପାଇଁ ହିଁ ପ୍ରସ୍ତୁତ କରିଛନ୍ତି ।  ଘରରେ ଏହି ସୁବିଧାୈ ପାଇବା ପାଇଁ ଆପଣଙ୍କୁ ଗୋଟିଏ ଇଲୋକ୍ଟ୍ରୋନିକ ଚିପ କିଣିବାକୁ ପଡିବ,ଯାହାର ଦାମ ମାତ୍ର 1400 ଟଙ୍କା ହେବ ।  ତାକୁ ଲଗାଇବା ପରେ ଘରର ସମସ୍ତ ବିଦ୍ୟୁତ ଟାଳୀତ ଯନ୍ତ୍ର ମୋବାଇଲ ସାହାଯ୍ୟରେ ଚଲାଇ ପାରିବେ ।

ଓଡିଶାର ଏହି ଝିଅ ବିଷୟରେ ଜାଣି ଆମକୁତ ଗର୍ବ ଲାଗୁଛି, ଏ ଝିଅ ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ । ଯଦି ଝିଅଟିର କାମ ପସନ୍ଦ ଆସିଥାଏ ତେବେ ଗୋଟିଏ ଲାଇକ ନିଶ୍ଚୟ କରିବେ.

Leave a Reply

Your email address will not be published. Required fields are marked *