ସେ ଆପଣଙ୍କୁ ଭଲ ପାଆନ୍ତି କି ନାହିଁ, ଜାଣିବାକୁ ଚାହୁଁଥିଲେ ବାଛନ୍ତୁ ତାଙ୍କ ନାମର ପ୍ରଥମ ଅକ୍ଷର- Love Quiz

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ମଜାଦାର କୁଇଜ ଗେମ ନେଇ ଆସିଛୁ । ଏଥିରେ ଆପଣ ଜାଣିପାରିବେ ଆପଣଙ୍କ ପ୍ରେମୀ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ବା ପ୍ରେମ କରିବାର ବାହାନା କରୁଛନ୍ତି ।  K ଅକ୍ଷର ପସନ୍ଦ କରିଥିଲେ ଆପଣଙ୍କ ପାଇଁ ତାଙ୍କର ପ୍ରେମ ସଚ୍ଚା ଅଟେ ।

G  ଅକ୍ଷର ପସନ୍ଦ କରିଥିଲେ ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି କିନ୍ତୁ ଦେଖାନ୍ତି ନାହି ।

V ଅକ୍ଷର ପସନ୍ଦ କରିଥିଲେ ସେ ଆପଣଙ୍କୁ ସଚ୍ଚା ହୃଦୟରୁ ପ୍ରେମ କରିଥାନ୍ତି ।

R ଅକ୍ଷର ପସନ୍ଦ କରିଥିଲେ ସେ ଆପଣଙ୍କୁ ଭଲ ପାଆନ୍ତି କିନ୍ତୁ ଆପଣ ତାଙ୍କ ତହରୁ ଅଧିକ ଭଲ ପାଆନ୍ତି ।

T ଅକ୍ଷର ପସନ୍ଦ କରିଥିଲେ ଆପଣଙ୍କ ପ୍ରତି ପ୍ରେମ କେବେଳ ଦେଖାଇବା ଅଟେ ।

I ଅକ୍ଷର ପସନ୍ଦ କରିଥିଲେ ସେ ଆପଣଙ୍କୁ ହୃଦୟରୁ ସଚ୍ଚା ପ୍ରେମ କରିଥାନ୍ତି ।

Y ଅକ୍ଷର ଚୟନ କରିଥିଲେ ସେ ଆପଣଙ୍କୁ ଭଲ ପାଆନ୍ତି ନାହି ବରଂ ବନ୍ଧୁ ମାନିଥାନ୍ତି ।

U ଅକ୍ଷର ଚୟନ କରିଥିଲେ ସେ ଆପଣଙ୍କ ପାଇଁ କିଛି ବି କରିବାକୁ ରେଡି ଅଛନ୍ତି କାରଣ ସେ ଆପଣଙ୍କୁ ସଚ୍ଚା ପ୍ରେମ କରନ୍ତି ।

O ଅକ୍ଷର ଚୟନ କରିଥିଲେ ତାଙ୍କ ପ୍ରେମ କେବଳ ଦେଖାଇବା ଅଟେ ।

P ଅକ୍ଷର ଚୟନ କରିଥିଲେ ସେ ଆପଣଙ୍କୁ ପ୍ରେମ କମ କରିଥାନ୍ତି କିନ୍ତୁ ଦେଖାଇଥାନ୍ତି କି ଅଧିକ ପ୍ରେମ କରନ୍ତି ।

Z ଅକ୍ଷର ଚୟନ କରିଥିଲେ ଆପଣଙ୍କ ପାଇଁ ତାଙ୍କ ପ୍ରେମ କେବଳ ଦେଖାଇବା ଅଟେ ।

L ଅକ୍ଷର ଚୟନ କରିଥିଲେ ଆପଣଙ୍କ ପାଇଁ ତାଙ୍କ ପ୍ରେମ ସଚ୍ଚା ଅଟେ ।

C ଅକ୍ଷର ଚୟନ କରିଥିଲେ ସେ ଆପଣଙ୍କୁ ହୃଦୟରୁ ପ୍ରେମ କରନ୍ତି ତେଣୁ ଆପଣଙ୍କ ପାଇଁ ତାଙ୍କ ମନରେ ସଚ୍ଚା ପ୍ରେମ ରହିଛି ।

E ଅକ୍ଷର ଚୟନ କରିଥିଲେ ସେ ଆପଣଙ୍କୁ ଜୀବନ ଠାରୁ ଅଧିକ ସଚ୍ଚା ପ୍ରେମ କରିଥାନ୍ତି ।

B ଅକ୍ଷର ପସନ୍ଦ କରିଥିଲେ ସେ ଆପଣଙ୍କ ସହ ପ୍ରେମ କରିବାର ବାହାନା କରୁଛନ୍ତି ।

X ଅକ୍ଷର ଚୟନ କରିଥିଲେ ଆପଣ ଦୁହେଁ ପରସ୍ପର ପାଇଁ ସଚ୍ଚା ପ୍ରେମୀ ଅଟନ୍ତି ।

N ଅକ୍ଷର ଚୟନ କରିଥିଲେ ସୀ ଆପଣଙ୍କର ସାଥ ଜୀବନ ସାରା ଛାଡିବେ ନାହି କାରଣ ସେ ଆପଣଙ୍କୁ ସଚ୍ଚା ପ୍ରେମ କରନ୍ତି ।

W ଅକ୍ଷର ଚୟନ କରିଥିଲେ ସେ ଆପଣଙ୍କୁ ପ୍ରେମ କରନ୍ତି କିନ୍ତୁ ଏତେ ବି ନୁହେଁ କି ଆପଣଙ୍କ ପାଇଁ କିଛିବି କରିବେ ।

S ଅକ୍ଷର ଚୟନ କରିଥିଲେ ଏହି ଜନ୍ମରେ ସେ ଆପଣଙ୍କ ସାଥ ଛାଡିବେ ନାହି ତନକର ପ୍ରେମ ଏତେ ସଚ୍ଚା ଅଟେ ।

D ଅକ୍ଷର ଚୟନ କରିଥିଲେ ଆପଣ ଯେତେ ତାଙ୍କୁ ପ୍ରେମ କରନ୍ତି ସେ ମଧ୍ୟ ସେତିକି କରନ୍ତି ।

F ଅକ୍ଷର ଚୟନ କରିଥିଲେ ସେ ଆପଣଙ୍କ ସହ ବନ୍ଧୁତାର ପ୍ରେମ କରୁଛନ୍ତି ।

M ଅକ୍ଷର ଚୟନ କରିଥିଲେ ସେ ନିଜକୁ ଆପଣଙ୍କ ନାଁରେ କରି ଦେଇଛନ୍ତି ।

H ଅକ୍ଷର ଚୟନ କରିଥିଲେ ହୃଦୟରୁ ଦେଖିଲେ ଆପଣଙ୍କ ନାଁ ଏହି ନଜର ଆସିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଳିକର କରନ୍ତୁ ।

Leave a Reply

Your email address will not be published. Required fields are marked *