ଜନ୍ମ ଦେବା ପରେ ଛୁଆକୁ ଦେଖି ଚମକି ପଡିଲା ମା’, ଡାକ୍ତର ବି ବୁଝିପାରିଲେନି କଣ ହେଲା…. ଦେଖନ୍ତୁ ଏହି Video ଆପଣ ବି ହେବେ ଆଶ୍ଚର୍ଯ୍ୟ

ଏ ଦୁନିଆରେ ଏମିତି କିଛି ପିଲା ଅଛନ୍ତି ଯାହାକୁ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତିକି ତାଙ୍କ ଜନ୍ମ କଲା ମାତା ପିତା ମଧ୍ୟ ଏଭଳି ପିଲାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଥାନ୍ତି । ବେଳେବେଳେ ଆମ ଦେଶରେ ଏମିତି କିଛି ପିଲା ଜନ୍ମ ନେଇଥାନ୍ତି ଯେଉଁ ମାନଙ୍କର ଶାରୀରିକ ଗଠନ ସାଧାରଣ ଶିଶୁ ଙ୍କ ଠାରୁ ଅଲଗା ହୋଇଥାଏ । ଯାହା ଅତି ବିକୃତ ଧରଣର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ପିଲାର ଜୀବନ କାହାଣୀ ବିଷୟରେ ନେଇ ଆସିଛୁ ଯିଏ ଦେଖିବାକୁ ବହୁତ ଅଜବ ଧରଣର ।

ଏହି କାହାଣୀ ହେଉଛି ୨୦୦୮ ମହାରାଷ୍ଟ୍ରର ସିଂଙ୍ଘନାପୁର ଗାଁ ରେ ଏମିତି ଏକ ପିଲାର ଜନ୍ମ ହେଲା ଯାହାକୁ ଗଣ ଲୋକେ ଭଗବାନଙ୍କ ଅବତାର ଭାବି ନେଲେ । ଏହି ପିଲାର ନାଁ ହେଉଛି ଲାଲୀ ଯାହାକୁ ଯିଏ ଦେଖିଲେ ବାସ ଦେଖିକି ରହିଯାଏ । ଲାଲୀର ମୁହଁ ଦେଖିବାକୁକାଉ ଦୁଇଟି ମଣିଷର ପରି ହୋଇଥିଲା । ଲାଲୀର ୪ଟି ଆଖି, ୨ଟି ନାକ ଓ ୨ଟି ମୁହଁ ରହିଥିଲା । ସେ ଦୁଇଟି ଯାକ ପାଟିରେ କ୍ଷୀର ଖାଉଥିଲା ।

କ୍ଷୀର ଖାଇବା ସମୟରେ ଲାଲୀ କୁ କୌଣସି ଅସୁବିଧା ହେଉ ନ ଥିଲା । ବୈଜ୍ଞାନିକ ଦ୍ରୁଷ୍ଟି କୋଣ ରୁ ଲାଲୀ ମେଡିକାଲ ସାଇନ୍ସରେ ଡିପ୍ରୋପ୍ରୋସ ନାମକ ଦୁର୍ଲଭ ମଣିଷ ଭାବେ ଜନ୍ମ ହୋଇଥିଲା । ଡାକ୍ତର ଙ୍କ ତତ୍ତ୍ଵା ବୋଧନରେ ଲାଲୀ କୁ ଚିକିତ୍ସା କରିବା ବହୁତ ଜରୁରୀ ଥିଲା ।

କିନ୍ତୁ ଯେଉଁ ସମୟରେ ଲାଲୀ ର ଚିକିତ୍ସା ଆବଶ୍ୟକ ହେଉଥିଲା ସେହି ସମୟରେ ତାର ଘର ଲୋକେ ଓ ଗାଁ ଲୋକେ ମିଶି ତାକୁ ଦେବୀ ଅବତାର ବୋଲି ମାନିଣିଥିଲେ । ଏଥି ପାଇଁ ଲାଲୀ ର ପରିବାର ଡାକ୍ତର ଙ୍କ ପରାମର୍ଶ କୁ ନଜର ଅନ୍ଦାଜ କରିଥିଲେ । ଜନ୍ମ ହେବାର କିଛି ଦିନ ପରେ ତାର ଚିକିତ୍ସା ଅଭାବରୁ ମୃ-ତ୍ୟୁ ହୋଇଥିଲା ।

ତେବେ ଏହି ଘଟଣା ରୁ ଏତିକି ସ୍ପଷ୍ଟ ହେଉଛି ଯେ ଲାଲି ଭଳି ପିଲା ଜନ୍ମ ହେବା ମାତ୍ରେ ଆମ ଦେଶର ଲୋକ ମାନେ ଏମିତି ତାକୁ ଦେବୀର ମାନ୍ୟତା ଦେଇ ଦେଉଛନ୍ତି । ଯାହା ଦ୍ଵାରା ତାର ଚିକିତ୍ସା ଅଭାବ ରୁ ମୃ-ତ୍ୟୁ ଘଟୁଛି ।

ଗୋଟେ ନିରୀହ ଶିଶୁ ର ଏଭଳି ଅକାଳ ମୃ-ତ୍ୟୁ ପାଇଁ କେବଳ ତାର ଘର ଲୋକେ ଦାୟୀ ନୁହନ୍ତି ବରଂ ପୁରା ଗାଁ ଲୋକ ମାନେ ମଧ୍ୟ ଦାୟୀ ଅଟନ୍ତି । ଯଦି ଲାଲୀ ର ସଠିକ ସମୟରେ ଚିକିତ୍ସା କରାଯାଇ ଥାନ୍ତା ତେବେ ହୁଏ ତ ତା ଜୀବନ ବଞ୍ଚି ପାରିଥାନ୍ତା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମ କୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *