ସରକାରଙ୍କ ବଡ ଘୋଷଣା ! ସେପ୍ଟେମ୍ବର ପହିଲାରୁ ଲାଗୁ ହେବ ଏହି ସବୁ ନୂଆ ନିୟମ, ଦେଖନ୍ତୁ ଆପଣଙ୍କ ପକେଟ ଉପରେ କଣ ରହିବ ଏହାର ପ୍ରଭାବ

ସେପ୍ଟେମ୍ବର ପହିଲାରୁ ନୂଆ ପରିବର୍ତ୍ତନ । ସବୁ ମାସ ପହିଲାରେ କିଛି ନା କିଛି ନିୟମ ବଦଳିବା କଥା ହେଉଛି ତେବେ ଏହହୀ ମାସ ଆରମ୍ଭରୁ କଣ ନିୟମ ପରିବର୍ତ୍ତନ ହେବା ପାଇଁ ଯାଉଛି ଆସନ୍ତୁ ଜାଣିବା ।   ଏବେ ସରକାର କଣ କରିବେ ନୂଆ ନିୟମ ତେବେ ଚଳିତ ବର୍ଷ ରେ ମଧ୍ୟ କିଛି ନୂଆ ନିୟମ ଲାଗୁ ହେବା ପାଇଁ ଯାଉଛି । ଏହା ପାଇଁ କିଛି ଜଣଙ୍କୁ ଲାଭ ମିଳିବା ପାଇଁ ଯାଉଛି ତ କେବେ ଏହି ନିୟମ ପାଇଁ କିଛି ଲାଭ ମିଳିବା ପାଇଁ ଯାଉଛି ।

ତେବେ ଏହା ବ୍ଯାଙ୍କ ହେଉ କିମ୍ବା ଆଉ କିଛି ସରକାରୀ ଅଫିସରେ କିଛି ନିୟମ ବଦଳିବାର ସମ୍ଭାବନା ଅଛି । ତେବେ ଆସନ୍ତୁ ଜାଣିବା କଣ କଣ ନିୟମ ଲାଗୁ ହୋଇ ପାରେ ।

PNB ରେ ପାଇବ ସୁଧ ହାର ହ୍ରାଶ । ଏହା ସିଧା ସଳଖ ଭାବେ ବ୍ଯାଙ୍କ ର ବେବେସାଇଟ ରୁ ଜଣା ପଡିଛି । PNB ଏବେ ଜମା ଖାତାରେ ଦେଉଥିବା ସୁଧ ହାର କମାଇବା ପାଇ ଯାଉଛି । ଏହି ବ୍ଯାଙ୍କ ର ସୁଧ ହାର ଏବେ 2.9% ରହିବ ବାର୍ଷିକ ହିସାବରେ । ଏହି ନିୟମ ଉଭୟ ନୂଆ ଓ ପୁରୁଣା ଆକାଉଣ୍ଟ ରେ ଲାଗୁ ରହିବ । ବର୍ତ୍ତମାନ ସୁଧ ହାର 3% ରହିଛି ମାତ୍ର ଏହା ହ୍ରାଶ ହେବା ପାଇଁ ଯାଉଛି ।

PFUN ସହ ଆଧାର କାର୍ଡ ବାଧ୍ୟତା ମୂଳକ ଅଟେ । କର୍ମ ଚାରିଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ରେ ଅନ୍ଯାନ୍ଯ ସୁବିଧା ପାଇଁ ଏହି ନିୟମ ଲାଗୁ ହେଇଛି ।   UN ସହ ଆଧାର କାର୍ଡ ଲିଙ୍କ ହେବା ସମୟ ମେ 31 ଯାଏ ଥିଲା ଯାହାକୁ ବଢାଇ 31 ଅଗଷ୍ଟ କରା ଯାଇଛି । ଯଦି ଆପଣଙ୍କ ଆଧାର ଏହା ସହ ଲିଙ୍କ ନକାରାଇ ବେ ତେବେ ଆପଣଙ୍କ ପାଇଁ ଅନେକ ଅସୁବିଧା ହେବ । GST ଋଟର୍ନ ପାଇଁ ଏକ ନୂଆ ନିୟମ ହୋଇଛି  ।

ଯେଉଁ ମାନେ ଗତ ଦୁଇ ମାସ ମଧ୍ୟରେ GST R3P ଦେଇ ନାହାନ୍ତି  ସେମାନେ ସେପ୍ଟେମ୍ବର ରୁ GST R1 ରେ ବାହ୍ୟ  ଯୋଗାଣର ବିବରଣୀ କୁ ଭରି ପାରିବେନି ତ୍ରୟ ମାଶୀକ ଋଟର୍ନ କରୁ ନଥିବା ବ୍ୟବଶାୟୀ ମାନେ ସେମାନେ ମଧ୍ୟ GST R3P ମଧ୍ୟ ଦାଖଲ କରି ପାରିବେନି । ଏବେ ମଧ୍ୟ ଗ୍ଯାସ ଶିଲିଣ୍ଡର ଦର ମଧ୍ୟ କମି ପାରେ କିମ୍ବା ବଢି ପାରେ । ଆପଣ ଜାଣି ଥିବେ କି ଏହାର ଦର କେତେବେଳେ ବଢିଥାଏ ତ କେତେବେଳେ କମି ଥାଏ । ଏହି ମାସରେ ମଧ୍ୟ ଏହାର ଦରରେ ପରିବର୍ତ୍ତନ ହେବା ପାଇଁ ଯାଉଛି ।

Leave a Reply

Your email address will not be published. Required fields are marked *