୧ ସେପ୍ଟେମ୍ବରରେ ଲାଗୁ ହେବ ଅନଲକ-୪, ଏହି ୪ଟି ଖୋଲିବାର ରହିଛି ବହୁତ ଚାନ୍ସ

ଦେଶରେ ପାଖାପାଖି କୋରୋନା କେସର ସଂଖ୍ୟା ୩୧.୫୦ ଲକ୍ଷ ପାର ହୋଇଛି । ଏହି ପରିସ୍ଥିତିରେ ରିକଭରି ରେଟର ସଂଖ୍ୟା ବହୁତ ବୃଦ୍ଧି ପାଇଛି ।ଏବେ ପର୍ଯ୍ୟନ୍ତ ୨୪ ଲକ୍ଷରୁ ଅଧିକ କୋରୋନା ରୋଗୀ ଠିକ ହୋଇଛନ୍ତି । ଏହି ସମୟରେ କେନ୍ଦ୍ର ସରକାର ଅନଲକ ୪ ର ହେବ ବୋଲି କହିଛନ୍ତି । ଏହା ସହିତ ସେପ୍ଟେମ୍ବରରେ  ଦେଶରେ ଆଉ କିଛି ଗତିବିଧିରେ ରିହାତି ମିଳିବ ବୋଲି ଆଶା ପୋଷଣ କରୁଛନ୍ତି । କୋଲକାତା, ଦିଲ୍ଲୀ, ଓ ମୁମ୍ବାଇ ଭଳି ମହାନଗରର ମେଟ୍ରୋ ଟ୍ରେନ ମାର୍ଚରୁ ବନ୍ଦ ପଡିଛି ।

କୋଭିଡ ମହାମାରୀ ସ୍ଥିତିକୁ ଦେଖିକି ରାଜ୍ୟକୁ ନିସ୍ପତି ନେବାକୁ ହେବକି ମେଟ୍ରୋ ଖୋଲିବ କି ନାହିଁ । କୁହାଯାଉଛିକି ଅନଲକ ୪ ର ଗାଇଡ ଲାଇନରେ କେନ୍ଦ୍ର ସରକାର ଖାଲି ପ୍ରତିବନ୍ଧର ଗତିବିଧିର ଲିଷ୍ଟ ଜାରି କରିବ ।

Image Courtesy: Google

ଏହି ଲିଷ୍ଟରେ ଯେଉଁ ଗତିବିଧି ସାମିଲ ହେବ ନହିଁ, ତାଙ୍କୁ ପୂର୍ବ ସ୍ଥିତିକୁ ପ୍ରାପ୍ତ କାଇବା ପାଇଁ ଅନୁମତି ହେବ । ଏବେ ପର୍ଯ୍ୟନ୍ତ ମେଟ୍ରୋ ରେଲ ସର୍ଭିସ, ସିନେମା ହଲ, ସ୍ଵୀମିଂ ପୁଲ, ଏଣ୍ଟରଟେନମେଣ୍ଟ ପାର୍କ, ଥିଏଟର, ବାର, ଅଡିଟୋରିୟମ, ଆସେମ୍ବଲି ହଲ ଓ ଭିଡ ଜାଗାରେ ପ୍ରତିବନ୍ଧ ରହିବ । ଏହା ସହିତ ସାମାଜିକ, ରାଜନୈତିକ, ଖେଳ, ମନୋରଞ୍ଜନ, ସଂସ୍କୃତିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ପ୍ରତିବନ୍ଧ ଲାଗିବ ।

Image Courtesy: Google

ଆସନ୍ତୁ ଜାଣିବା ଅନଲାକ ୪ ରେ ଓ ତାପରେ ଦୀପାବଳି ପର୍ଯ୍ୟନ୍ତ ଦେଶରେ କେଉଁ କେଉଁ ଗତିବିଧି ଉପରେ କଟକଣା ହଟିବାର ଆଶା ରହିଛି । ଦିବାଲି ପର୍ଯ୍ୟନ୍ତ ଏୟାର ଟ୍ରାଫିକ ବି ପୁରା ସାମାନ୍ୟ ହେବାର ସମ୍ଭାବନା ରହିଛି । ନାଗରିକ ଉଡୟନମନ୍ତ୍ରୀ ହରିଦୀପ ପୁରୀ ଆଶା କରିଛନ୍ତିକି ଦିବାଲି ପର୍ଯ୍ୟନ୍ତ କୋଭିଡ -୧୯ ମହାମାରୀରୁ ପୂର୍ବ ସ୍ଥିତିକୁ ଆସିଯିବ ।

Image Courtesy: Google

ସେ କହିଛନ୍ତି ସେତେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ମୁମ୍ବାଇ, କୋଲକାତା ଭଳି ଆଉ ଅଧିକ ଉଡ଼ାନର ଅନୁମତି ଦେଇଦେବ ଯେଉଁଥିରେ ଯାତ୍ରୀ ମାନଙ୍କ ସଂଖ୍ୟା ବଢିବ । ପୁରୀ କହିଛନ୍ତି, ରବିବାରରେ ଘରୋଇ ହବାଇ ଉଡାନର ସଂଖ୍ୟା ୯୮,୮୦୦ ଥିଲା । ମାନେ କୋରୋନା ପୂର୍ବରୁ ପାଖାପକ୍ଷୀ ଯାତ୍ରୀ ୩୩ ପରସେଣ୍ଟ ପହଞ୍ଚି ଥିଲା । ଆମେ ସବୁ ସପ୍ତାହରେ ୫୦୦୦ ଯାତ୍ରୀଙ୍କ ଉଡାଣ କ୍ଷମତା ରଖୁଚୁ ।

ଖୋଲିପାରେ ସିନେମା ହଲ

Image Courtesy: Google

ଫିଲ୍ମ ଶୁଟିଙ୍ଗ ପାଇଁ ଗାଇଡ ଲାଇନ ଜାରି କରିବା ପରେ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏବେ ସିନେମା ହଲ ଖୋଲିବା ପାଇଁ ବିସ୍ତୃତ ଦିଶାନିର୍ଦେଶ ପ୍ରସ୍ତୁତ କରୁଛି । କିଛି ଦିନପରେ ଗାଇଡ ଲାଇନ ଆସିଗଲା ପରେ ସର୍ତ୍ତ ସହିତ ସିନେମା ହଲ ଖୋଲିବ । ସୂତ୍ର ଅନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରାଲାୟର ମତ ନେଇ ସିନେମାହାଲ ଖୋଲିବାର ଗାଇଡ ଲାଇନ ପ୍ରସ୍ତୁତ କରାଯାଉଛି, ଏହା ଏବେ ସେଶ ପର୍ଜ୍ୟୟରେ ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *