ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ଲୋକ ନେଚର ଓ କ୍ଯାରିୟର ବିଷୟରେ କିଛି ଆଶ୍ଚର୍ଯ୍ୟ କଲାଭଳି କଥା

ତେବେ ସମସ୍ତେ ଜନ୍ମ କେଉଁ ମାସ, ଦିନ ଓ ସମୟରେ ହୋଇଥାନ୍ତି, ତେବେ ବ୍ୟକ୍ତିଙ୍କ ଜନ୍ମ ସମୟ ଅନୁଯାଇ ଗ୍ରହ ସ୍ଥିତି ନେଇ ତାଙ୍କ ଜାତକ ତିଆରି କରା ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ଛୁଆଙ୍କ ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ଛୁଆ କେଉଁ ସ୍ଵଭାବର ହୋଇଥାନ୍ତି ଏହା ସହ ତାଙ୍କ ଜୀବନ, ପ୍ରେମ ଓ ଅନ୍ୟ କଥା ବିଷୟରେ ବିସ୍ତାର ସହ ଜାଣିବା ।

Image Courtesy: Google

ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ଲକି ନଂ – ୨,୫,୯ ଅଟେ

ଲକି କଲର – ଗ୍ରେ, ରେଡ ଓ ସୁନା କଲର ହୋଇଥାଏ

ଲକି ଡେ – ରବିବାର, ଶୁକ୍ରବାର, ବୁଧବାର ଅଟେ

ଲକି ଷ୍ଟୋନ – ମୁନ ଷ୍ଟୋନ ଅଟେ

ଯଦି ଆପଣଙ୍କ ଜନ୍ମ କୌଣସି ବର୍ଷ ସେପ୍ଟେମ୍ବର ମାସରେ ହୋଇଛି ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଆପଣଙ୍କ ସ୍ଵଭାବ ଅନୁଯାଇ ଆପଣ ବହୁତ କଥା କୁହନ୍ତି ଓ ବହୁତ ଜିଦି ସ୍ଵଭାବର ଅଟନ୍ତି । ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କୁ ସତ ପସନ୍ଦ ହୋଇଥାଏ ଏହାଛଡା ଆପଣଙ୍କୁ ଅନ୍ୟ ଲୋକଙ୍କୁ ସାହାଜ୍ଯ କରିବା ବହୁତ ପସନ୍ଦ ଅଟେ ।

Image Courtesy: Google

ସମୟ ଅନୁଯାଇ ଆପଣଙ୍କ ଭିତରେ ବହୁତ ପ୍ପ୍ରାକାର ପରିବର୍ତନ ଆସିଥାଏ କିନ୍ତୁ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତେବେ ଆପଣ ବହୁତ ଖର୍ଚ କରିଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଲୋକ ସମସ୍ତଙ୍କ ମନ କଥା ବୁଝନ୍ତି କିନ୍ତୁ କାମ ନିଜ ମନ ଅନୁଯାଇ କରନ୍ତି, ଏହି ଭଳି ଲୋକଙ୍କ କଥା ବହୁତ ଆକର୍ଷକ ହୋଇଥାଏ ତେବେ ଅନ୍ୟ ଲୋକ ଏହି ବ୍ୟକ୍ତିଙ୍କ କଥା ମାନି ଥାନ୍ତି ।

Image Courtesy: Google

ଏହି ମାସରେ ଜନ୍ମ ହୋଇଥିବା ଲୋକ ନିଜ ଅସୁବିଧା ଅନ୍ୟକୁ କହି ଅନ୍ୟ ଲୋକଙ୍କୁ ସମସ୍ଯାରେ ପକେଇବା ପସନ୍ଦ କରନ୍ତି ନାହିଁ, ଏହି ଭଳି ଲୋକଙ୍କୁ ନିଜ ସମସ୍ଯା ନିଜେ ସମାଧାନ କରିବା ଉଚିତ ମନେ ହୋଇଥାଏ । ଏହି ଭଳି ବ୍ୟକ୍ତି କେବେ କାହାକୁ ହାନିକରିବା ପାଇଁ ଇଛା କରନ୍ତି ନାହିଁ ଓ ଏହି ଭଳି ଲୋକ ବହୁତ ମଜାଳିଆ ହୋଇଥାନ୍ତି ତାଙ୍କ ଆଖ ପାଖ ଲୋକ ଖୁସି ରହିଲେ ସେ ମଧ୍ୟ ଖୁସିରେ ରୁହନ୍ତି । ଏହି ଭଳି ଲୋକ ପ୍ରାୟତଃ ପ୍ରେମ ବିବାହ କରନ୍ତି ଏହା ଛଡା ନିଜ ଦାମ୍ପତ୍ୟ ଜୀବନରେ ବହୁତ ଖୁସିରେ ରୁହନ୍ତି ।

Image Courtesy: Google

ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ଲୋକଙ୍କ କେରିଅର :

ଏହି ମାସରେ ଜନ୍ମ ହୋଇଥିବା ଲୋକ ବହୁତ ପରିଶ୍ରମୀ ସ୍ଵଭାବର ହୋଇଥାନ୍ତି ଏହି ଭଳି ଲୋକଙ୍କୁ କିଛି ନୂଆ ଶିଖିବା ପାଇଁ ବହୁତ ଇଛା ହୋଇଥାଏ । ଏହି ଭଳି ଲୋକଙ୍କୁ କାମ ପସନ୍ଦ ଆସିଲେ କାର୍ଯ୍ୟ ସମୟ ଠାରୁ ଆଗରୁ ନିଜ କାର୍ଯ୍ୟ ପୂର୍ଣ କରିଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କୁ କାର୍ଯ୍ୟ କ୍ଷେତ୍ରରେ ଭଲ ଲାଭ ମିଳିଥାଏ ।

Leave a Reply

Your email address will not be published. Required fields are marked *