ସେ ଭିଡିଓରେ ଖାଲି କିସ ସିନ ଅଛି ..କିଛି ବି ସେକ୍ସ ସିନ ନାହିଁ…ମୋ ସ୍ୱାମୀ ଏମିତି କରିଛି…’ ମହିଳା ଜଣକ ସ୍ଵାମୀଙ୍କ ବିଷୟରେ ଯାହା କହୁଛନ୍ତି ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବନ୍ଧୁଗଣ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ପୀଡ଼ିତା ଜଣକ ନିଜ ବିଷୟରେ କିଛି ମତ ଦେଇଛନ୍ତି । ସେ କହୁଛନ୍ତି କି ଯେଉଁ ଭିଡିଓ ରହିଛି ସେଥିରେ କୌଣସି ପ୍ରକାରର ସେକ୍ସ ସିନ ନାହି । କିନ୍ତୁ ତାଙ୍କ ସାଙ୍ଗ କହିଛନ୍ତି କି ତୋ ସ୍ଵାମୀ ଏମିତି କିଛି କରିଛନ୍ତି । ଯାହା ସେ କ୍ଲିୟର ହୋଇ ନାହାନ୍ତି । ଏହି ଘଟଣା ଆଉ ଜଣେ ଏନଭଲଭ ଅଛନ୍ତି ସେ ହେଉଛି ପ୍ରକାଶ କୁମାର ଜେନା ଯିଏ ତାଙ୍କ ସାନ ଭଉଣୀକୁ ନେଇ ଫେରାର ହୋଇ ଯାଇଛି । ପ୍ରକାଶ କୁମାର ହେଉଛି ଦିଲ୍ଲୀପ କୁମାର ଜେନାର ଭାଇ ।

ସେ ଏହି ଘଟଣା ରେ ୧୦୦% ଅଛି ବୋଲି ପୀଡ଼ିତା ଜଣକ କହିଛନ୍ତି । ସେ ପୀଡ଼ିତାଙ୍କୁ ଖରାପ ଭାଷାରେ ମ୍ଯାସେଜ କରିବା ସହ ତାଙ୍କର ଦୁଇ ପିଲା ତାଙ୍କର ନୁହେଁ ବୋଲି କହୁଛି । ପୀଡ଼ିତା ଆହୁରି ମଧ୍ୟ କହିଛନ୍ତି କି ତାଙ୍କ ସ୍ଵାମୀ ହେଉଛନ୍ତି ରାଉରକେଲାର ଆଉ ଯିଏ ତାଙ୍କୁ ଏମିତି ନିନ୍ଦା କରୁଛି ସେ ହେଉଛି ଭଦ୍ରକର । ପୀଡ଼ିତାଙ୍କ ସାଙ୍ଗ କହୁଛନ୍ତି କି ପ୍ରକାଶ କୁମାର ଜେନାଙ୍କ ଦ୍ଵାରା ଏହି ସବୁ କାମ କରା ଯାଉଛି ।

ଏମିତିକି ଏହି କାମରେ ଯାହାର ହାତ ଅଛି ପୀଡିତ ଜାଣିଛନ୍ତି କିନ୍ତୁ କହିବାକୁ ଚାହୁଁ ନାହାନ୍ତି । କାରଣ ପୀଡ଼ିତାଙ୍କ ସାଙ୍ଗ ଦିଲ୍ଲୀପ ଜେନା ଯିଏ ସିଏ ତାଙ୍କ ସ୍ଵାମୀଙ୍କୁ ଜାଣି ନାହାନ୍ତି କି ତାଙ୍କ ସ୍ବାମୀଙ୍କ ନମ୍ବର ମଧ୍ୟ ତା ପାଖରେ ନାହି ବୋଲି ପୀଡ଼ିତା ଜଣକ କହିଛନ୍ତି । ଯେଉଁ ଭିଡିଓ ପୀଡ଼ିତାଙ୍କ ପାଖକୁ ପଠା ଯାଇଛି ସେଥିରେ କିଛି ନେକେଡ ସିନ ଅଛି ଯାହା କେବଳ କିସ ସିନ ଅଛି କିନ୍ତୁ କୌଣସି ପ୍ରକାରର ସେକ୍ସ ନାହି ।

ସେହି ଭିଡିଓ ରେ ପୀଡ଼ିତା ଓ ତାଙ୍କ ସାଙ୍ଗ ହିଁ କେବଳ ଅଛନ୍ତି । ଦିଲ୍ଲୀପ ଜେନା ଯେତେବେଳେ ପୀଡ଼ିତା ଜଣକ ରାଉରକେଲା ରେ ଥିଲେ ତାଙ୍କୁ ୫୦୦୦ ଟଙ୍କା ଧାରା ମାଗିଥିଲେ ବୋଲି କହିଛନ୍ତି । ପୀଡ଼ିତା ମଧ୍ୟ ତାଙ୍କୁ ଫୋନ ପେ କରିଥିଲେ । ଯେତେବେଳେ ପୀଡ଼ିତା ଜଣକ ଶିବରାତ୍ରିରେ ଗାଁକୁ ଯିବେ ବୋଲି କହିଲେ ଓ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ ଦିଲ୍ଲୀପ ଜେନା ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ ।

ଏହି ବିଷୟରେ ପୀଡ଼ିତା ଦିଲ୍ଲୀପଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଯେତେବେଳେ ପୀଡିତ ଗାଁ କୁ ଆସିଥିଲେ ସେହି ସମୟରେ ଦିଲ୍ଲୀପଙ୍କୁ ଟଙ୍କା ମାଗିଥିଲେ ସେ ବହୁତ ଖରାପ ଭାଷାରେ ଗାଳି କରିଥିଲା । ଦିଲ୍ଲୀପ ତାଙ୍କୁ ଡ଼ାକିଥିଲେ କି ତାଙ୍କର ସାଲାରି ଆସିଛି ଯଦି କିଛି ସପିଙ୍ଗ କରିବାର ଅଛି ତେବେ ଯାଜପୁର ଟାଉନକୁ ଯିବା ପାଇଁ ।

ଦୁହେଁ ଯାଜପୁର ଟାଉନ ଯିବାର ପିଦୁତାଙ୍କ ଘର ଲୋକେ ଜାଣିଛନ୍ତି । ପୀଡ଼ିତା ଜଣକ ସପିଙ୍ଗ କରିବା ପରେ ଦିଲ୍ଲୀପ ତାଙ୍କୁ ବିଲିଙ୍ଗ ପଇସା ଦେଲେ ନାହି । ତେବେ ଏଭଳି ମତବ୍ୟ ଦେଇଛନ୍ତି ପୀଡ଼ିତା ଜଣକ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସାହା ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *