ବଲୀଉଡ ଏହି ପ୍ରସିଦ୍ଧ ଅଭିନେତ୍ରୀ ଧରା ପଡିଛନ୍ତି ସେକ୍ସ ରେକେଟ କାଣ୍ଡ ରେ, ନା ଜାଣି ଆପଣ ବିଶ୍ଵାସ କରିପାରିବେନି

ବଲୀଉଡ ଯେତେ ସୁନ୍ଦର ଓ ଆକର୍ଷକ ଦୂର ରୁ ଦେଖିବା ପାଇଁ ଲାଗିଥାଏ ପାଖକୁ ଗଲେ ସେତିକି ଖରାପ ଓ ଅସନା ଦେଖିବାରେ ହୋଇ ଥାଏ । ଯେଉଁ ଜାଗାକୁ ଗଲେ ଆପଣଙ୍କୁ ଭଲ ଓ ଖରାପ ସବୁ ମିଳିବ କିନ୍ତୁ ସ୍ଥିତିକୁ କିପରି ସମ୍ଭାଳିବାର ଅଛି ବା ଜିନିଷକୁ କିପରି ନବାର ଅଛି ତାହା ଆପଣଙ୍କ ଉପରେ ନିର୍ଭର କରି ଥାଏ । ବର୍ତମାନ ରେ ଗୋଟେ ଲୋକ ପ୍ରିୟ ଅଭିନେତ୍ରୀକୁ ପୋଲିସ ସେକ୍ସ ରେକେଟ ରେ ଧଋଛନ୍ତି, ଆସନ୍ତୁ ଜାଣିବା ସେହି ପ୍ରସିଦ୍ଧ କଳାକାର କିଏ ।

Image Courtesy: Google

ଗୋୱା ଫାଇବ୍ ଷ୍ଟାର ହୋଟେଲରୁ ଏହି ପ୍ରସିଦ୍ଧ ଅଭିନେତ୍ରୀ ଧରା ପଡିଛନ୍ତି :

କୁହା ଯାଉଛି ଯେ ଗୋଟେ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଦେହ ବ୍ୟାପାର କରିବା ଅଭିଯୋଗ ରେ ଗୋୱା ର ହୋଟେଲ ରେ ଗିରଫ କରା ଯାଇଛି । ଏହି ଅଭିନେତ୍ରୀ ଫିଲ୍ମ ଓ ସିରିୟଲ ଦୁଇଟି ଜାଗାରେ କାମ କରି ସାରିଛନ୍ତି, ଖବର ଅନୁଯାଇ ଏହି ଅଭିନେତ୍ରିକୁ କାମ ମିଳିବା କମ ହୋଇ ଯାଇଥିଲା ସେଥିପାଇଁ ସେ ଟଙ୍କା ରୋଜଗାର ପାଇଁ ଦେହ ବ୍ୟପାର ରେ ପଶିଲେ ।

Image Courtesy: Google

ଏମିତି କାମ କରିବା ପାଇଁ ସେ ଗୋୱା ଭଳି ଜାଗାକୁ ଗଲେ କାହିଁକିନା ତାଙ୍କୁ ସେଠି କେହି ଚିହ୍ନି ନଥିଲେ । ପୋଲିସ ଯେତେବେଳେ ଏହି ଅଭିନେତ୍ରୀଙ୍କୁ ଗିରଫ କଲେ ସେତେବେଳେ ସେ ବି ତାଙ୍କୁ ଚିହ୍ନି ପାଇଲେ ନାହିଁ, ଖବର ଅନୁଯାଇ ଗୋୱା ରେ ତାଙ୍କ ଡିଲର ମଧ୍ୟ ଥିଲେ ଯାହା ଦ୍ଵାରା ସେ ଡିଲ କରୁଥିଲେ ।

ୟୁଟ୍ୟୁବ ରେ ନିଜ ଭିଡିଓ ଦେଖେଇ ପୋଲିସ କୁ ନିଜ ପରିଚୟ ଦେଲେ :

ପୋଲିସ ଏହି ଅଭିନେତ୍ରୀକୁ ଯେତେବେଳେ ଗିରଫ କଲା ସେତେବେଳେ ସେ ସେହି ଅଭିନେତ୍ରୀଙ୍କୁ ଚିହ୍ନି ପାଇଲେ ନାହିଁ କିନ୍ତୁ ସେହି ଅଭିନେତ୍ରୀ ନିଜକୁ ଫିଲ୍ମ ହିରୋଇନ ବୋଲି କହୁଥିଲେ । ଏହା ପରେ ସେହି ଅଭିନେତ୍ରୀ ନିଜ ପରିଚୟ ଦବା ପାଇଁ ୟୁଟୁବ ସାହାରା ନେଲେ ଏବଂ ପୋଲିସକୁ ନିଜ ଭିଡିଓ ଦେଖେଇଲେ ଯାହା ପରେ ପୋଲିସ ମାନି ଗଲେ ।

Image Courtesy: Google

ପୋଲିସ ଖବର ଅନୁଯାଇ ଅଭିନେତ୍ରୀ ନା କିନରା ଅଟେ ଯିଏ ସାଉଥ ଫିଲ୍ମ ରେ କାମ କରନ୍ତି ଏବଂ କେତେକ ହିନ୍ଦୀ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି । ପରିଚୟ ଜାଣିଲା ପରେ ପୋଲିସ ତାଙ୍କୁ ଛାଡି ଦେଇଛନ୍ତି, ଆପଣଙ୍କୁ ଆମେ ଏହା ଜଣେଇଦବାକୁ ଚାହୁଁଛୁ ଯେ ଏହା ପ୍ରଥମ ଥର ନୁହଁ ଯେବେ ପୋଲିସ ଏମିତି ଖରାପ କାମରେ ଅଭିନେତ୍ରୀମାନଙ୍କୁ ଧରିଛନ୍ତି ଫିଲ୍ମ ଦୁନିଆରେ ଏହା ଚାଲୁ ଥାଏ କିଏ କେମିତି ରହିବା ପାଇଁ ଚାହୁଁଛି ତାହା ତାଙ୍କ ଉପରେ ନିର୍ଭର କରେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *