ମଙ୍ଗଳବାର 28 ଜାନୁୟାରୀ 2020 – ଆଜି ବଜରଙ୍ଗବଲିଙ୍କ କୃପାରୁ ଏହି 5ଟି ରାଶିର ଆର୍ଥିକ ସମସ୍ୟା ହେବ ଦୂର

ଆମେ ଆପଣଙ୍କୁ ମଙ୍ଗଳବାର ଦିନ ୨୮ ଜାନୁୟାରୀ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣ ନିଜ ପୁରୁଣା ସାଙ୍ଗମାନଙ୍କ ସହ ଭୁତ ଭଲ ସମୟ ବିତେଇବେ, ବହୁତ ସମୟ ଧରି ଚାଲୁ ଥିବା ସମସ୍ଯା ଆଜି ସରିବ । ହଡ ବଡ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ଆପଣଙ୍କ ପାଇଁ ଅସୁବିଧା ଆରମ୍ଭ ହୋଇ ପାରେ । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।

ବୃଷ :

କାର୍ଯ୍ୟ ସ୍ଥଳ ରେ ଅଧିକାରୀ ମାନଙ୍କ ଦ୍ଵାରା ଆପଣଙ୍କୁ ସମସ୍ଯା ହୋଇବ, ଘରୋଇ ସୁଖ ସୁବିଧା ବଢିବାକୁ ଲାଗିବ, ଉଧାର ଟଙ୍କା ବା ଅଟକି ଥିବା ଧନ ଆଜି ଆପଙ୍କୁ ପ୍ରାପ୍ତି ହବ । ଆଜି ଆପଣ ଧନ ନିବେଶ କଲେ ବହୁତ ଲାଭ ପ୍ରାପ୍ତ କରିବେ, କିନ୍ତୁ ଚାକିରି କ୍ଷେତ୍ର ରେ କିଛି ଚିନ୍ତା ବିଷୟ ଅଟେ । ପାଠ ପଢାରେ ମନ ଲାଗିବ ନାହିଁ, ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ,ଆଜି ଗାଡି ଉପରେ ଖର୍ଚ ହବ ।

ମିଥୁନ :

ଶତ୍ରୁମାନଙ୍କ ସହ ମିତ୍ରତା କରିବା ଆପଣଙ୍କ ପାଇଁ ହାନିକାରକ ରହିବ,ବ୍ୟବସାୟ ବଢିବାକୁ ଲାଗିବ, ପରିବର୍ତନ ପ୍ରକୃତି ନିୟମ ଅଟେ । ଆଜି ଆପଣଙ୍କ ଯାତ୍ରା ମହଙ୍ଗା ହୋଇ ପାରେ କିନ୍ତୁ ଏହା ସହ ଯାତ୍ରା ଲାଭକାରୀ ମଧ୍ୟ ରହିବ । ପ୍ରେମ ସମ୍ବନ୍ଧ ଭଲ ରହିବ, ଆପଣଙ୍କୁ ତେଲ ଜିନିଷ ଖାଇବା ଉଚିତ ନୁହ ସେଥିପାଇଁ ନିଜ ଖାଇବା ପିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

କର୍କଟ :

ଆଜି ଆପଣଙ୍କୁ ନିଜ ବେକାର ଖରଚ ଉପରେ ନିୟନ୍ତ୍ରଣ ରଖିବା ଉଚିତ ଅଟେ, ନୂଆ ସାଙ୍ଗ ହୋଇବେ । ଆପଣଙ୍କ ପାଖରେ ନିଜ ଆୟ ଦ୍ଵାରା କିଛି ନୂଆ ଏବଂ ଲାଭକାରୀ କାର୍ଯ୍ୟ କରିବା ପାଇଁ ବୁଢୀ ଏବଂ ଶକ୍ତି ରହିବ । ଆର୍ଥିକ ସ୍ଥିତି ପାଇଁ ଦିନ ଉତ୍ତମ ଅଟେ, ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ ।

ସିଂହ :

ନିଜ ପରିବାର ଲୋକଙ୍କ ସହ କଠୋର ବ୍ୟବହାର ଆପଣଙ୍କ ଶାନ୍ତି ଖରାପ କରି ପାରେ ସେଥିପାଇଁ ସମସ୍ତଙ୍କ ସହ ନରମ ହୋଇ କଥା କୁହନ୍ତୁ । ଚାକିରି ପାଇଁ ଭଲ ଖବର ପାଇ ପାରନ୍ତି, ଏହି ରାଶି ଲେଖଙ୍କ ପାଇଁ ଦିନ ବହୁଇଟ ଶୁଭ ଅଟେ । ଚାକିରି ରେ ଅଫସର ଲୋକଙ୍କ ସହ ଭୁଲ ବୁଝା ମଣା ହୋଇ ପାରେ ।

କନ୍ୟା :

ଆଜି ଆପଣଙ୍କୁ ପାଠ ପଢା କାର୍ଯ୍ୟ ପାଇଁ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡି ପାରେ । ଆଜି ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ପରି ପୂର୍ଣ ରହିବ, କୌଣସି ନୂଆ କାମ ପାଇଁ ଆପଣ ନିବେଶ କରିବେ । ବହୁତ ବ୍ୟସ୍ତ ରହିଲେ ମଧ୍ୟ ବିଶେଷ କାର୍ଯ୍ୟ ପାଇଁ ସମୟ ବାହାର କରିବେ, ଲୋକଙ୍କୁ ଆଜି ଟିକେ ମାନସିକ ଚିନ୍ତା ରହିବ, ଏହି ରାଶି ଲୋକ ଆଜି ଯେତେ ପରିଶ୍ରମ କରିବେ ତାହା ଫଳ ପ୍ରାପ୍ତ କରିବେ।

ତୁଳା :

ଆଜି ସନ୍ତାନ ଦେହ ଖରାପ ପାଇଁ ଆପଣଙ୍କ ଦିନ ବ୍ୟସ୍ତ ଏବଂ ଚିନ୍ତା ପୂର୍ଣ ରହିବ, ଆଜି ଆପଣଙ୍କୁ ଯାହା ହେଲଲେ ମଧ୍ୟ କାମ କରିବାକୁ ପଡିବ, ଆଜି ଆପଣଙ୍କୁ ଗାଡି ଏବଂ ମଶିନ ଜିନିଷ ଠାରୁ ଦୂରେଇ ରହିବା ଉଚିତ ଅଟେ । ଆଜି ଘରେ ଦୁଖ ପାଇଁ ଘର ବାତାବରଣ ଦୂଷିତ ଅଟେ, ଧର୍ଜ୍ୟ ରାଖୀ କାର୍ଯ୍ୟ କରନ୍ତୁ । ସମସ୍ତଙ୍କୁ ସାହାଜ୍ଯ କରିବା ଆପଣଙ୍କ ଅଭ୍ଯାସ ସମାପ୍ତ ହୋଇ ଜୀବ କାହିଁକିନା ଆପଣଙ୍କ ଆବଶ୍ୟକତା ସମୟରେ ଆପଣଙ୍କ ସହ କେହି ନଥିବେ ।

ବିଛା :

ଆଜି ଆପଣଙ୍କୁ ରୋଜଗାର ପାଇଁ ବହୁତ ପ୍ରକାର ନୂଆ ରାସ୍ତା ମିଳିବ, ଆଜି ଚାକିରିଆ ଲୋକ ନିଜ କାର୍ଯ୍ୟସ୍ଥଳ ରେ ବରିଷ୍ଠ ଅଧିକାରୀମାନଙ୍କ ବିଶ୍ଵାସ ଜିତ୍ୟ ପାରିବେ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ । ଭୁଲ ବୁଝା ମଣା ପାଇଁ ସମ୍ପର୍କ ଖରାପ ହୋଇ ପାରେ । ଆଜି ଆପଣଙ୍କ ପରିଶ୍ରମ ଫଳ ପ୍ରାପ୍ତି ହୋଇବ, ଆପଣ ନିଜ ସମ୍ପର୍କୀୟ ବା ଅନ୍ୟ ଲୋକଙ୍କ ଅସୁବିଧା ସମାଧାନ କରିବା ପାଇଁ ସକ୍ଷମ ରହିବେ ।

ଧନୁ :

ଆଜି ପରିବାର ଏବଂ ପାର୍ଟନର ଦ୍ଵାରା ମନ ଅନୁଯାଇ ସାହାଜ୍ଯ ପ୍ରାପ୍ତ ନ ହବାରୁ ମନ ନିରାଶ ହୋଇବ । ହଟାତ ଖର୍ଚ ବଢିବାରୁ ଆପଣଙ୍କ ମନ ଅଶାନ୍ତ ରହିବ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ବଦଳିବାକୁ ଲାଗିବ, ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ । କାର୍ଯ୍ୟ ରେ ଯାହା ଫଳ ପ୍ରାପ୍ତ ହେଉଛି ତାକୁ ମାନିକି ଚାଲନ୍ତୁ, ବିଦେଶ ଯାତ୍ରା କରି ପାରନ୍ତି ।

ମକର :

ଆଜି କମ ସମୟରେ ଆପଣଙ୍କ କାର୍ଯ୍ୟ ପୂର୍ଣ ହୋଇବ, ଆଜି ଆପଣଙ୍କ ଅଟକି ଥିବା ଧନ ଆପଣଙ୍କୁ ମିଳିବ । ବ୍ୟବସାରେ ଆଜି ଆପଣ ଲାଭପୂର୍ଣ ସୌଦା କରିବେ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ , ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ଅଟେ । ଆଜି ଆପଣଙ୍କୁ ନିଜ ତରଫରୁ ଆଗକୁ ଯାଇ ଲୋକଙ୍କ ସହ ମିସିବା ପାଇଁ ଚେଷ୍ଟା କରିବା ଉଚିତ ଅଟେ ।

କୁମ୍ଭ :

ଆଜି ଶେୟର ମାର୍କେଟ ରେ ନିବେଶ କରିବା ପାଇଁ ଆପଣଙ୍କୁ ଅବସର ପ୍ରାପ୍ତ ହୋଇବ, ବ୍ୟାପାରିମାନଙ୍କ ଯୋଜନା ସଫଳ ରହିବ, ଆଜି ଆପଣ ନିଜ କାର୍ଯ୍ୟ ଦ୍ଵାରା ସମସ୍ତଙ୍କୁ ଖୁସି କରିବେ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ ।

ମୀନ :

ଆଜି ଆପଣଙ୍କ ଦ୍ଵାରା ହୋଇ ଥିବା ନିଷ୍ପତ୍ତି ସଠିକ ହୋଇବ, ଅଳପ ସମୟରେ ଧନ ପ୍ରାପ୍ତି ଲୋଭ ଛାଡି ଦିଅନ୍ତୁ ଏବଂ ଧନ ନିବେଶ ରେ ମନ ଦିଅନ୍ତୁ । ବ୍ୟବସାୟ ଏବଂ ଅନ୍ୟ ଭୁଲ ଠାରୁ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ, ଆପଣଙ୍କ ଜୀବନ ବହୁତ ସୁଖମୟ ହବାକୁ ଯାଉଛି । ଆଜି ଆପଣଙ୍କ କଥା ପ୍ରଭାବ ଅନ୍ୟ ଲୋକଙ୍କ ଉପରେ ଉତ୍ତମ ରହିବ ଏବଂ ଆପଣଙ୍କ ମାନ ପ୍ରତିଷ୍ଠାରେ ବଢିବ ।

Leave a Reply

Your email address will not be published. Required fields are marked *