ଶିବ ମନ୍ଦିରରେ କେବେବି କରନ୍ତୁ ନାହିଁ ଏହି ଭୁଲ, ନଚେତ ଭୋଲେନାଥଙ୍କ କ୍ରୋଧରୁ ବଞ୍ଚାଇ ପାରିବେନି କେହି

ଆମର ହିନ୍ଦୁଧର୍ମରେ ସବୁ ଦେବାଦେବୀ ଙ୍କର ପୂଜାପାଠ ଆଉ ଭୋଗ ଲଗାଇବା ସମ୍ବନ୍ଧରେ କିଛି ବିଶେଷ ନିୟମ ବନା ଯାଇଅଛି । ଯେମିତିକି ହିନ୍ଦୁ ଧର୍ମର ଅନୁସାରେ ଭଗଵାନ କୃଷ୍ଣ ଙ୍କର ଦହି ର ଭୋଗ ବହୁତ ହି ପସନ୍ଦ ଅଟେ । କିନ୍ତୁ ସେଇଠି ମା ସନ୍ତୋଶି ଙ୍କର ଖଟାର କିଛି ପଦାର୍ଥ ଭୋଗ ଲଗାଇବା ନିଷେଧ ମନା ଯାଇଥାଏ ।

ଏହିପରି ସବୁ ଦେବାଦେବୀଙ୍କ ପାଇଁ ଶାସ୍ତ୍ର ରେ ଅଲଗା ନିୟମ ବନା ଯାଇଅଛି ।

ଏମିତିରେ ସବୁ ସମୟରେ ଦେବୀ ଦେବତାଙ୍କର ପବିତ୍ରତା ଆଉ ତାଙ୍କର ବିନମର୍ତ୍ତାର ଧ୍ୟାନ ରଖିବା ଦରକାର । ଏମିତିରେ ଦେଖିବାକୁ ଗଲେ ଆପଣ ଦେଖିଥିବେ କି ଯେଉଁ ଲୋକ ଜାଗରଣ ପୂଜା ପୂଜି ଆଳତି ରେ ସାମିଲ ହୋଇଥାନ୍ତି, ସେମାନେ ଠାକୁରଙ୍କ ର ଗୁଣଗାନ କରିବା ସାଥେ ସାଥେ ତାଳିବି ବଜାଇଥାନ୍ତି ।

ଏମିତିରେ ଏହି ଲୋକେ ଦ୍ଵାରା ତାଳିର ବଜାଇବା ବହୁତ ଉତ୍ସାହ ଆଉ ତନ୍ମୟତା ର ପ୍ରତୀକ କୁହାଯାଏ ଯେଉଁଥିରେ ଭକ୍ତମଣ୍ଡଳି ଙ୍କ ମଧ୍ୟରେ ଏକତାର ଭାବନା ସୃଷ୍ଟି ହୁଏ ।  ଏହା ବ୍ୟତୀତ ଏମିତି ବି କୁହାଯାଏ, ଏହି ତାଳିର ଶବ୍ଦ ଆଉ ଲୋକଙ୍କ ପାର୍ଥନା ଠାକୁରଙ୍କ ଯାଏ ନିଶ୍ଚୟ ପହଞ୍ଚିଥାଏ ।

କିନ୍ତୁ ଆପଣ ଏହା ଜାଣିକରି ଚକିତ ହେବେକି ଭଗବାନ ଶିବଙ୍କ ମନ୍ଦିରରେ ତାଳି ମାରିବା ଉଚିତ ମନା ଯାଏ ନାହିଁ ।  ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କ ମନ୍ଦିରରେ ତାଳି ବଜାଇବା ବର୍ଜିତ ହୋଇଥାଏ । ଆପଣଙ୍କୁ ଏହା ଜାଣିକି  ଅଜବ ନିଶ୍ଚୟ ଲାଗିବ, କିନ୍ତୁ ଏହା ସତ ।  ଏଥିପାଇଁ କୁହାଯାଏ କି ଶିବ ମନ୍ଦିରରେ ସବୁବେଳେ ଶାନ୍ତିର ପରିବେଶ ରଖା ଯାଇଥାଏ । ଏହା ଏଥିପାଇଁ କାହିଁକି ନା ଶିବ ଜି ସବୁବେଳେ ଜଳ ଧାରର ତଳେ ଧ୍ୟାନ ଲଗାଇ ବସିଥାନ୍ତି । ଏମିତିରେ ତାଙ୍କୁ ପାଟି ତୁଣ୍ଡ ବିଲକୁଲ୍ ପସନ୍ଦ ନୁହେଁ ।

ସେଥିପାଇଁ ସେ ଧ୍ୟାନ ଏବଂ ସମାଧି ରେ ବସିବା ପାଇଁ ଭଗବାନ ସର୍ବଦା କୈଳାସପର୍ବତ ଓ ସ୍ମସାନ ଭଳି ନିର୍ଜନ ସ୍ଥାନ ବାଛି ଥାନ୍ତି । ଏହାଛଡା ଏହାବି ମାନ୍ୟତା ଅଛି  କି କେବେ ଶିବଲିଙ୍ଗ ପାଖରେ ତିନି ଥର ତାଳି ବଜାଇବା କଥା ନୁହେଁ ଏହାଦ୍ୱାରା ଶିବଙ୍କର ଧ୍ୟାନ ଭାଙ୍ଗି ଯାଇ ପାରେ । ଯାହା ଶିବଙ୍କର ଜମାରୁ ପସନ୍ଦ ନୁହେଁ । ଏଥିପାଇଁ ସବୁ ଭକ୍ତଙ୍କର ଭଗବାନ ଶିବଙ୍କ ମନ୍ଦିର ସହ ଜଡିତ ଏହି ମାନ୍ୟତା ର ଧ୍ୟାନ ରଖିବା ନିହାତି ଦରକାର । ସେମିତିରେ ଶିବଙ୍କର ଧ୍ୟାନ ଭଙ୍ଗ କରିବା ମାନେ ତାଙ୍କୁ କ୍ରୋଧରେ ଆଣିବା । ନଚେତ ତାଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ ।

ଯଦି ଅପଣକୁ ଆମର ଏହି ଆର୍ଟିକ୍ଲ  ପସନ୍ଦ ଆସିଥାଏ ତେବେ ଗୋଟେ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *