କରଜରୁ ମୁକ୍ତି ପାଇବାକୁ ହେଲେ ଏହା ହେଉଛି ସବୁଠୁ ସରଳ ଉପାୟ- ଥରେ ନିଶ୍ଚୟ କରିକି ଦେଖନ୍ତୁ

ଏହି ଦୁନିଆରେ ବହୁତ୍ କମ୍ ମଣିଷ ଏମିତି ହେଇଥିବେ ଯିଏ କେବେ କାହାଠୁ କରଜ ନେଇଥିବେ, ଭୁଲବଶତଃ ଆପଣ ଯଦି ସେଇ କରଜ ଆଜି ଯାଏ ଦେଇ ନାହାନ୍ତି କିମ୍ବା ଆପଣ ଏହି କରଜ ଦବାକୁ ହଇରାଣ ହଉଛନ୍ତି ତେବେ ଆଜି ଆମେ ଆପଣକୁ କିଛି ଏମିତି ଉପାୟ କହିବୁ ଯେଉଁଥିରୁ ଆପଣଙ୍କୁ ଏହି କରଜରୁ ଜଲ୍ଦୀ ହିଁ ମୁକ୍ତି ମିଳିଯିବ । ଏହାର ପ୍ରଥମ ଉପାୟ ନଡିଆ ସମ୍ବନ୍ଧରେ ଅଟେ ।

ଆଜ୍ଞା ହଁ ଏହି ଉପାୟ ଅନୁସାରେ ଆପଣ ଗୋଟେ ନଡିଆ ନିଅନ୍ତୁ ।

ତାପରେ ରକ୍ଷାସୁତ୍ର ନେବେ ବା ଆପଣ ମୋଲିବି ନେଇପାରନ୍ତି ଆଉ ଯଦି ଆପଣଙ୍କ ପାଖରେ ରକ୍ଷାସୁତ୍ର ବା ମୋଲି ନାହିଁ ତେବେ ଗୋଟେ ନାଲି ସୂତା ବି ନେଇପାରିବେ । କହିଦଉଛୁ କି ଆପଣଙ୍କ ପରବାରରେ ଯିଏ ସବୁଠୁ ଲମ୍ବା ବ୍ୟକ୍ତି ଅଛନ୍ତି ତାଙ୍କର ଲମ୍ବାପଣ ଯେତେ ଅଚ୍ଛି ଏହି ନାଲି ସୂତା ସେତିକି ଲମ୍ବା ଦରକାର । ଏହା ପରେ ଆପଣଙ୍କୁ ଘିଅରେ ଗୋଳା ହୋଇଥିବା ସିନ୍ଦୂର ଦରକାର ପଡିବ ।

ଆଉ ଧ୍ୟାନ ରଖିବେ କି ସିନ୍ଦୂର ଯେମିତି ଓଦା ରହିବା ଦରକାର । ଏହା ପରେ ଆପଣଙ୍କୁ ନଡ଼ିଆ ନେଇ ତା ଉପରେ ସିନ୍ଦୁରରେ ସ୍ଵସ୍ତିକ ବନାଇବାକୁ ପଡିବ ଏହା ସହ ଏହି କଥାପ୍ରତି ଧ୍ୟାନ ରଖିବେ କି ଯେମିତି ସ୍ଵସ୍ତିକ ଚିହ୍ନ ଠିକ ଭାବେ ହୋଇଥିବା ଦରକାର ।

ଏହାଛଡା ମଙ୍ଗଳବାର ଦିନ ହନୁମାନ ଙ୍କର ଦିନ ବୋଲି କୁହାଯାଇଥାଏ । ଏହିଦିନ ଭୁଲରେ ବି କରଜ୍ କରନ୍ତୁ ନାହିଁ, ଏହାର ଆଉ ଗୋଟେ କାରଣ ଏହି କି ଯେ , ମଙ୍ଗଳବାର ର ଦିନ କେବଳ କରଜ ଫେରାଇବା ପାଇଁ ହୋଇଥାଏ , ତେଣୁ ଏହିଦିନ କରଜ ନବାର ଭୂଲ୍ ବିଲକୁଲ୍ କରନ୍ତୁନି । ବାସ୍ ଆପଣଙ୍କୁ ଏହି 2ଟି ଉପାୟ କରିବାର ଅଛି ।

ଏହା କରିବାଦ୍ୱାରା ଆପଣ କରଜ ମୁକ୍ତ ହେଇଯିବେ । ଏହା ସାଥିରେ ଏହି କଥା ପ୍ରତି ଧ୍ୟାନ ରଖିବେ କି ପ୍ରଥମ ଉପାୟ କରିବା ପରେ ହିଁ ଦ୍ଵିତୀୟ ଉପାୟ କରିବେ । ଏହା ଛଡ଼ା କେତେ ଥର ଗୋଟେ ଥର ଏହି ଉପାୟ କରିବାରେ ଫଳ ନ ମିଳି ପାରେ ଆପଣ ଏହି ଉପୟକୁ ଦ୍ଵିତୀୟ ଥର ବି ଚେଷ୍ଟା କରି ପାରିବେ।

ଯଦି ଆପଣ ମଧ୍ୟ କରଜ ରେ  ବୁଡିଛନ୍ତି ତେବେ ଏହି ଉପାୟ ଥରୁଟେ ନିଶ୍ଚୟ କରି ଦେଖନ୍ତୁ ।

Leave a Reply

Your email address will not be published. Required fields are marked *