ଶନିବାର ଦିନ ଭୁଲରେବି କରନ୍ତୁ ନାହିଁ ଏହି 3ଟି କାମ, ପଡିଥାଏ ଶନି ମହାଦଶା- Vastu Tips

ଭଗବାନ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ଶନିବାର ଦିନ ଭଗବାନ ଶନିଦେବଙ୍କ ପ୍ରିୟ ବାର ହୋଇଥାଏ । ଏହି ଭଗବାନ ଶନିଦେବଙ୍କୁ ପୂଜା କରିଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ତାଙ୍କର କୃପା ଦ୍ରୁଷ୍ଟି ହେଲେ ବ୍ୟକ୍ତି ଜୀବନରେ ସଫଳ ଆସିଥାଏ । କିନ୍ତୁ ତାଙ୍କର କ୍ରୋଧ ଦ୍ରୁଷ୍ଟି ହେଲେ ବ୍ୟକ୍ତି ଜୀବନରେ ଅନେକ ପ୍ରକାରର ସମସ୍ୟା ଆସିଥାଏ । ଆଜି ଆମେ ଆପଣ ଅମାନଙ୍କୁ ଶନିବାର ଦିନ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଶନିବାର ଦିନ ବ୍ୟକ୍ତିଙ୍କୁ ସହବାସ କରିବା ଉଚିତ ନୁହେଁ । ଯେଉଁ ମାନେ ଏହିପରି ଭୋଗବିଳାସରେ ବୁଡି ରୁହନ୍ତି ସେମାନେ ଜୀବନରେ ଅନେକ କଷ୍ଟ ଭୋଗ କରିଥାନ୍ତି । ଏହି ଦିନ ଏହିସବୁ ଜିନିଷ ଠାରୁ ଦୂରେଇ ରହିବା ଉଚିତ ।

୨- ଶନିବାର ଦିନ ଘର ପାଖରେ ବିଲେଇ ବା କୁକୁର ଭୋକିଥାନ୍ତି ତେବେ ସେହି ଘରେ ସର୍ବଦା କଳହ ଲାଗି ରହିଥାଏ । ତେଣୁ ଏହା ଅଶୁଭ ହୋଇଥାଏ ।

୩- ଶନିବାର ଦିନ ଭାଙ୍ଗି ଯାଇଥିବା ଆଇନା ବା ପାନିଆର ବ୍ୟବହାର କରିବା ଅନୁଚିତ । ଏହା ଦ୍ଵାରା ଭଗବାନ ଶନିଦେବଙ୍କର କୁଦ୍ରୁଷ୍ଟି ବୟକତି ଜୀବନରେ ପଡିଥାଏ ।

୪- ଶନିବାର ଦିନ କୌଣସି ଜିନିଷ ଭାଙ୍ଗିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଭାଙ୍ଗି ଯାଇଥିବା ଜାଣରେ ବସି ଯାତ୍ରା କରିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ଖରାପ ପ୍ରଭାବ ପଡିଥାଏ ।

୫- ଶନିବାର ଦିନ ସ୍ନାନ ନ କରିଲେ ଏହା ଅଶୁଭ ହୋଇଥାଏ । ଏହି ଦିନ ରସୁଣ, ପିଆଜ, ଆମିଷ ବା ମଦ୍ୟପାନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଭଗବାନ ଶନିଦେବଙ୍କର କ୍ରୋଧର ଶିକାର ହେବାକୁ ପଡିପାରେ ।

୬- ଶନିବାର ଦିନ ଘରେ ବା ବାହାରେ କାହା ସହ କଳହ କରିବା ଉଚିତ ନୁହେଁ । ଏହା ସହ ମହିଳା ମାନଙ୍କୁ ଅପମାନ ହେବା ଭଳି କୌଣସି କଥା ବା କାମ କରିବା ଉଚିତ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ଦରିଦ୍ରତା ଆସିଥାଏ ।

୭- ଶନିବାର ଦିନ ଶନି ମନ୍ଦିର ବା ପ୍ରଭୁ ହନୁମାନଙ୍କର ଦର୍ଶନ କରିବା ଶୁଭ ହୋଇଥାଏଆ । ଏହା ସହ ସୋରିଷ ତେଲରେ ଦୀପ ଜଳାଇ ଭଗବାନ ଶନିଙ୍କୁ ସୋରିଷ ତେଲ ଅର୍ପଣ କରିବା ଉଚିତ । ଏହା ଦ୍ଵାରା ସବୁ ଦୁଖ କଷ୍ଟ ଦୂର ହୋଇଥାଏ ।

୮- ଶନିବାର ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅନୁଚିତ । ଏହି ଦିନ ଭଗବନା ଶନିଙ୍କ ଆଖିକୁ ଚାହିନା ଅନୁଚିତ । ଏହି ଦିନ ତେଲ, କଳା ବିରିଡାଲି କିଣିବା ଉଚିତ ନୁହେଁ । କଳା ରଙ୍ଗର ବସ୍ତୁ ଦାନ କରିଲେ ଶନିବାର ଦିନ ଶୁଭ ହୋଇଥାଏ ।

୯- ଶନିବାର ଦିନ କାଚ ଭାଙ୍ଗିବା, କରଜ ବା ଧନ ଖର୍ଚ୍ଚ ହେବା, ତେଲ ପଡିବା, କ୍ଷୀର ଉତୁରିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଜୀବନରେ ଦରିଦ୍ରତା ଆସିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *