ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3ଟି କାମ, ଘରକୁ ମାଡି ଆସିବ ଭୟଙ୍କର ଗରିବୀ…

ହିନ୍ଦୁ ଧର୍ମରେ ନ୍ୟାୟର ଦେବତା କୁହାଯାଏ । ଶନିଦେବଙ୍କର ପ୍ରିୟ ବାର ହୋଇଥାଏ ଶନିବାର । ତେବେ ଶନିବାର ସିନା ଭଗବାନ ଶନିଦେବଙ୍କ ମନ୍ଦିର ଯାଇ ପୁଆ କରାଯାଏ । ଏହା ସହ କୁହାଯାଏ ଏହି ଦିନ ଯେଉଁ ଭକ୍ତ ଶନିଦେବଙ୍କୁ ସଫା ମନରେ ଯାହା ମାଗିଥାଏ ତାହା ନିଶ୍ଚୟ ପୂରଣ ହୋଇଥାଏ । କିନ୍ତୁଶନିବାର ଦିନ ଏମିତି କାମ କରିବା ଅନୁଚିତ ଯାହା ଦ୍ଵାରା ଶନିଦେବ ରୁଷ୍ଟ ହୋଇଥାଏ । କାରଣ ଶନିବାରକୁ ସବୁଠାରୁ ଅଶୁଭ ବାର ମାନାଯାଏ । ଯାହାର ପ୍ରଭାବ ପ୍ରଭାବିତ ଜାତକ ବିଦ୍ରୋହୀ, କ୍ରୋଧୀ ହେବ ସହ ଘରେ ଅସାନ୍ତି ଲାଗି ରହିଥାଏ । ଆଜି ଆମେ ଆପଣଙ୍କୁ ଶନିବାର ଦିନ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଶନିବାର ଦିନ ସ୍ଵାମୀ ସ୍ତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବା ଅନୁଚିତ । ଏମିତି କରିବା ଦ୍ଵାର ଶନିଦେବଙ୍କ କ୍ରୋଧର ସାମନା କରିବାକୁ ପଡିଥାଏ । ଏମିତି ପାପ ଭୁଲରେ କରିବା ଉଚିତ ନୁହେଁ । ଏହି ଦିନ ଭୋଗ ବିଳାସ ଠାରୁ ଦୂରେଇ ରହିବା ଉଚିତ ।

୨- ଶନିବାର ଦିନ କୁକୁର ବା ବିଲେଇ ଶବ୍ଦ କରିଲେ ଦାରିଦ୍ରତା ଆସିବା ସହ ସେହି ଘରେ ଝଗଡା ଅସାନ୍ତି ଲାଗି ରହିଥାଏ । ସନିବା ଦୀୟନ ଭାଙ୍ଗି ଯାଇଥିବା ପାନିଆ ବା ଆଇନାର ବ୍ୟବହାର କରିବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ବ୍ୟକ୍ତି କାଙ୍ଗାଳ ହୋଇଯାଏ ।

୩- ଶନିବାର ଦିନ ଘରେ କୌଣସି ଜିନିଷ ଭାଙ୍ଗିବା ଅଶୁଭ ମାନାଯାଏ । ଏହି ଦିନ ଭାଙ୍ଗି ଯାଇଥିବା ବାହନରେ ବସି ଯାତ୍ରା କରିବା ମଧ୍ୟ ଅଶୁଭ ହୋଇଥାଏ । ଶନିବାର ଦିନ ସ୍ନାନ ନ କରିଲେ ଜୀବନରେ କେବେ ସଫଳତା ମିଳେ ନାହି ।

୪- ଯଦି ଆପଣ ଶନିଦେବଙ୍କ ଭକ୍ତ ଅଟନ୍ତି ତେବେ ଶନିବାର ଦିନ ପିଆଜ, ରସୁଣ, ମଦ୍ୟପାନ ବା ଧୂମରପାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଶନିଦେବ ରୁଷ୍ଟ ହେବା ସହ ଗ୍ରହର ସ୍ଥିତି ଖରାପ ହୋଇଥାଏ ।

୫- ଶନିବାର ଦିନ ଘରେ କାହା ସହ ଝଗଡା କରିବା, ମହୀଳାଙ୍କୁ କଷ୍ଟ ଦେବା, କାହାକୁ ଅପମାନିତ କରିବା, ଖରାପ ନଜର ରଖିଆ ଉଚିତ ନୁହେଁ । ଏମିତି କରିବା ଦ୍ଵାରା ଶନିଦେବ ରୁଷ୍ଟ ହୋଇଥାନ୍ତି ।

୬- ଶନିବାର ଦିନ ଭଗବାନ ଶନିଦେବଙ୍କ ପୂଜା କରିବା ପରେ ପ୍ରଭୁ ହନୁମାନଙ୍କ ଦର୍ଶନ କରିବା ଶୁଭ ହୋଇଥାଏ । ଏହି ଦିନ ସୋରିଷ ତେଲର ଦୀପ ଶନିଦେବଙ୍କୁ ଅରପଣ କରିଲେ ସବୁ ଦୁଖ କଷ୍ଟ ଦୂର ହୋଇଥାଏ ।

୭- ଶନିବାର ଦିନ ଶନିଦେବଙ୍କୁ ଆଖିକୁ ଦେଖିବା ଉଚିତ ନୁହେଁ । ଏହି ଦିନ କଳା ବସ୍ତ୍ର ଧାରଣ କରିବା ଅନୁଚିତ । ଏହି ଦିନ ତେଲ, ଲୁହା, କଳା ବିରିର ଡାଲି କିଣିବା ଉଚିତ ନୁହେଁ ।

୮- ଶନିବାର ଦିନ କଳା ରଙ୍ଗର ବସ୍ତୁ ଦାନ କରିଲେ ଶୁଭ ହୋଇଥାଏ । ଏହି ଦିନ କ୍ଷୀର ଉତୁରିବା, କାଚ ଭାଙ୍ଗିବା, କରଜ ବଢିବା ଦୁର୍ଘଟଣା ହେବାର ସଂକେତ ଦେଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *