ବନ୍ଧୁଗଣ ଭଗବାନ ଶନିଦେବଙ୍କ ନାମ ଶୁଣିଲେ ମନରେ ଭୟ ଆସିଥାଏ । ଭଗବାନ ଶନିଦେବ ବ୍ୟକ୍ତିକୁ କର୍ମ ଅନୁଯାୟୀ ଫଳ ଦେଇଥାନ୍ତି । ତେଣୁ ବ୍ୟକ୍ତି ଙ୍କୁ ସର୍ବଦା ଉଚିତ କାମ କରିବା ଉଚିତ । ବ୍ୟକ୍ତି ଯଦି ଭଲ କାମ କରିଥାଏ ତେବେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଭଗାବନା ଶନିଦେବଙ୍କ ସ୍ଥିତି ଅନୁଯାୟୀ ସାଢେ ସାଥି ଯୋଗୁ ବ୍ୟକ୍ତି ଜୀବନରେ ଅନେକ ଭଲ ଓ ଖରାପ ପ୍ରଭାବ ପଡିଥାଏ ।
ଆଜି ଆମେ ଆପଣ ମାନଙ୍କୁ ଭଗବାନ ଶନିଦେବଙ୍କ ସାଢେ ସାତିରୁ କେଉଁ ରାଶି ମାନେ ମୁକ୍ତି ପାଇବାକୁ ଯାଉଛନ୍ତି ଆସନ୍ତୁ ଜାଣିବା । ଭଗବାନ ଶନିଦେବ ମକର ରାଶିରେ ଗୋଚର କରିବାକୁ ଯାଉଛନ୍ତି । ୨୦୨୨ ଏପ୍ରିଲ ୨୯ ତାରିଖ ରୁ କୁମ୍ଭ ରାଶିରେ ଗୋଚର କରିବେ । କୁମ୍ଭ ରାଶିରେ ଶନିଦେବଙ୍କର ଗୋଚର ଆରମ୍ଭ ହେବା କ୍ଷଣି ଧନୁ ରାଶିର ବ୍ୟକ୍ତି ଙ୍କୁ ସାଢେ ସାତୀ ରୁ ମୁକ୍ତି ମିଳିବ । ଧନୁ ରାଶିରେ ସାଢେ ସାତୀ ୨୦୧୪ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିଲା ।
ଏବେ ସାଢେ ସାତ ବର୍ଷ ପରେ ଏହି ରାଶିର ଲୋକ ମାନଙ୍କୁ ମୁକ୍ତି ମିଳିବ ଶନିଦେବଙ୍କ କୃପାରୁ । ପୂର୍ଣ୍ଣ ଭାବରେ ୨୦୨୩ ଜାନୁଆରୀ ୧୭ରୁ ମୁକ୍ତି ମିଳିଯିବ । ୧୨ ଜୁଲାଇ ୨୦୨୨ ରୁ ୧୭ ଜାନୁଆରୀ ୨୦୨୩ ଯାଏଁ ପୁଣି ଥରେ ଶନିଦେବ ମକର ରାଶିକୁ ଗୋଚର କରିବେ । ଫଳରେ ଧନୁ ରାଶି ର ବ୍ୟକ୍ତି ଙ୍କ ପାଇଁ ଶନିଦେବଙ୍କ କୋପ ଦ୍ରୁଷ୍ଟି ପଡିପାରେ । ଏହା ସହ ଶନିଦେବ କୁମ୍ଭ ରାଶିରେ ପ୍ରବେଶ କରିବା ମାତ୍ରେ ଏହି ରାଶି ଉପରେ ଶନିଦେବଙ୍କର ସାଢେ ସାତୀ ର ପ୍ରଥମ ଚରଣ ଆରମ୍ଭ ହେବ ।
ଏହା ସହ କୁମ୍ଭ ରାଶି ଉପରେ ଶନିଙ୍କର ଦିତୀୟ ଚରଣ ଆରମ୍ଭ ହେବ ଓ ମକର ରାଶି ଉପରେ ପ୍ରଥମ ଚରଣ ଆରମ୍ଭ ହେବ । କହିବାକୁ ଏହି ୩ଟି ରାଶି ଶନିଙ୍କର ସାଢେ ସାତି କୁ ଆସିବେ । ଶନି ସାଢେ ଶାତୀ ର ୩ଟି ଚରଣ ରହିଥାଏ । ପ୍ରଥମ ଚରଣକୁ ଉଦୟ ଚରଣ, ଦିତୀୟ ଚରଣକୁ ଶିକ୍ଷାର ଚରଣୟ ତୃତୀୟ ଚରଣକୁ ଅସ୍ତ ଚରଣ ବୋଲି କୁହାଯାଏ ।
ଶନି କୁମ୍ଭ ରାଶିରେ ପ୍ରବେଶ କରିବା ମାତ୍ରେ ହିଁ କର୍କଟ ଓ ବିଛା ରାଶି ଉପରେ ଶନି ସାଢେ ସାତୀ ଆରମ୍ଭ ହେବ । ମିଥୁନ ଓ ତୁଳା ରାଶିଙ୍କୁ ଏଥିରୁ ମୁକ୍ତି ମିଳିଯିବ । ଏହା ଦ୍ଵାରା ଏହି ସବୁ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ବହୁତ ସାରା ପ୍ରଭାବ ଦେଖାଯିବ । କିଛି ମାତ୍ରା ରେ ଖୁସି ଆସିପାରେ ତ ଆଉ କିଛି ମାତ୍ରା ରେ ଦୁଖ ସମୟ ମଧ୍ୟ ଆସିପାରେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।