ଶନି ଦେବଙ୍କର ଏହି ଉପାୟ କଙ୍ଗାଳକୁ ବି କରିଦେବ ମହାକୋଟିପତି- ଜାଣନ୍ତୁ କେମିତି

କେଟକା ଲୋକ ଶନିଦେବଙ୍କ ନା ମାତ୍ର ରେ ଡଋଯାନ୍ତି ଏବଂ ବହୁତ ଲୋକ ଶନି ଦେବଙ୍କୁ ପ୍ରଶନ କରିବା ପାଇଁ ବହୁତ ପ୍ରକାର ଉପାୟ ମଧ୍ୟ କରନ୍ତି ଓ ତାନ୍ତ୍ରିକ ଉପାୟ ମଧ୍ୟ କରନ୍ତି । ଯଦି କାହା ଜାତକ ରେ ଅସୁବିଧା ହୋଇଥାଏ ତେବେ ସେହି ଲୋକ ଉପରେ ଶନି ଦୋଷ ହୋଇପାରେ ସେଥିପାଇଁ ଶନି ଦେବଙ୍କୁ ପ୍ରଶନ କରିବା ବହୁତ ଆବଶ୍ୟକ ଅଟେ । ଯଦି ଶନି ଦୋଷ ଥାଏ ତେବେ ଜୀବନ ରେ କେବେ ବି କିଛି ଭଲ ହବ ନାହିଁ ଓ ପ୍ରଗତି କେବେ ବି ଆପଣଙ୍କୁ ମିଳିବ ନାହିଁ ।

ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଏମିତି କିଛି ଉପାୟ ଅଛି ଯାହା ଦ୍ଵାରା ଏହି ଶନି ଦୋଷ ଗୁଡିକ ସମାପ୍ତ ହୋଇ ଜୀବ ଓ ଆପଣ ଶନି ଦେବଙ୍କ କ୍ରୋଧରୁ ମୁକ୍ତି ପାଇ ପାରିବେ ।

୧. ୭ଟି ଶନିବାର ସକାଳେ କଳା ରାସି, ଅଟା, ଚିନୀ ଏହି ୩ଟି ଜିନିଷ ମିଶାଇ ଗୋଟେ ମିଶ୍ରଣ ବନାନ୍ତୁ ଓ ପିମ୍ପୁଡିମାନଙ୍କୁ ଖାଇବା ପାଇଁ ଦିଅନ୍ତୁ ଆପଣଙ୍କ ସବୁ ପ୍ରକାର ସମସ୍ଯା ଦୂର ହବାକୁ ଲାଗିବ ।

୨. ଶନିବାର ଦିନ ସନ୍ଧ୍ୟା ରେ କଳା ଘୋଡା ନାଲ ଦ୍ଵାରା ବନା ଯାଇଥିବା ମୁଦି ହନୁମାନ ଠାକୁରଙ୍କ ମନ୍ଦିର ରେ ଯାଇ ଧାରଣ କରନ୍ତୁ ।

୩. ନିଜ ଆର୍ଥିକ ଅବସ୍ତା ଅନୁଯାଇ କଳା କପଡା, କଳା ତିଲ, ଲୁହା, ବାସନ ଇତ୍ୟାଦି ଜିନିଷ ଦାନ କରନ୍ତୁ ଏହି ଉପାୟ ଦ୍ଵାରା ଶନି ଦେବ ଖୁବ ଶୀଘ୍ର ପ୍ରଭାବିତ ହୁଅନ୍ତି ।

୪. ଶନିବାର ଦିନ ଗଟ ତାଟିଆ ରେ ସୋରିଷ ତେଲ ନିଅନ୍ତୁ ଓ ସେଥିରେ ନିଜ ଚେହେରା ଦେଖି ସେହି ତେଲ କୌଣସି ଦରକାରୀ ଲୋକକୁ ଦାନ କରି ଦିଅନ୍ତୁ ।

୫. ଶନିବାର ଦିନ ଅଟା ପେଷିବା ପାଇଁ ଗଲେ ଗହମ ରେ ୧୦୦ ଗ୍ରାମ କଳା ବୁଟ, ୧୧ ପାତ୍ର ତୁଲସୀ ଓ କେସର ୨ଟି ପକେଇ ଦିଅନ୍ତୁ । ସବୁ ଜିନିଷ ଗହମ ସହ ମିଶାଇ ପେଷିବା ପାଇଁ ଦେଇ ଦିଅନ୍ତୁ, ଏହି ଉପାୟ କରିବାର ଖୁବ ଶୀଘ୍ର ପରେ ଆପଣଙ୍କୁ ଆସାର ଦେଖା ଜୀବ ।

୬. ଶନିବାର ଦିନ ଘରେ ରୋଷେଇ ହୋଇଥିବା ତାଜା ରୁଟି ରେ ସୋରିଷ ତେଲ ଲଗାଇ କଳା କୁକୁଡ଼ାକୁ ଖାଇବାକୁ ଦିଅନ୍ତୁ ଶନି ଦେବ ଆପଣଙ୍କ ସବୁ ମନୋକାମନା ପୂର୍ଣ କରିବେ ଓ ଆପଣଙ୍କ ଜୀବନ ରେ ଥିବା ସବୁ ସମସ୍ୟା ଦୂର କରିବେ ।

Leave a Reply

Your email address will not be published. Required fields are marked *