ଆଜି ବି ଏହି ଗୁମ୍ଫାରେ ରଖା ହୋଇଛି ଭଗବାନ ଗଣେଶଙ୍କ କଟା ହୋଇଥିବା ମସ୍ତକ- ଜାଣନ୍ତୁ ଏହାର ରାଜ

ହିନ୍ଦୁ ଧର୍ମ ଓ ଶାସ୍ତ୍ର ଅନୁଯାଇ ଗଣେଶ ଠାରୁରଙ୍କୁ ଆଗ ପୂଜା କରା ଯାଏ ଓ ତାଙ୍କୁ ଶୁଭ ଆଗମନ ମଧ୍ୟ ଲୋକ ମାନନ୍ତି । ଗଣେଶ ଭଗବାନଙ୍କ ଜନ୍ମ ବିଷୟରେ ବହୁତ ପ୍ରକାର କଥା ପ୍ରଚଳିତ ଅଛି, କୁହା ଯାଏ ଯେ ଭଗବାନ ଶିବ କ୍ରୋଧ ରେ ଆସି ଗଣେଶ ଭଗବାନଙ୍କ ମୁଣ୍ଡ କାଟି ଦେଇଥିଲେ । ଏହା ପରେ ମାତା ପାର୍ବତୀ ଶିବ ଭଗବାନଙ୍କୁ ତାଙ୍କ ପୁଅ ଫେରେଇବା ପାଇଁ କହିଥିଲେ ଯାହା ପରେ କୌଣସି ରାସ୍ତା ନପାଇ ହାତୀ ମୁଣ୍ଡ ଲଗାଇ ଗଣେଶ ଭଗବାନଙ୍କୁ ଜୀବନ ପ୍ରଦାନ କରା ଯାଇଥିଲା ।

ତେବେ ଆସନ୍ତୁ ଜାଣିବା କେଉଁ ଗୁମ୍ଫା ରେ ଆଜି ପର୍ଜନ୍ତ ଗଣେଶ ଭଗବାନଙ୍କ ମୁଣ୍ଡ ରଖା ଯାଇଛି ।

ତେବେ ଏହି ପ୍ରଚଳିତ କଥା ଶୁଣିଲା ପରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ ଯେ ଗଣେଶ ଭଗବାନଙ୍କ ମୁଣ୍ଡ ତେବେ କୁଆଡେ ଗଲା ? କଥା ଅନୁଯାଇ ଶିବ ଭଗବାନ ଗଣେଶ ଭଗବାନଙ୍କ ମୁଣ୍ଡ ଏମିତି ଗୋଟେ ଗୁମ୍ଫା ରେ ଲୁଚେଇ ରଖିଥିଲେ ଯାହା ଉତ୍ତରାଖଂଡ ର ପିଥୌରାଗଢ଼ ରେ ଥିବା ଗୋଟେ ଗୁମ୍ଫା ରେ ରଖା ହୋଇଛି । ଏହି ଜାଗାକୁ ପାତାଳ ଭୁବନେଶ୍ୱର ନାମ ରେ ସମସ୍ତେ ଜାଣନ୍ତି ।

ଏହାର ବର୍ଣ୍ଣନ ସ୍କନ୍ଦ ପୁରାଣ ରେ ମଧ୍ୟ ଅଛି, ଯେଉଁ ଜାଗା ରେ ଗଣେଶ ଭଗବାନଙ୍କ ମୁଣ୍ଡ ରଖା ହୋଇଛି ସେହି ଜାଗାକୁ ଲୋକ ପାତାଳ ଭୁବନେଶ୍ୱର ନା ରେ ଜାଣିଛନ୍ତି । ପାତାଳ ଭୁବନେଶ୍ୱର ଭକ୍ତଙ୍କ ଆସ୍ଥା କେନ୍ଦ୍ର ଅଟେ, ଏହି ଗୁମ୍ଫା ବଡ ବଡ ପାହାଡ ମଧ୍ୟରେ ୯୦ ଫୁଟ ଭିତରେ ଅଛି । କୁହା ଯାଏ ଯେ ଏହି ଗୁମ୍ଫା ରାସ୍ତା ଆଦିସଙ୍କରାଚାର୍ଜ୍ୟ କରିଥିଲେ, ଏହି ଗୁମ୍ଫା ରେ ଗଣେଶ ଭଗବାନଙ୍କ କଟା ମୁଣ୍ଡ ଉପରେ ଶ୍ଵେତ ରଙ୍ଗ ବ୍ରମହକମଳ ସୁଶୋଭୀତ ଅଛି ।

ଏହି ଦେବରୂପୀ ବ୍ରହ୍ମ କମଳ ଦ୍ଵାରା ଗଣେଶ ଭଗବାନଙ୍କ ମସ୍ତିସ୍କ ମୂର୍ତି ଉପରେ ଦିବ୍ୟ ବୁନ୍ଦ ପଡୁଥାଏ । ଆଖ ପାଖ ଲୋକଙ୍କ ମାନ୍ୟତା ଅନୁଯାଇ ଏହି ଦିବ୍ୟ ବ୍ରହ୍ମ କମଳ ଭଗବାନ ଶିବଙ୍କ ଦ୍ଵାରା ସେଠାରେ ସ୍ଥାପିତ କରା ଯାଇଥିଲା । ଏହି ଗୁମ୍ଫା ରେ କାଲଭିରବଙ୍କ ଜିଭ ମଧ୍ୟ ଦର୍ଶନ ପ୍ରାପ୍ତ ହୋଇଥାଏ, ଏହାର ମାନ୍ୟତା ଅଟେ ଯେ ଜିଭ ଦ୍ଵାରା ଯେଉଁ ମଣିଷ ଲାଞ୍ଜ ପର୍ଜନ୍ତ ପହଞ୍ଚି ଯାଏ ସେହି ଲୋକ ମୋକ୍ଷ ପ୍ରାପ୍ତ କରିଥାଏ

Leave a Reply

Your email address will not be published. Required fields are marked *