ଶନି ଦେବଙ୍କୁ ଖୁସି କରିବା ପାଇଁ ଶନିବାର ଦିନ ନିଜ ପର୍ସରେ ରଖିଦିଅନ୍ତୁ ଏହି ଗୋଟେ ଜିନିଷ – ସଂନ୍ଧ୍ୟା ଭିତରେ ମିଳିବ ଏହାର ଫାଇଦା

ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଶନିଦେବଙ୍କ କୁ ପ୍ରଭାବର ଶିକାର ହେଉଛନ୍ତି । ଶନି ଦେବ ହେଉଛନ୍ତି କର୍ମଫଳର ଦାତା । ଯିଏ କି ଆମ କର୍ମ ନେଇ ଆମକୁ ଫଳ ପ୍ରଦାନ କରନ୍ତି । କିନ୍ତୁ ବେଳେ ବେଳେ ଏମିତି ହୁଏ କି ଆମ ସହ ବହୁତ କିଛି ଖରାପ ହୋଇଥାଏ । ଏହା କେବଳ ଏଥିପାଇଁ ହୁଏ କାହିଁକି ନା ଶନିଙ୍କର ଖରାପ ଦ୍ରୁଷ୍ଟି ସେମାନଙ୍କ ଉପରେ ରହିଥାଏ । ତେବେ ଯଦି ଆପଣ ଶନିଦେବଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ଶନି ମନ୍ଦିର ଯାଇ ଶନିଦେବଙ୍କ କୁ ପ୍ରଭାବରୁ ବଞ୍ଚିବାକୁ ତାଙ୍କ ପୁଜା କରନ୍ତୁ ।

 

ବହୁତ ଲୋକ ଅଛନ୍ତି ଯିଏ ଶନିଦେବଙ୍କ କୁ ପ୍ରଭାବରୁ ବଞ୍ଚିବା ପାଇଁ ସବୁଦିନ ଶନି ମନ୍ଦିର ଯାଇ ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ କିଛି ଲୋକ ଚାହିଁକରି ବି ମନ୍ଦିରକୁ ଯାଇପାରନ୍ତି ନାହିଁ , ହେଲେ ତାଙ୍କୁ ଶନିଦେବଙ୍କୁ ଖୁସି କରିବାର ଥାଏ ।  ଆମେ ଆପଣଙ୍କ ପାଇଁ ଏକ ଏମିତି ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣାଇ ସମସ୍ତେ ଶନିଦେବଙ୍କ କୃପା ପାଇପାରିବେ ।  ଆଜି ଆମେ ଏମିତି ଉପାୟ କହିବୁ ଯେଉଁ ଜିନିଷକୁ ପର୍ସରେ କିମ୍ବା ପକେଟରେ ରଖିଲେ ଶନିଦେବଙ୍କ ଆଶିର୍ବାଦ ମିଳିଥାଏ ।

ଶାସ୍ତ୍ରରେ ଶନିଦେବଙ୍କୁ ପ୍ରସନ୍ନ କରିବାର ନାନାଦି ଉପାୟ ବିଷୟରେ କୁହାଯାଇଛି , ଯଦି ଆପଣ କଳା ରଙ୍ଗର କପଡା କିମ୍ବା ବସ୍ତ୍ର ଦାନ କରୁଛନ୍ତି ତେବେ ଶୁଭପ୍ରଦ ହୋଇଥାଏ , ଯଦି ଆପଣ ଦାନ ନ କରିପାରିଲେ ନାହିଁ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଆପଣ ଏହାକୁ ପକେଟ୍ କିମ୍ବା ପର୍ସରେ ରଖିପାରିବେ ।

 

ଶନିବାର ଦିନ ଯଦି ଆପଣ ରାଶି ଦାନ କରୁଛନ୍ତି ତେବେ ଆପଣଙ୍କ ଜୀବନ ସୁଖମୟ ହେବ । ଶନିଦେବ ଏଥିରେ ବହୁତ ପ୍ରସନ୍ନ ହୋଇଥାନ୍ତି , ଯଦି ଆପଣ ଶନିବାର ଦିନ ମନ୍ଦିର ଯାଇନପାରିଲେ ତେବେ ସେହି ରାଶିକୁ ଆପଣ ପକେଟ୍ କିମ୍ବା ପର୍ସରେ ରଖିପାରିବେ ଏହା ଦ୍ୱାରା ନିଶ୍ଚିତ ଭାବେ ସଂନ୍ଧ୍ୟା ମଧ୍ୟରେ କିଛି ଭଲ ଖବର ମିଳିବ ।

କଳା ଉଦଡର ଡାଲି ଶନିବାର ଦିନ ଦାନ କଲେ ଆପଣଙ୍କର ସବୁ ଶାରରୀକ କଷ୍ଟ ଲାଘବ ହୋଇଯାଏ , ଦାନ ନକରିପାରିଲେ ଏମିତି ସ୍ଥିତିରେ ଆପଣଙ୍କ ପକେଟ୍ କିମ୍ବା ପର୍ସରେ ରଖିପାରିବେ ।

ଶନିଦେବଙ୍କୁ ନୀଳ ଫୁଲ ବହୁତ ପସନ୍ଦ ହୋଇଥାଏ , ଏଥିପାଇଁ ଭକ୍ତ ମାନେ ତାଙ୍କୁ ନୀଳ ରଙ୍ଗର ଫୁଲ ଅର୍ପଣ କରିଥାନ୍ତି , ଯଦି କେଉଁ କାରଣ ବଶତଃ ନୀଳ ଫୁଲ ଚଢାଇପାରନ୍ତି ନାହିଁ ତେବେ ଏକ ନୀଳ ଫୁଲକୁ ନିଜ ପକେଟ୍ ରେ କିମ୍ବା ପର୍ସରେ ରଖିଦିଅନ୍ତୁ ଦେଖିବେ ବହୁତ ଫାଇଦା ମିଳିବ , ଓ ଆପଣଙ୍କ ହେଇପାରୁନଥିବା କାର୍ଯ୍ୟ ସମ୍ପାଦନ ହେବ ।

ଏହି ଦିନ ଆପଣ ଲୁହା କାଚର ଜିନିଷ ନିଜ ପାଖରେ ରଖିପାରିବେ , ଏମିତି କଲେ ଶନିଦେବ ଓ ରାହୁ ଦୁହେମ୍ଂ ଅଶୁଭ ଫଳରୁ ବଞ୍ଚିପାରିବେ ।

Leave a Reply

Your email address will not be published. Required fields are marked *