ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ଭଗବାନ ଶନିଦେବ ଯେଉଁ ରାଶି ଉପରେ ବିରାଜମାନ କରିଥାନ୍ତି ସେହି ରାଶିରର ବ୍ଯକ୍ତିର କିସ୍ମତ ଖୋଲିଥାଏ । କିନ୍ତୁ ତାଙ୍କର କୁଦୃଷ୍ଟି ହେଲେ ବ୍ୟକ୍ତି ଜୀବନରେ ଅନେକ ସାରା ସମସ୍ଯାମାନ ସୃଷ୍ଟି ହୋଇଥାଏ । ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ଅଛନ୍ତି ଯେଉଁ ମାନଙ୍କ ଉପରେ ଭଗବାନ ଶନି ଛପର ଫାଡି ତାଙ୍କ ବର୍ଷା କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ।
ଧନୁ, ମୀନ ଓ ତୁଳା ରାଶିର ଲୋକଙ୍କ ମଧ୍ୟରେ ଜନ୍ମ କୁଣ୍ଡଳୀରେ ଶନି ଆପଣଙ୍କ ଲଗ୍ନରେ ଅଛନ୍ତି ତେବେ ଏଭଳି ବ୍ୟକ୍ତି ଜୀବନରେ ଧନବାନ ହୋଇଥାଏ । ବେପାର କ୍ଷେତ୍ରରେ ଦୁଇ ଗୁଣା ଲାଭ ପାଇଥାଏ । ଆପଣଙ୍କ ଜୀବନରେ ଅନେକ ସାରା ଖୁଶିର ଆଗମନ ହୋଇଥାଏ । ଯଦି କାହାର ଜାତକରେ ଶୁକ୍ଳ ପକ୍ଷ ରାତ୍ରି ସମୟରେ ଶନି ଆପଣଙ୍କ କୁଣ୍ଡଳୀରେ ବକ୍ରୀ ଦ୍ରୁଷ୍ଟିରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଶନି ମହା ବଳଶାଳୀ ହୋଇଥାନ୍ତି ।
ଆପଣଙ୍କ ଜୀବନରେ ଅନେକ ଶୁଭ ଫଳ ମିଳିଥାଏ । ଆପଣ ନିଜର କାମ ଦ୍ଵାରା ଧନବାନ ହୋଇଥାନ୍ତି । ଏଭଳି ବ୍ୟକ୍ତି ଜୀବନରେ ଉନ୍ନତି କରିଥାନ୍ତି । ଦଶମ ଭାଗ କୁଣ୍ଡଳିର ଶନିଙ୍କର ହୋଇଥାଏ ଯାହା ଶକ୍ତିଶାଳୀ ହୋଇଥାଏ । ଭଗବାନ ଶନି ମଣିଷର କର୍ମ ଦ୍ଵାରା ଫଳ ଦେଇଥାନ୍ତି । କୁଣ୍ଡଳୀରେ ଦଶମ ଭାଗ ଥିଲେ ଆପଣଙ୍କ ଜନ୍ମ ସମୟରେ ଶନି ଙ୍କ ଉପସ୍ଥିତି ରହିଥିଲେ ସେଭଳି ବ୍ୟକ୍ତି ଧନବାନ ହେବା ସହ ଧାର୍ମିକ ହୋଇଥାନ୍ତି ।
ଏଭଳି ବ୍ୟକ୍ତି ପୂଜା ପାଠ ରେ ଅଧିକ ବିଶ୍ଵାସ ରଖିବା ସହ ରୁଚି ରଖିଥାନ୍ତି । ଏମାନେ ଚାକିରି କ୍ଷେତ୍ର ରେ ଉନ୍ନତି କରିଥାନ୍ତି । ଏଭଳି ବ୍ୟକ୍ତି ନିଜର ପରିଶ୍ରମ ଦ୍ଵାରା ସଫଳତାର ଶୀର୍ଷ ରେ ପହଞ୍ଚି ପାରିଥାନ୍ତି । ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଧନୀ ରୁ ଦରିଦ୍ରତା ଆଡକୁ ଅଗ୍ରସର ହୋଇଥାନ୍ତି । ଏହା କେବଳ ସମ୍ଭବ ହୋଇଥାଏ ସେମାନଙ୍କର ଗ୍ରହ ପରିବର୍ତ୍ତନ କାରଣରୁ । ତେଣୁ କୁହାଯାଏ ଶନି ବ୍ୟକ୍ତିକୁ ନିଜର କର୍ମ ଦ୍ଵାରା ନ୍ୟାୟ ଦେଇଥାନ୍ତି ।
ଆମ ଜୀବନରେ ଶନିଙ୍କ ଭୂମିକା ବହୁତ ଗୁରୁତ୍ଵ ପୂର୍ଣ୍ଣ ରହିଥାଏ । ଯଦି ଆପଣଙ୍କ କୁଣ୍ଡଳୀ ରେ ମଜବୁତ ହୋଇ ରାଜଯୋଗ କରିଥାନ୍ତି ସେଭଳି ବ୍ୟକ୍ତି ଜୀବନରେ ଅନେକ ସଫଳତା ହାସଲ କରିଥାଏ । ଏହା ସହ ଗରିବ ଲୋକଙ୍କର ସେବା ବା ମାତାଙ୍କ ସେବା କରିବା ଦ୍ଵାରା ଭଗବାନ ଶନି ପ୍ରସନ୍ନ ହୋଇଥାନ୍ତି ।
ଯେଉଁ ବ୍ୟକ୍ତି ଉପରେ ଶନି ପ୍ରସନ୍ନ ହୋଇଥାନ୍ତି ସେହି ବ୍ୟକ୍ତିର କିସ୍ମତ ଖୋଲିଯାଏ । ନିଜର କୁଣ୍ଡଳୀ କୁ ମଜବୁତ କରିବା ସହ ଗ୍ରହ ମାନଙ୍କର ସ୍ଥିତି ମଜବୁତ ରହିବା ଉଚିତ । ଅସହାୟ ବ୍ୟକ୍ତି ମାନଙ୍କର ସହାୟତା କରିଲେ ଭଗବାନ ଶନି ପ୍ରସନ୍ନ ହୋଇଥାନ୍ତି । ଏପରି କରିବା ଦ୍ଵାରା ଗରିବ ବି ରାଜା ଭଳି ଜୀବନ ବିତାଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।