OMG ! ଶିବ ମନ୍ଦିରରେ ଶୋଇଥିଲା ଲୋକଟି, ହଠାତ ଏକ ବିଷଧର ସାପ ଆସି ଶୋଇ ପଡିଲା ପାକରେ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟଣା ବି-ଷୟ ବସ୍ତୁ ନେଇ ଆସିଛୁ ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏହି ଘଟଣା ଟି ଘଟିଛି ବାଂଶବାଡାର ଜଣେ ବ୍ୟକ୍ତି ସହ ଯିଏ ଶୋଇଥିବା ଅବସ୍ଥାରେ ତାଙ୍କ ପାଖରେ ଏକ ବି-ଷଧର କୋବ୍ରା ସା-ପ ପହଞ୍ଚିବା ପରେ ଯାହା ଘଟିଲା । କୋବ୍ରା ସା-ପ ଫଞ୍ଚିବା ପରେ ସେହି ବ୍ୟକ୍ତି ଉପରୁ ଯେମିତି ମୃ-ତ୍ୟୁ ଟଳିଗଲା ବୋଲି ଲାଗିଲା । ଶ୍ରାବଣ ମାସ ସୋମବାର ବ୍ରତ କରି ସେହି ବ୍ୟକ୍ତି ମନ୍ଦିର ବାହାରେ ଦୀର୍ଘ ୪୪ ଦିନ ହେବ ଶୟନ କରୁଥିଲା ।

ପ୍ରତି ଦିନ ଭଳି ସେହି ବ୍ୟକ୍ତି ରାତି ୧୦ଟା ପରେ ମନ୍ଦିର ବାହାରେ ସୋଇଥିଲା । ଏହା ପରେ ପ୍ରାୟ ରାତି ୧୨ଟା ପରେ କୋବ୍ରା ପ୍ରଜାତିର ଏକ ସା-ପ ଆସି ସେହି ବ୍ୟକ୍ତି ଶୋଇଥିବା ଜାଗାରେ ଯାଇଥିଲା । ସା-ପ ଟି ବ୍ୟକ୍ତି ଘୋଡାଇ ହୋଇଥିବା ଚଦର ଭିତରେ ପଶିଥିଲା । ସେହି ବ୍ୟକ୍ତି ଯାହାଙ୍କର ନାଁ ହେଉଛି ଜୟ ଯିଏ ଗଭୀର ନିଦରେ ଥିଲେ ଯେ ସା-ପ ତାଙ୍କ ଚଦର ଭିତରେ ପସିଛି ବୋଲି ସେ ଜାଣିପାରି ନ ଥିଲେ । ଦୁଇରୁ ତିନି ମିନିଟ ଯାଏଁ ସା-ପଟି ଜୟଙ୍କର ଗୋଡରେ ଗୁଡେଇ ହୋଇ ରହିଲା । ଏହା ପରେ ଜୟ କଡ ଲେଉଟାଇବା ସମୟରେ ତାଙ୍କୁ କୌଣସି ଜୀବ ଥିବାର ଅନୁଭବ ହେଲା ।

ଏହା ପରେ ତାଙ୍କ ନିଦ ଭାଙ୍ଗିଥିଲା । ସେ ଡେରି ନ କରି ଚଦର ସହ ସିଧା ଠିଆ ହୋଇ ଯାଇଥିଲେ । ଏହା ପରେ ସେ ଦେଖିବାକୁ ପାଇଲେ କି ଚଦର ଭିତରେ କୋବ୍ରା ସା-ପ ଥିଲା । ସା-ପ ଟି ତାଙ୍କୁ ଚୋଟ ମାରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଏଥିରେ ସା-ପ ଟି ସଫଳ ହୋଇ ପାରିଲା ନାହି । କାରଣ ଠିକ ସମୟରେ ଜୟଙ୍କ ନିଦ ଭାଙ୍ଗି ଯାଇଥିଲା । ଏହା ପରେ ସେ ତୁରନ୍ତ ନିଜ ଜୀବନ ବିପଦରେ ଅଛି ବୋଲି ଜାଣିବା ପରେ ଚଦର କୁ ଦୂରକୁ ଫୋପାଡି ଦେଇଥିଲେ । ଏହା ପରେ ସା-ପ ଟି ମଧ୍ୟ ସେଠାରୁ ପଳାୟନ କରିଥିଲା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *