ଶିରିଡି ସାଇ ନାଥଙ୍କ କୃପା ପ୍ରାପ୍ତ କରିବା ପାଇଁ ଚାହାଁନ୍ତି ତେବେ ଏହି ଚମତ୍କାରୀ ଉପାୟ ନିଶ୍ଚୟ କରନ୍ତୁ

ଯଦି ଶିରିଡି ସାଇ ବାବାଙ୍କ କୃପା ପାଇବା ପାଇଁ ଚାହନ୍ତି ତେବେ ଗୁରୁବାର ଦିନ ଏହି ଉପାୟ କରନ୍ତୁ । ଏହି ଉପାୟ ଦ୍ଵାରା ସାଇ ବାବାଙ୍କ ସବୁ ଭକ୍ତ ମନୋକାମନା ପୂର୍ଣ ହୋଇଥାଏ । କୁହା ଯାଏ ଯେ ସାଇ ଭକ୍ତଙ୍କୁ ବାବାଙ୍କ ଆଶୀର୍ବାଦ ପ୍ରାପ୍ତ ପାଇଁ ଶିରିଡି ଯାଇ ବାବାଙ୍କ ଗୁହାରି କରିବାକୁ ପଡିଥାଏ । କିନ୍ତୁ ଏହି ଉପାୟ ଭକ୍ତ ନିଜ ଘରେ ବା ଆଖ ପାଖ ସାଇ ମନ୍ଦିର ରେ ଯାଇ କରି ପାରିବେ ।

ଏହି ଚମତ୍କାର ଦ୍ଵାରା ସାଇ ବାବା ଖୁସି ହୋଇ ନିଜ ଭକ୍ତଙ୍କ ସମସ୍ୟା ଦୂର କରିଥାନ୍ତି ଓ ଜୀବନରେ ବହୁତ ଖୁସି ପ୍ରଦାନ କରନ୍ତି ।

ବାବାଙ୍କ ଆଶୀର୍ବାଦ କେବଳ ଶ୍ରଦ୍ଧା ଓ ବିଶ୍ଵାସ ଦ୍ଵାରା ପ୍ରାପ୍ତ ହୋଇଥାଏ, ଗୁରୁବାର ଦିନ କୌଣସି ସାଇ ମନ୍ଦିର ରେ ବା ଗରିବ ଅସହାୟ ଲୋକଙ୍କୁ ଓଁ ସାଇ ରାମ କହି ହଳଦିଆ ଫଳ ଦାନ କରନ୍ତୁ । ଏହା ପରେ ସାଇ ବାବାଙ୍କ ପ୍ରତିମା ଉପରେ ହଳଦିଆ ଫୁଲ ମାଳ ଯେଉଁଥିରେ ୫୧ ନଚେତ ୧୦୮ଟି ହଳଦିଆ ଫୁଲ ଗୁନ୍ଥା ହୋଇଥିବା ମାଳ ବାବାଙ୍କୁ ଅର୍ପଣ କରନ୍ତୁ । ଏହା ପରେ ମନ୍ତ୍ର ଜାପ କରନ୍ତୁ

୧. ଓଁ ଶିରଡି ସାଇନାଥାୟ ନମଃ ।।

୨. ଓଁ ଦେବାନା ଚ ରିଷିଣା ଚ ଗୁରୁ କା ଚନସତ୍ରିଭମ ।।

୩. ଓଁ ବୁଦ୍ଧି ଭୁତ ତ୍ରିଲୋକେଶ ତ ନମାମି ବୃହସ୍ପତିତମ ।।

୪. ଓଁ ଗ୍ରାନ ଗ୍ରୀନ ଗ୍ରୋନ ଶଃ ଗୁରବେ ନମଃ ।।

୫। ଓଁ ବୃନ ବୃହସ୍ପତିୟେ ନମଃ ।।

ମାଲା ପିନ୍ଧେଇଲା ପରେ ଗୋଟେ ମନ୍ତ୍ର ୧୦୮ ଥର ଜାପ କରନ୍ତୁ ଶ୍ରୀସାଇ ଚାଳିଶା ପାଠ କରନ୍ତୁ, ଏମିତି କଲେ ସାଇ ନାଥ ପ୍ରଶନ ହୋଇ କୃପା କରି ଥାନ୍ତି । ଏହାଛଡା ଗୁରୁବାର ଦିନ ବିଶେଷ ପୂଜା କରିବା ପାଇଁ ଏହି ମନ୍ତ୍ର ଗୁଡିକ ଜାପ କରନ୍ତୁ ୧୦୮ ଥର ଓ ତୁଳସୀ ମାଲା ବାବାଙ୍କୁ ଅର୍ପଣ କରନ୍ତୁ ଆପଣଙ୍କ ଜୀବନ ସବୁ ଦୁଃଖ ଦୂର ହବ, ଜାପ ସମୟରେ ଯେଉଁ ଅସୁବିଧା ଅଛି ବା ମନୋକାମନା ବାବାଙ୍କୁ କୁହନ୍ତୁ ଓ ସଫା ମନରେ ଠାକୁରଙ୍କୁ ନିଜ ମନ କଥା କହି ଦିଅନ୍ତୁ, ଶ୍ରୀ ଗୁରୁ ଦେବଙ୍କ କୃପାରୁ କିଛି ଦିନ ଭିତରେ ଆପଣଙ୍କ ଇଛା ପୂର୍ଣ ହୋଇ ଜୀବ ।

Leave a Reply

Your email address will not be published. Required fields are marked *